କେରଳରେ ପ୍ରକୃତିର ତାଣ୍ଡବ, 18 ମୃତ, 20ରୁ ଅଧିକ ନିଖୋଜ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । କେରଳରେ ବର୍ଷା ବି-ତ୍ପା-ତ ଯୋଗୁ ୧୮ ଜଣଙ୍କର ମୃ-ତ୍ୟୁ ହୋଇଛି । ଏହା ସହ ୨୦ରୁ ଅଧିକ ଲୋକ ମାନେ ନିଖୋଜ ରହିଛନ୍ତି । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ କୋକୋୟା ଓ ଇଡୂକୋ ଜିଲ୍ଲା ରେ ଭୁସ୍ଫାଳନ ହୋଇଛି । ଅନ୍ୟ କ୍ଷେତ୍ରରେ ଯୁ-ଦ୍ଧ କାଳୀନ ଟିମ ଉ-ଦ୍ଧା-ର କାର୍ଯ୍ୟରେ ଲାଗିଛନ୍ତି । ରିଲିଫ ଓ ଉଧାର କାର୍ଯ୍ୟ ପାଇଁ ସେନାର ସହାୟତା ଲୋଡିଛନ୍ତି କେରଳ ରାଜ୍ୟ ସରକାର । ଭୁସ୍ଫାଳନ ଯୋଗୁ କୋଟ୍ରାୟମର ପୁଟିକଲରେ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଥିବା ସୂଚନା ମିଳିଛି । ଘରେ ରହିଥିବା ବର୍ଷା ପାଣି ଓ ଆବର୍ଜନା ମାଡି ଆସିବାରୁ ଘର ପୋତି ହୋଇ ଯାଇଛି । ଏଥିରେ ଥିବା ମା, ସ୍ତ୍ରୀ ଓ ୪ଜଣ ଛୁଆ ପ୍ରାଣ ହରାଇଛନ୍ତି ।

ଏହା ସହ ୩ଟି ଘର ମଧ୍ୟ ଭାସି ଯାଇଛି । ସେପଟେ ସୁଲୁରୁରେ ବାୟୁସେନା ଉ-ଦ୍ଧା-ର କାର୍ଯ୍ୟ ଜାରି ରଖିଛନ୍ତି । ସ୍ଥଳ ସେନାର ଗୋଟିଏ କଲାମ ଯବାନ ଓ ଟାୟାମରେ ଉ-ଦ୍ଧା-ର କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେ କୋଚି ନାଭାଲ ବେସରେ ନୌସେନା ଉ-ଦ୍ଧା-ର କାର୍ଯ୍ୟ ଜାରି ରଖିଛନ୍ତି । ବର୍ଷା ବି-ତ୍ପା-ତରେ ଅନେକ ଲୋକ ମାନେ ଆ-ହ-ତ ହୋଇଛନ୍ତି । ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଯୋଗୁ କେରଳର ପ୍ରାୟ ସବୁ ଡ୍ୟାମ ଜଳ ଭଣ୍ଡାରରେ ପୂର୍ଣ୍ଣ ହୋଇଛି । ଡ୍ୟାମକୁ ନିୟନ୍ତ୍ରଣରେ ରଖିବା ପାଇଁ ଗେଟ ଖୋଲିବା ପାଇଁ ନିସ୍ପତି ନିଆଯାଇ ଥିବାରୁ ତଳିଆ ଅଞ୍ଚଳର ଲୋକ ମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରା ଯାଇଛି ।

ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ପରିସ୍ଥିତି ଶୋଚନୀୟ ଥିବା କଟାହ ସୂଚନା ଦେଇଛନ୍ତି । ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବାରୁ ପଥନଥିତା, ଏନାକୁଲ୍ୟମ, ପଲକଳା, ଇଡୁକୀ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରା ଯାଇଛି । ପୋଟାୟାମରେ ରାଜ୍ୟ ପରିବହନ ବସ ଉଡି ଯାଇଥିବାର ଦେଖିବାକୁ ମିଳିଛି । ବର୍ଷା ହେବା ହେତୁ ଶାବରୀମାଲ ମନ୍ଦିର ନ ଖୋଲିବା ପାଇଁ ସ୍ଥିର ହୋଇଛି । ଅନ୍ୟ କ୍ଷେତ୍ର ରେ ସ୍କୁଲ, କଲେଜ ମଧ୍ୟ ବନ୍ଦ ରଖା ଯାଇଛି । ଇଣ୍ଡିଆ ରେସକ୍ୟୁ ଟିମ ଫସିଥିବା ଲୋକଙ୍କୁ ଉ-ଦ୍ଧା-ର କରିବାରେ ଲାଗିଛନ୍ତି ।

ମୃ-ତ୍ୟୁ ସଂଖ୍ୟା ୧୮ରେ ଥିବାବେଳେ ଲୋକ ମାନଙ୍କୁ ଘରୁ ସୁରକ୍ଷିତ ଭାବେ ଉ-ଦ୍ଧା-ର କରା ଯାଉଛି । ସବୁ ଜାଗାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଭିଡିଓ ରେ ଭୁସ୍ଫାଳନ ଦୃଶ୍ୟ ଦେଖା ଯାଉଛି । ଏହା ସହ ଲୋକ ମାନଙ୍କୁ କିପରି ଭାବେ ଉ-ଦ୍ଧା-ର କରା ଯାଉଛି ତାହାର ଦୃଶ୍ୟ ମଧ୍ୟ ଦେଖା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *