SRKଙ୍କ ପୁଅ Aryan Khan ଜେଲ୍ ରେ ବିତାଉଛନ୍ତି ଏଭଳି ଜୀବନ, ଗାଧୋଉ ନାହାନ୍ତି କି ଖାଉ ନାହାନ୍ତି ରନ୍ଧା ଖାଦ୍ୟ, ଦେଖନ୍ତୁ Video

ବଲିଉଡ ସୁପର ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟାନ ଖାନ ମୁମ୍ବାଇ କୃଜ ପାର୍ଟିରେ ହୋଇଥିବା ଡ୍ର-ଗ୍ସ ମା-ମ-ଲା-ରେ ଏନସିବୀ ଦ୍ଵାରା ଗି-ର-ଫ ହୋଇ ବର୍ତ୍ତମାନ ଆର୍ଥନ ଜେ-ଲ-ରେ ଅଛନ୍ତି । କିନ୍ତୁ ବର୍ତ୍ତମାନର ଖବର ଅନୁଯାୟୀ ଗତ ୪ ଦିନ ହେବ ସେ ଗାଧୋଇ ନାହାନ୍ତି । ଆର୍ୟାନ ଜେ-ଲ ଯିବା ପୂର୍ବରୁ ୧୨ ବୋତଲ ପାଣି ନେଇଥିଲେ ଯେଉଁଥିରୁ ବର୍ତ୍ତମାନ ଆଉ ୩ ବୋତଲ ପାଣି ବଞ୍ଚିଛି । ଅନ୍ୟ ପଟେ ଘରୁ ଆସି ପହଞ୍ଚିଛି ୪୫୦୦ଟଙ୍କାର ମନି ଅର୍ଡର । ଏହା ପୂର୍ବରୁ ତାଙ୍କ ପାଖରେ ଥିବା ୨୫୦୦ଟଙ୍କା ନେଇ ଜେ-ଲ କର୍ତ୍ତୁପକ୍ଷଙ୍କ ପାଖରେ ଡିପୋଜିତ କରିଥିଲେ । ଯାହା ପ୍ରତି ବଦଳରେ ତାଙ୍କୁ ଜେ-ଲରେ ମିଳିଥିଲା କୁପନ ।

ଜେ-ଲର ନିୟମ ଅନୁସାରେ କେହି ନିଜ ପାଖରେ ଟଙ୍କା ରଖିବେ ନାହି । ଜେ-ଲର ରୁଟି ଓ ଭାତ ବା ତରକାରୀ ଆର୍ୟନ ଖାଇବାକୁ ଚେଷ୍ଟା କରିଥିଲେ ମହଦୟା ତାଙ୍କର ବାନ୍ତି ହୋଇ ଯାଉଛି । ସୂଚନା ଯୋଗ୍ୟ ଆର୍ୟନ ଜେ-ଲ ଭିତରୁ ପାର୍ଲେଜି ବିସ୍କେଟ ଓ ସ୍ନାକ୍ସ ନେଇ ଖାଉଛନ୍ତି । ଜେ-ଲର ନିୟମ ଅନୁସାରେ ଆର୍ୟନଙ୍କୁ ସବୁ ଦିନ ସେଭିଙ୍ଗ ହେବାକୁ ପଡୁଛି । ଅନ୍ୟ କ୍ଷେତ୍ରରେ ତାଙ୍କର ସ୍ୱାସ୍ଥ୍ୟ ଚି-ନ୍ତା ଜେ-ଲ ଅଫିସରଙ୍କୁ ଘାରିଛି । ବର୍ତ୍ତମାନ ତାଙ୍କୁ ଜେ-ଲ କର୍ତ୍ତୁପକ୍ଷଙ୍କ ତରଫରୁ ଖାଇବା ପାଇଁ ବାଧ୍ୟ କରା ଯାଉଛି କାରଣ ଯଦି ତାଙ୍କର ସ୍ୱାସ୍ଥ୍ୟ ବି-ଗି-ଡି ଯାଏ ତେବେ ସମସ୍ଯା ହୋଇପାରେ ।

ଏହା ସହ ଆର୍ୟନ ଅନେକ ଦିନ ହେବ ଟଏଲେଟ ମଧ୍ୟ ଯାଉ ନାହାନ୍ତି କାରଣ ତାଙ୍କର ଇଂଫେକସନ ହେଇଯିବା ଭ-ୟ-ରେ । ଘର ଖାଦ୍ଯ ବା ବାହରାଉ ଖାଦ୍ଯ ବା କୌଣସି ବ୍ୟକ୍ତି ଘରୁ ଖାଦ୍ୟ ମଗେଇ ପାରିବେ ନାହି ବୋଲି ଜେ-ଲର ନିୟମ ରହିଛି । ଅନ୍ୟ ପଟେ ଜେ-ଲର ଖାଦ୍ୟ ଜମା ଖାଉ ନାହାନ୍ତି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ତାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଡାକ୍ତର ମାନଙ୍କୁ ଜେ-ଲକୁ ଡକା ଯାଇଛି । ଜେ-ଲର ୩ଜଣ କର୍ମଚାରୀ ୨୪ ଘଣ୍ଟା ଆର୍ୟନଙ୍କ ଉପରେ ନଜର ରଖୁଛନ୍ତି । ଯଦି ଆର୍ୟନ ଏମିତି କରନ୍ତି ତେବେ ତାଙ୍କୁ ବାଧ୍ୟ କରାଯାଇ ତରଳ ଖାଦ୍ୟ ଦେଇ ପାରନ୍ତି ଜେ-ଲ କର୍ତ୍ତୁପକ୍ଷ ।

ଜେ-ଲର କ୍ୟାଣ୍ଟିନରେ ସାଧାରଣ ଜିନିଷ ମିଳୁଛି କୌଣସି ଦାମୀ ଜିନିଷ ମିଳୁ ନାହି ଯାହା ଆର୍ୟନଙ୍କର ପସନ୍ଦ । ଜେ-ଲରେ କେବଳ ବଡାପାଓ ବା ବିସ୍କେଟ ଛଡା ଆଉ କିଛି ମିଳୁ ନାହି । ତେବେ ଏହିଭଳି ଭାବେ ଆର୍ୟନ ଜେ-ଲରେ ନିଜର ସମୟ ଅତିବାହିତ କରୁଛନ୍ତି । ଜୀବନରେ ବେଳେବେଳେ ଏମିତି ସମୟ ଆସେ ଯାହାର କଳ୍ପନା କେହି କରି ନ ଥାନ୍ତି ଯାହା ଏବେ ଆର୍ୟନ ଅନୁଭବ କରୁଛନ୍ତି । ଏହା ସହ ତାଙ୍କୁ ଜେ-ଲରେ ଗୋଟିଏ କମ୍ବଳ ଓ ଚଦର ମିଳିଛି ଶୋଇବା ପାଇଁ । ଆଗକୁ ଆର୍ୟନଙ୍କ ଦିନ ଗୁଡିକ ଜେ-ଲରେ କିଭଳି ଭାବେ କଟିବ ତାହା ଦେଖିବାର ବାକି ରହିଲା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *