ଯୁବରାଜ ସିଂହ ଏହି ଦୁଃଖ ଖବର ୱାର୍ଲ୍ଡ କପ ୨୦୧୯ ମଧ୍ୟ ରେ ସେତେବେଳେ ଦେଲେ ଯେବେ ଇଣ୍ଡିଆ ଇଂଲଣ୍ଡ ରେ ହେଉଥିବା ଏହି ବର୍ଷ ୱାର୍ଲ୍ଡ କପ ରେ ଭଲ ପ୍ରଦର୍ଶନ କରୁଥିଲେ । ଟିମ ଇଣ୍ଡିଆ ର ପୂର୍ବ ଅଲରାଉଣ୍ଡର ଖେଳାଳି ଯୁବରାଜ ସିଂହ କିଛି ଦିନ ପୂର୍ବରୁ ସନ୍ୟାସ ନବା ପାଇଁ କହିଛନ୍ତି ଏହି କଥା ପାଇଁ ଶୁଣି ତାଙ୍କର ଫ୍ୟାନ୍ସ ମାନେ ବହୁତ ମନ ଖର୍ପ କରିଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଦେବୁ ସମ୍ପୁର୍ଣ୍ଣ ଖବର ।
କାହିଁକି କ୍ରିକେଟ ରୁ ନେଲେ ସନ୍ୟାସ, ନିଜେ ଏହି କଥାର ଖୁଲସା କାଲେ ଯୁବରାଜ ।
ୟୁବରାଜ ସିଂହ ଏହି କଥା ୨୦୧୯ ୱାର୍ଲ୍ଡ କପ ମଝିରେ କହିଲେ ଯେତେବେଳେ ଟିମ ଇଣ୍ଡିଆ ଇଂଲଣ୍ଡ ରେ ଏହି ୱାର୍ଲ୍ଡ କପ ପାଇଁ ଲଗାତର ଭଲ ପ୍ରଦର୍ଶନ କରୁଥିଲେ । ୟୁବରାଜ ସିଂହ ଏବେ ଏହି କଥା ର ସତ୍ୟତା କହିଲେ କି ତାଙ୍କୁ ଏମିତିକା ନିର୍ଣ୍ଣୟ କଣ ପାଇଁ ନେବାକୁ ପଡିଲା । ଇଣ୍ଡିଆ ଟୁଡେ ରେ ଏକ ଖାସ ଇନ୍ଟରଭିଉ ରେ ୟୁବରାଜ ସିଂହ କହିଲେ ‘ସେହି ସମୟ ରେ ମୋ ମନ ରେ ବହୁତ ପ୍ରକାର କଥା ଚାଲୁଥିଲା । ମତେ ଲାଗିଲା ୱାର୍ଲ୍ଡ କପ ଆରମ୍ଭ ହୋଇଯାଇଛି ଏବଂ ଟିମ ବି ଆଗକୁ ବଢି ଯାଇଛି ।
ମୁ ଇଣ୍ଡିଆ ବାହାରେ ଖେଳିବାକୁ ଚାହୁଁଥିଲି । ମୋ ଜୀବନ ଆଗକୁ ବଢି ପାରୁ ନଥିଲା । ‘ୟୁବରାଜ ସିଂହ କହିଲେ‘ ମୋ ବାହାଘର ୨-୩ ବର୍ଷ ହେଇଯାଇଥିଲା ଏବଂ ମୁଁ ମୋ ନିଜ ଜୀବନ ଉପରେ ଧ୍ୟାନ ଦବାକୁ ଚାହୁଁଥିଲି ଏବଂ କ୍ୟାରିୟର ର ଅନ୍ତିମ ରେ ମତେ ଟିକ ପ୍ରେସର ଲାଗିଲା । ସେତେବେଳେ ମତେ ଲାଗିଲା ରୀଟାୟର୍ମେଣ୍ଟ ପାଇଁ ଏହା ଉଚିତ ସମୟ । ୨୦୧୧ ୱାର୍ଲ୍ଡ କପ ରେ ହିରୋ ଥିବା ୟୁବରାଜ ସିଂହ କେନ୍ସର ରୁ ଫେରିବା ପରେ କୌଣସି ଦିନିକିଆ ୱାର୍ଲ୍ଡ କପ ଖେଳି ନାହାନ୍ତି ।
ଯେତେବେଳେ ତାଙ୍କୁ ପଚରା ଗଲା ଆପଣ ୱାର୍ଲ୍ଡ କପ ଖେଳିବାକୁ ଚହୁଁଛନ୍ତି ସେ କହିଥିଲେ ହଁ ମୁ ୨୦୧୯ ୱାର୍ଲ୍ଡ କପ ଖେଳିବାକୁ ଚାହେଁ । ୱାର୍ଲ୍ଡ କପ ୨୦୧୯ ପୂର୍ବରୁ ମୁଁ ୩୭ ବର୍ଷ ର ହୋଇଗଲି ଏବଂ କେତେ ଜିନିଷ ମୋ ପକ୍ଷରେ ସମ୍ଭବ ନଥିଲେ । ମତେ ଲାଗୁଛି କି ମୁଁ ଗୋଟେ ୱାର୍ଲ୍ଡ କପ ନ ଖେଳି ପସ୍ତେଇବା ଅପେକ୍ଷା ଏହି କଥା ପାଇଁ ଖୁସି ହବାକୁ ଚାହୁଁଛି କି ମୁଁ ଯେତେ ଦିନ ଖେଳିଲି ସେଥି ପାଇଁ ସମସ୍ତଙ୍କ ଆଭାରି ଅଛି । ୟୁବରାଜ ସିଂହ କୁ ଏହି କଥା ପାଇଁ ଖୁସି ଅଛି କି ସେ ଉଚିତ ସମୟ ରେ ଅବସର ନେଇଛନ୍ତି ।