Interesting Gk Questions: କେଉଁ ଜୀବ ଜୋତା ପିନ୍ଧିକି ସୋଇଥାଏ ? 99% ଲୋକଙ୍କୁ ଜଣା ନାହିଁ ଉତ୍ତର

1.କେଉଁ ଚଢେଇ ପ୍ରଥମେ ବସା କରି ନଥାଏ ?

ଉତ୍ତର – କୋଇଲି

2.କେଉଁ ଯିବର ହୃଦୟ ୧ ମିନିଟ ରେ ୯ ଥର ଧଡକେ ?

ଉତ୍ତର – ବ୍ଲୁ ୱ୍ହେଲ ମାଛ

3.କେଉଁ ଜୀବ ଜୋତା ପିନ୍ଧିକି ସୋଇଥାଏ ?

ଉତ୍ତର – ଘୋଡା

4.କେଉଁ ଫୁଲର ଓଜନ ୧୦ କିଲୋଗ୍ରାମ ଥାଏ ?

ଉତ୍ତର – ରେପ୍ଲିସିଆ

5.ସଂସାର ର ସବୁ ଠାରୁ ବଡ କଇଁଛ କେଉଁ ଜାଗାରେ ଦେଖା ଯାଏ ?

ଉତ୍ତର – ଅଷ୍ଟ୍ରେଲିଆ

6.ଚିନୀ କେଉଁ ଦେଶ ରେ ଖୋଜା ଯାଇଥିଲା ?

ଉତ୍ତର – ଭାରତ

7.ମଶାକୁ ସବୁ ଠାରୁ କେଉଁ ରଙ୍ଗ ପସନ୍ଦ ଥାଏ ?

ଉତ୍ତର – ନୀଳ ରଙ୍ଗ

8.ଭାରତ ର କେଉଁ ରାଜ୍ୟ ରେ ଲୋକ ସାପର ତେଲ ରେ ତରକାରୀ କରନ୍ତି ?

ଉତ୍ତର – ସିକ୍କିମ ରାଜ୍ୟର ମେରା ଗାଁ ରେ

9.ସୁଦ୍ଧ ଜଳର ପିଏଚ କେତେ ଥାଏ ?

ଉତ୍ତର – ସାତ

10.ପତ୍ର ର ରଙ୍ଗ ହଳଦିଆ କେଉଁ କାରଣରୁ ହୋଇ ଥାଏ ?

ଉତ୍ତର – କାରୋଟେନେ

11.କାଚର ର ହଳଦିଆ ରଙ୍ଗ କେଉଁ କାରଣ ରୁ ହୋଇଥାଏ ?

ଉତ୍ତର – ଫେରିକ ଆକ୍ସାଇଡ

12.ମହାତ୍ମା ଗାନ୍ଧୀଙ୍କ ନାମ ଆଗରେ ମହାତ୍ମା କେବେ ଲାଗିଥିଲା ?

ଉତ୍ତର – ଚମ୍ପାରନ ଆନ୍ଦୋଳନ ବେଳେ

13.ଭାରତ ରେ ସବୁ ଠାରୁ ଅଧିକ ମନ୍ଦିର କେଉଁ ରାଜ୍ୟରେ ଅଛି ?

ଉତ୍ତର – ତାମିଲନାଡୁ

14.କେଉଁ ଦେଶରେ ସାପ ଦେଖାଯାଏ ନି ?

ଉତ୍ତର – ଆଇୟାର ଲାଣ୍ଡ, ଆଇଷ ଲାଣ୍ଡ, ନିଉଜିଲାଣ୍ଡ

15.କେଉଁ ଦେଶର ଲୋକ ସାପ କ୍ଷାନ୍ତି ?

ଉତ୍ତର – ଚାଇନା

16.କେଉଁ ଫୁଲ ୧୨ ବର୍ଷରେ ଥରେ ହିଁ ହୋଇଥାଏ ?

ଉତ୍ତର – ନୀଳକୁରଞ୍ଜି

17.ବିଶ୍ଵର ଆକାଶର ବିଜୁଳି କେଉଁ ଜାଗାରେ ପ୍ରଥମେ କେଉଁ ଜାଗାରେ ପଡିଥାଏ ?

ଉତ୍ତର – ଆଫ୍ରିକା

18.ଭାରତ ର କେଉଁ ରାଜ୍ୟରେ ଇଂରାଜୀ ଭାଷା ଚଳାଇଛି ?

ଉତ୍ତର – ନାଗାଲାଣ୍ଡ

19.ଫୁଟବଲ ରେ କେଉଁ ଗ୍ଯାସ ଭରା ଯାଏ ?

ଉତ୍ତର – ହାଇଡ୍ରୋଜେନ

20.ମଣିଷ ଶରୀର ରେ କେଉଁ ଜାଗାରେ ସବୁ ଠାରୁ ଛୋଟ ହାଡ ଅଛି ?

ଉତ୍ତର – କାନ ରେ

21.ମସାର ଜୀବନ କାଳ କେତେ ଦିନ ଅଟେ ?

ଉତ୍ତର – ୧୪ ରୁ ୫୬ ଦିନ ।

22.ଆକାଶ ରେ ଦେଖା ଯାଉଥିବା ତାରାର ରଙ୍ଗ କେତେ ପ୍ରକାର ହୋଇଥାଏ ?

ଉତ୍ତର – ୩

23.ମହାତ୍ମା ଗାନ୍ଧୀ ଙ୍କ ପତ୍ନୀ ଙ୍କ ନାମ କଣ ଥିଲା ?

ଉତ୍ତର – କସ୍ତୁରିବା

24.ନବାବ ଙ୍କ ସହର କାହାକୁ କୁହାଯାଏ ?

ଉତ୍ତର – ଲକ୍ଷ୍ନୌ

25.ସ୍ତ୍ରୀ ଲୋକ ମାନେ ନିଜ ଜୀବନରେ କେତେ ପିଲା ଜନ୍ମ କରି ପାରିବେ ?

ଉତ୍ତର – ୪୦

26.ଦୁନିଆର କେତେ ପ୍ରତିଶତ ଲୋକ ମାନେ ନିଜ ବାମ ହାତର ବ୍ୟବହାର କରିଥାନ୍ତି ?

ଉତ୍ତର – ୧୧ %

27.କେଉଁ ଶହରରେ ପାଞ୍ଚଟି ସୂର୍ଯ୍ୟ ଦେଖା ଯାଏ ?

ଉତ୍ତର – ଶିଙ୍ଘ ନାଇଟ ଚୁ

29.କେଉଁ ତରକାୟ ଖାଇବା ଦ୍ଵାରା ଦାନ୍ତ ସଫା ହୋଇ ଥାଏ ?

ଉତ୍ତର – ଅମୃତଭଣ୍ଡା

30.କେଉଁ ନଦୀର ପାଣି ସବୁ ବେଳେ ଗରମ ଥାଏ ?

ଉତ୍ତର – ନୀଳ ନଦୀ

Leave a Reply

Your email address will not be published. Required fields are marked *