ବଲିଉଡ ସେଲିବ୍ରେଟି ମାନେ ନିଜର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ଠାରୁ ବହୁତ ସାରା ଭଲ ପାଇବା ପାଇଛନ୍ତି । ଏହା ବ୍ଯତୀତ ଏମିତି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ନିଜର ବୋଲ୍ଡ ନେସ ଓ ଷ୍ଟାଇଲ ପାଇଁ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଟିଭି ଇଣ୍ଡଷ୍ଟ୍ରି ରେ ଅଭିନୟ କରି ବିଶେଷ କରି ଅଭିନେତ୍ରୀ ମାନେ ନିଜର ହ-ଟନେସ ଓ ପର୍ଶନାଲିଟି ପାଇଁ ଖୁବ ଫ୍ଯମାସ ହୋଇ ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଶ୍ଵେତା ତିୱାରୀ ନିଜର ଫୋଟୋ ସୂ-ଟ କରାଇଛନ୍ତି ଯାହା ପାଇଁ ସେ ବହୁତ ଚର୍ଚ୍ଚା ରେ ଅଛନ୍ତି ଏହା ପଛରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା ।
ଆପଣ ମାନେ ପ୍ରେରଣା ବା ଅଭିନେତ୍ରୀ ଶ୍ଵେତା ତିୱାରୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜ ବୟସ ସହ ନିଜକୁ ବେଶ ଭଲ ଭାବେ ଫିଟ କରି ରଖିଛନ୍ତି । ଏହି ଭିଡିଓ ରେ ସେ ନିଜର କିଛି ଫୋଟୋ ସୁ-ଟ କରିଛନ୍ତି ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ତାଙ୍କୁ ୪୦ ବର୍ଷ ହୋଇଥିଲେ ମଧ୍ୟ ଏହି ଫୋଟୋ ରେ ସେ ବୋ-ଲ୍ଡ-ନେ-ସ ଓ ଗରଜେସ ଲାଗୁଛନ୍ତି । ଏମିତିକି ତାଙ୍କ ଝିଅ ପଲକ ତିୱାରୀ ମଧ୍ୟ ତାଙ୍କୁ ଭଉଣୀ କହି କମେଣ୍ଟ ଦେଇଛନ୍ତି । ଏହି ଫୋଟୋରେ ଶ୍ଵେତା ସିଲଭର କଲରର ସାଇଡ ସ୍ଲିପ ଗାଉନ ପିନ୍ଧିଛନ୍ତି ।
ଏହି ଡିପ ନେକ ଥିବା ଡ୍ରେସରେ ସେ ବହୁତ ଗ୍ଲାମରିୟସ ଓ ବୋଲ୍ଡ ଲାଗୁଛନ୍ତି । ସେ କରିଥିବା ମେକପ ତାଙ୍କ ସୁନ୍ଦରତାକୁ ଅଧିକ ଆକର୍ଷଣ କରୁଛି । ଏହା ସହ ଖୋଲା ହେୟାରରେ ସେ ବହୁତ ହ-ଟ ଲାଗୁଛନ୍ତି । ସେ ଏହି ଫୋଟୋ ଶେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯାହା ପାଇଁ ତାଙ୍କର ଫ୍ୟାନ୍ସ ମାନେ ବହୁତ ସାରା ଲାଇକ ଓ କାମେଣ୍ଟ ଦେଇଛନ୍ତି । ତାଙ୍କର ଏହି ଫୋଟୋ ଦେଖି ତାଙ୍କର ଫ୍ୟାନ୍ସ ମାନେ କମେଣ୍ଟ ଦେଇଛନ୍ତି ଯେ ତାଙ୍କର ସୁନ୍ଦରତାରେ ଆଜି ବି କିଛି ଚେଞ୍ଜ ଆସି ନାହି । ସେ “କସୋଟୀ ଜିନ୍ଦେଗୀ କି” ସିରିଏଲରେ ପ୍ରେରଣା ଭୂମିକାରେ ଅଭିନୟ କରିଥିଲେ ।
ଆଜି ବି ଲୋକ ମାନେ ତାଙ୍କୁ ପ୍ରେରଣା ନାଁ ଜାଣିଛନ୍ତି । ବର୍ତ୍ତମାନ ସେ “ଖତରୋ କେ ଖିଲାଡ଼ି” ସୋ ରେ ନିଜର ଅଭିନୟ ଜାରି ରଖିଛନ୍ତି । ତାଙ୍କର ଅନ୍ୟ ଏକ ଫୋଟୋ ଯାହା କିଛି ଦିନ ପୂର୍ବରୁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚ୍ଚାରେ ରହିଥିଲା । ଏହି ଫୋଟୋରେ ସେ ରେଡ ରଙ୍ଗର ଗାଉନ ପିନ୍ଧିବା ସହ ହେଭି ମେକପ ନେଇଛନ୍ତି । ଏହା ସହ ତାଙ୍କର ଏକ୍ସପ୍ରେସନ ମଧ୍ୟ ବହୁତ ଦମଦାର ଲାଗୁଛି ଯାହା ପାଇଁ ସେ ଗରଜେସ ଓ ବୋ-ଲ୍ଡ-ନେ-ସ ଲାଗୁଛନ୍ତି । ସେ ରିୟାଲ ଲାଇଫରେ ନିଜର ହ-ଟ ଓ ବୋ-ଲ୍ଡ-ନେ-ସ ପାଇଁ ଚର୍ଚ୍ଚାରେ ଥିବା ବେଳେ ଟିଭି ଦୁନିଆରେ ସଂସ୍କାରୀ ବୋହୁ ଚରିତ୍ରରେ ବେଶ ସୁନ୍ଦର ଅଭିନୟ କରନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।