ଆଜିର ଆମର ବିଷୟ ବସ୍ତୁ ରହିଛି କେଉଁ କାମ କରିଲେ ନିଜ ଘରେ ଦରିଦ୍ରତା ଦୂର ହେବା ସହ ଖରାପ ସମୟର ଅନ୍ତ ଘଟିବ । ଏମିତି କିଛି ଜିନିଷ ରହିଛି ଯାହା ଘରେ ରଖିଲେ ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହୋଇ ପାରିବ । ପ୍ରତେକ ବ୍ୟକ୍ତି ନିଜ ଜୀବନରେ ଏହି ସବଣୁ ଜିନିଷର ପ୍ରୟୋଗ କରିବା କୁହିତ । ଏହା ଦ୍ଵାରା ଘରେ ସୁଖ ଶାନ୍ତିର ଆଗମନ ହେବା ସହ ଧନ ମଧ୍ୟ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ରହିଛି ।
୧- ମୟୁର ପର : ଯେଉଁ ଘରେ ମୟୂର ପର ରହିଥାଏ ସେହି ଘରେ କେବେ ବି ଖରାପ ଶକ୍ତିର ବାସ ରହିବ ନାହି । ଏହା ସହ ସବୁ ନାକାରାତ୍ମକ ଶକ୍ତିର ମଧ୍ୟ ବିନା ହୋଇଥାଏ । ଏହା ସହ ଭଗବାନ ବିଶୁଣୁଙ୍କର କୃପା ପ୍ରାପ୍ତ ହୋଇଥାଏ ।
୨- ଦକ୍ଷିଣବର୍ତ୍ତୀ ଶଙ୍ଖ : ହିନ୍ଦୁ ଧର୍ମ ଅନୁସାରେ ପୂଜା ଘରେ ଶଙ୍ଖ ରଖିବା ଉଚିତ । କିନ୍ତୁ କିଛି ଲୋକ ମାନେ ଶଙ୍ଖ କିପରି ଭାବେ ରଖନ୍ତି ତାହା ଜାଣନ୍ତି ନାହି । ଘର ସୁଖ ସମୃଦ୍ଧି ପାଇଁ ପ୍ରତିଦିନ ଶଙ୍ଖରେ ପାଣି ରଖି ପୂଜା କରିବା ପରେ ଏହାକୁ ଘରେ ସିଂଚନ କରନ୍ତୁ । ଏପରି କରିବା ଦ୍ଵାରା ଘରେ କୌଣସି ଦୋଷ ଲାଗିବ ନାହି । ଯଦି ଆପଣଙ୍କ ଘରେ ଧନ ସହ ଜଡିତ କିଛି ସମସ୍ଯା ରହିଛି ବା ଧନର ଅଭାବ ହେଉଛି ତେବେ ଆପଣ ନିଜ ଟଙ୍କା ରଖୁଥିବା ସ୍ଥାନରେ ଶଙ୍ଖରେ କିଛି ଚାଉଳ ଭାରି ଗୋଟିଏ ବର୍ଷ ଯାଏଁ ରଖନ୍ତୁ ।
୩- ବଇଁଶି : ବାଉଁଶରେ ତିଆରି ବଇଁଶି ଘରେ ରଖିବା ଶୁଭ ହୋଇଥାଏ । ଯଦି ପିଲା ମାନେ ପାଠ ପଢୁ ନାହାନ୍ତି ବା ଘରେ କେହି ରୋଗରେ ପୀଡିତ ରହୁଛନ୍ତି ତେବେ ଆପଣ ଘରେ ବଇଁଶି ରଖିବା ଉଚିତ । ଏହି ବଇଁଶିରେ ନାଲି ସୂତା ବାନ୍ଧି ପୀଡିତ ବ୍ୟକ୍ତି ପାଖରେ ରଖନ୍ତୁ । ପିଲାଙ୍କ ପଢା ଘରେ ବଇଁଶି ରଖିଲେ ଏହାର ଭଲ ଫଳ ମିଳିଥାଏ ।
୪- ମା ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ମୂର୍ତ୍ତି : ପ୍ରତେକ ବ୍ୟକ୍ତି ନିଜ ଘରେ ମାତା ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସ୍ଥାନ କରିବା ଉଚିତ । ବିନା ଆସନରେ ଏହାର ସ୍ଥାପନ କରିବା ଅନୁଚିତ । ନାଲି କପଡା ବିଛାଇ ଦୁଇ ଠାକୁରଙ୍କ ମୂର୍ତ୍ତି ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଧନର ବର୍ଷା ହେବ ।
୫- ରୁଦ୍ରାକ୍ଷ : ପର୍ଟେକ ବ୍ୟକ୍ତି ନିଜ ଘରେ ରୁଦ୍ରାକ୍ଷ ମାଳା ରଖିବା ଉଚିତ । ଏହାର ଜପ କରିବା ଦ୍ଵାରା ଧନର ଅଭାବ ରହିବ ନାହି । ଏହା ସହ ଘରେ ଶ୍ରୀଯନ୍ତ୍ର ରଖନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ଲାଭ ହେବା ସହ ଧନର ଅଭାବ ରହିବ ନାହି ।
୬- ହଳଦୀ : ଘରେ ହଳଦିର ଦୁଇ ଯୋଡି ରଖନ୍ତୁ । କୌଣସି ଗୁରୁବାର ଦିନ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ ପାଦ ତଳେ ରଖି ଦୁଇ ହଳଦୀ ଯୋଡା ରଖନ୍ତୁ । ଏହା ଦ୍ଵାରା ଧନର ବର୍ଷା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।