ଆପଣ ମାନେ ଜାଣିଥିବେ ଆଜିକାଲି ଛୋଟ ପିଲା ମାନେ କେତେ କଣ କରି ଯାଉଛନ୍ତି ତାହା କେହି ବି ଜାଣି ପାରୁ ନାହାନ୍ତି । କିଛି ପିଲା ମାନେ ଏମିତି କାମ କରୁଛନ୍ତି ଯାହା ପାଇଁ ସେମାନେ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି । ଆଜିକାଲି ଇଣ୍ଟର ନେଟର ଦୁନିଆରେ ଅନେକ ପ୍ରକ୍ରିୟା ମାଧ୍ୟମରେ ଛୋଟ ଠାରୁ ଆରମ୍ଭ କରି ବଡ ମାନେ ଭିନ୍ନ ଭିନ୍ନ ଧରଣର କାମ କରୁଛନ୍ତି ଯାହା ପାଇଁ ସେମାନେ ଚର୍ଚ୍ଚା ରେ ରହୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ବିଷୟ ବସ୍ତୁ ନେଇ ଆସିଛୁ ।
ଏହି ଭିଡିଓ ରେ ଆପଣ ମାନେ ଯେଉଁ କୁନି ଝିଅ କୁ ଦେଖୁଛନ୍ତି ସେ ଏପରି ଢଙ୍ଗରେ କଥା କହୁଛି ଯାହା ଶୁଣିଲେ ଆପଣ ମାନେ ହସି ହସି ଗଡିଯିବେ । କୁନି ଝିଅ ଟି ତା ଆଣ୍ଟି ସହ କଥା ହେଉଛି ଯାହା ଆପଣ ମାନେ ଏହି ଭିଡିଓ ରେ ଜାଣି ପାରିବେ । କୁନି ଝିଅ ଟି କହୁଛି ସେ ତା ଛୋଟ ବେଳେ ତା ମାମା ପେଟରେ ରହିଥିଲା । ଠିକ ସେହିପରି ବିୟନା ନାମକ ଆଉ ଏକ ଝିଅ ତା ଆଣ୍ଟି ପେଟରେ ରହିଛି ବୋଲି ସେ ତା ଆଣ୍ଟି କୁ କହୁଛି । କୁନି ଝିଅର ଆଣ୍ଟି ତାକୁ ପଚାରୁଛନ୍ତି ଯେ ବିୟନା ଶିଷ୍ଟର କୁ ତମେ ଭଲ ପାଉଛ । ଉତ୍ତର ରେ କୁନି ଝିଅ ଟି କହୁଛି ଏତେ, ଏତେ, ଏତେ, ଅଧିକ ଭଲ ଅପାଉଛି ।
କୁନି ଝିଅର ଆଣ୍ଟି କହୁଛନ୍ତି ଯେ ଟାଏ ବିୟନା କୁ ନେଇଯିବ ଆଉ କେବେ ଆଣିକି ଦେବ ? ମୁଁ ପୁଣି କାନ୍ଦିବିନି ? ଉତ୍ତର ରେ କୁନି ଝିଅ ଟି କହୁଛି ଯେ ସେ ଯେବେ ବଡ ହୋଇଯିବ ମୁଁ ତା ହାତ ଧରି ତମ ପାଖକୁ ନେଇ ଆସିବି । ଝିଅ ଟି କହୁଛି ତା ପରେ ତମେ ତାକୁ ରଖିବ । ଏହା ବ୍ଯତୀତ ବିୟନା ନିଜେ ରୋଷେଇ କରିବା, ନିଜେ କାର ଚଲେଇବ, ତମ ପାଇଁ ଶାଢୀ ଆଣିବ ଏହି ଭଳି କିଛି କଥା ନିଆରା ଢଙ୍ଗରେ କହୁଛି କୁନି ଝିଅ ଟି । କୁନି ଝିଅ ଟି ତା ମାମା ପାଇଁ ଶାଢୀ ଆଣିଦେବ ବୋଲି କହୁଛି ।
ଏହି ଭଳି ଭାବେ କୁନି ଝିଅ ଓ ତା ଆଣ୍ଟି ମଧ୍ୟରେ ମଜାଦାର ଆଲୋଚନା ଚାଲିଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ବାସ୍ତବରେ କୁନି ଝିଅର କଥା କହିବାର ଶୈଳୀ ଯେତିକି ନିଆରା ଲାଗୁଛି ତା ମୁହଁ ର ଏକ୍ସପ୍ରେସନ ମଧ୍ୟ ବହୁତ ସୁନ୍ଦର ଲାଗୁଛି । ଶେଷରେ ଏତିକି କୁହା ଯାଇପାରେ ଯେ କୁନି ଝିଅର କଥା କହିବାର ଢଙ୍ଗ ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।
ବନ୍ଧୁଗଣ ଆପଣ ମାନଙ୍କର କୁନି ଝିଅର କଥାକୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।