ପ୍ରେମ ନା ଆଉ କିଛି?ମନ ନେଇଗଲେ ଭୁମିକା Video ଦେଖନ୍ତୁ ସବୁ ଜାଣି ପାରିବେ

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ପରଫୋମାଂସ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । କିଛି କଳାକାର ମାନେ ନିଜର ଅଭିନୟ ସହ ଷ୍ଟାଇଲ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ତେବେ ଅନ୍ୟ କିଛି ଓଡିଆ ଅଭିନେତା ଓ ଅଭିନେତ୍ରୀ ମାନେ ସାମାଜିକ କାମ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସକ୍ରିୟ ରହୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଭୂମିକା କିପରି ଭାବେ ମନ ଜିଣିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଭୂମିକା ଦାସଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ଫିଲ୍ମରେ ଜବରଦସ୍ତ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

ଏହି ଭିଡିଓ ରେ ଭୂମିକା ଅଭିନେତା ଜ୍ଯୋତିଙ୍କ ସହ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି ତାଙ୍କର ଫ୍ୟାନ୍ସ ମାନଙ୍କୁ । ଦୁହିଙ୍କର ନୂଆ ଫିଲ୍ମ ରିଲିଜ ହୋଇଛି ଯାହାର ନାଁ ରହିଛି “ମନ ମୋର ନେଇ ଗଲୁରେ” । ବର୍ତ୍ତମାନ ଫିଲ୍ମ ଥିଏଟର ରେ ଏହି ଫିଲ୍ମ ରିଲିଜ ହୋଇ ସାରିଛି ।

ସେଥିପାଇଁ ଅଭିନେତା ଜ୍ଯୋତି ଓ ଅଭିନେତ୍ରୀ ଭୂମିକା ନିଜ ଫିଲ୍ମ ଦେଖିବା ପାଇଁ ନିଜର ଫ୍ୟାନ୍ସ ମାନଙ୍କୁ କହୁଛନ୍ତି । ଏହା ସହ ଦୁହେଁ ମିଶି ଦଶହରାର ଶୁଭେଛା ଜଣାଇଛନ୍ତି । ଏହି ଦୁଇ କଳାକାର ଅନେକ ଓଡିଆ ଫିଲ୍ମରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଦର୍ଶକ ମାନେ ଦୁହିଙ୍କର ଅଭିନୟ କୁ ବେଶ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି ।

ଅଭିନେତା ଜ୍ଯୋତି ଖୁବ କମ ସମୟରେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏହା ସହ ଅଭିନେତ୍ରୀ ଭୂମିକା ମଧ୍ୟ ପଛରେ ନହନ୍ତି । ସେ “ତୁ ମୋ ଲାଭ ଷ୍ଟୋରି ଫିଲ୍ମ” ରେ ଲୋକଲୋଚନ କୁ ଆସିଥିଲେ ଅଭିନେତା ସ୍ଵରାଜଙ୍କ ସହ ଅଭିନୟ କରି । ଅଭିନେତା ଜ୍ଯୋତି ନିଜର ଅଭିନୟ ସହ ଆକ୍ସନ ଓ ଷ୍ଟାଇଲ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି ।

ସବୁ ଫିଲ୍ମ ରେ ଏହି ଦୁଇ କଳାକାର ମାନଙ୍କର ନିଆରା ଓ ଅଲଗା ରୂପ ଓ ଚରିତ୍ର ଦେଖିବାକୁ ମିଳିଥାଏ । ତେବେ ଦର୍ଶକ ମାନେ ତାଙ୍କର ନୂଆ ଫିଲ୍ମ ଦେଖିବା ପାଇଁ ଯାଆନ୍ତୁ ଓ ଏନଜଏ କରନ୍ତୁ ବୋଲି ଦୁହେଁ ଅନୁରୋଧ କରିଛନ୍ତି । ଆଶା କରୁଛୁ ଜ୍ଯୋତି ଓ ଭୂମିକାଙ୍କର ଏହି ନୂଆ ଫିଲ୍ମ ଖୁବ ଭଲ ହୋଇଥିବ । ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିବେ ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଭୂମିକା ଓ ଅଭିନେତା ଜ୍ଯୋତିଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *