ବଲିଉଡ ସୁପର ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟାନ ଖାନ ମୁମ୍ବାଇ କୃଜ ପାର୍ଟିରେ ହୋଇଥିବା ଡ୍ର-ଗ୍ସ ମା-ମ-ଲା-ରେ ଏନସିବୀ ଦ୍ଵାରା ଗି-ର-ଫ ହୋଇ ବର୍ତ୍ତମାନ ଆର୍ଥନ ଜେ-ଲ-ରେ ଅଛନ୍ତି । କିନ୍ତୁ ବର୍ତ୍ତମାନର ଖବର ଅନୁଯାୟୀ ଗତ ୪ ଦିନ ହେବ ସେ ଗାଧୋଇ ନାହାନ୍ତି । ଆର୍ୟାନ ଜେ-ଲ ଯିବା ପୂର୍ବରୁ ୧୨ ବୋତଲ ପାଣି ନେଇଥିଲେ ଯେଉଁଥିରୁ ବର୍ତ୍ତମାନ ଆଉ ୩ ବୋତଲ ପାଣି ବଞ୍ଚିଛି । ଅନ୍ୟ ପଟେ ଘରୁ ଆସି ପହଞ୍ଚିଛି ୪୫୦୦ଟଙ୍କାର ମନି ଅର୍ଡର । ଏହା ପୂର୍ବରୁ ତାଙ୍କ ପାଖରେ ଥିବା ୨୫୦୦ଟଙ୍କା ନେଇ ଜେ-ଲ କର୍ତ୍ତୁପକ୍ଷଙ୍କ ପାଖରେ ଡିପୋଜିତ କରିଥିଲେ । ଯାହା ପ୍ରତି ବଦଳରେ ତାଙ୍କୁ ଜେ-ଲରେ ମିଳିଥିଲା କୁପନ ।
ଜେ-ଲର ନିୟମ ଅନୁସାରେ କେହି ନିଜ ପାଖରେ ଟଙ୍କା ରଖିବେ ନାହି । ଜେ-ଲର ରୁଟି ଓ ଭାତ ବା ତରକାରୀ ଆର୍ୟନ ଖାଇବାକୁ ଚେଷ୍ଟା କରିଥିଲେ ମହଦୟା ତାଙ୍କର ବାନ୍ତି ହୋଇ ଯାଉଛି । ସୂଚନା ଯୋଗ୍ୟ ଆର୍ୟନ ଜେ-ଲ ଭିତରୁ ପାର୍ଲେଜି ବିସ୍କେଟ ଓ ସ୍ନାକ୍ସ ନେଇ ଖାଉଛନ୍ତି । ଜେ-ଲର ନିୟମ ଅନୁସାରେ ଆର୍ୟନଙ୍କୁ ସବୁ ଦିନ ସେଭିଙ୍ଗ ହେବାକୁ ପଡୁଛି । ଅନ୍ୟ କ୍ଷେତ୍ରରେ ତାଙ୍କର ସ୍ୱାସ୍ଥ୍ୟ ଚି-ନ୍ତା ଜେ-ଲ ଅଫିସରଙ୍କୁ ଘାରିଛି । ବର୍ତ୍ତମାନ ତାଙ୍କୁ ଜେ-ଲ କର୍ତ୍ତୁପକ୍ଷଙ୍କ ତରଫରୁ ଖାଇବା ପାଇଁ ବାଧ୍ୟ କରା ଯାଉଛି କାରଣ ଯଦି ତାଙ୍କର ସ୍ୱାସ୍ଥ୍ୟ ବି-ଗି-ଡି ଯାଏ ତେବେ ସମସ୍ଯା ହୋଇପାରେ ।
ଏହା ସହ ଆର୍ୟନ ଅନେକ ଦିନ ହେବ ଟଏଲେଟ ମଧ୍ୟ ଯାଉ ନାହାନ୍ତି କାରଣ ତାଙ୍କର ଇଂଫେକସନ ହେଇଯିବା ଭ-ୟ-ରେ । ଘର ଖାଦ୍ଯ ବା ବାହରାଉ ଖାଦ୍ଯ ବା କୌଣସି ବ୍ୟକ୍ତି ଘରୁ ଖାଦ୍ୟ ମଗେଇ ପାରିବେ ନାହି ବୋଲି ଜେ-ଲର ନିୟମ ରହିଛି । ଅନ୍ୟ ପଟେ ଜେ-ଲର ଖାଦ୍ୟ ଜମା ଖାଉ ନାହାନ୍ତି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ତାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଡାକ୍ତର ମାନଙ୍କୁ ଜେ-ଲକୁ ଡକା ଯାଇଛି । ଜେ-ଲର ୩ଜଣ କର୍ମଚାରୀ ୨୪ ଘଣ୍ଟା ଆର୍ୟନଙ୍କ ଉପରେ ନଜର ରଖୁଛନ୍ତି । ଯଦି ଆର୍ୟନ ଏମିତି କରନ୍ତି ତେବେ ତାଙ୍କୁ ବାଧ୍ୟ କରାଯାଇ ତରଳ ଖାଦ୍ୟ ଦେଇ ପାରନ୍ତି ଜେ-ଲ କର୍ତ୍ତୁପକ୍ଷ ।
ଜେ-ଲର କ୍ୟାଣ୍ଟିନରେ ସାଧାରଣ ଜିନିଷ ମିଳୁଛି କୌଣସି ଦାମୀ ଜିନିଷ ମିଳୁ ନାହି ଯାହା ଆର୍ୟନଙ୍କର ପସନ୍ଦ । ଜେ-ଲରେ କେବଳ ବଡାପାଓ ବା ବିସ୍କେଟ ଛଡା ଆଉ କିଛି ମିଳୁ ନାହି । ତେବେ ଏହିଭଳି ଭାବେ ଆର୍ୟନ ଜେ-ଲରେ ନିଜର ସମୟ ଅତିବାହିତ କରୁଛନ୍ତି । ଜୀବନରେ ବେଳେବେଳେ ଏମିତି ସମୟ ଆସେ ଯାହାର କଳ୍ପନା କେହି କରି ନ ଥାନ୍ତି ଯାହା ଏବେ ଆର୍ୟନ ଅନୁଭବ କରୁଛନ୍ତି । ଏହା ସହ ତାଙ୍କୁ ଜେ-ଲରେ ଗୋଟିଏ କମ୍ବଳ ଓ ଚଦର ମିଳିଛି ଶୋଇବା ପାଇଁ । ଆଗକୁ ଆର୍ୟନଙ୍କ ଦିନ ଗୁଡିକ ଜେ-ଲରେ କିଭଳି ଭାବେ କଟିବ ତାହା ଦେଖିବାର ବାକି ରହିଲା ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।