ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଏମିତି କେଉଁ ଦୋକାନ ବାଲା ଅଛି ଯିଏ ମାଲ ଓ ଦାମ ଉଭୟ ନେଇଥାଏ ?
ଉତ୍ତର- ବାରିକ
୨- ଗିଲହରି କେଉଁ ରଙ୍ଗ ଦେଖିପାରେ ନାହି ?
ଉତ୍ତର- ନାଲି
୩- କେଉଁ ତାରିଖରେ ରାତି ଓ ଦିନ ସମାନ ହୋଇଥାଏ ?
ଉତ୍ତର- ମାର୍ଚ୍ଚ ୨୦ ସେପ୍ଟେମ୍ବର ୨୨
୪- ପେନସିଲର ଆବିଷ୍କାର କେବେ ହୋଇଥିଲା ?
ଉତ୍ତର- ୧୭୭୫
୫- କେଉଁ ରାଜ୍ୟର ଲୋକେ ଅଧିକ ମଦ୍ୟପାନ କରିଥାନ୍ତି ?
ଉତ୍ତର- ତ୍ରିପୁରା
୬- ଭାରତରେ ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ ?
ଉତ୍ତର- ଯମୁନା
୭- ଧରିତ୍ରିରେ ପ୍ରତେକେ ମିନିଟରେ କେତେ ଥର ବିଜୁଳୁ ପଡିଥାଏ ?
ଉତ୍ତର- ୬ହଜାର
୮- ନର୍ସିଙ୍ଗ ଷ୍ଟାଫରେ କେବଳ ଝିଅ ମାନେ କାହିଁକି ରହିଥାନ୍ତି ?
ଉତ୍ତର- କାରଣ ଭଲରେ କାମ କରନ୍ତି
୯- କେଉଁ ଜିନିଷ ଫ୍ରିଜରେ ରଖିଲେ ବି ଗରମ ରହିଥାଏ ?
ଉତ୍ତର- ଗରମ ମସାଲା
୧୦- ଭାରତରେ କେଉଁ ରାଜ୍ୟରେ ଅଧିକ ଆଇଏସ ହୋଇଥାନ୍ତି ?
ଉତ୍ତର- ଉତ୍ତର ପ୍ରଦେଶ ଓ ବିହାର
୧୧- ଏମିତି କେଉଁ ଫଳ ଅଛି ଯାହା କିଣି ହୁଏ ନାହି ?
ଉତ୍ତର- ପରିଶ୍ରମର ଫଳ
୧୨- କେଉଁ ଫଳରେ ସବୁ ପ୍ରକାରର ଭିଟାମିନ ରହିଛି ?
ଉତ୍ତର- କଞ୍ଚା ଅମୃତଭଣ୍ଡା
୧୩- କେଉଁ ମିଠା ଫ୍ଲାର ମଞ୍ଜିରେ ବିଷ ରହିଥାଏ ?
ଉତ୍ତର- ଏକି
୧୪- କେଉଁ ଦେଶରେ ଫିଲ୍ମ ଦେଖିଲେ ଜୋରିମାନା ଲାଗିଥାଏ ?
ଉତ୍ତର- ଦକ୍ଷିଣ କୋରିୟା
୧୫- ହିନ୍ଦୁସ୍ଥାନର ପୁରାତନ ବିଶ୍ଵବିଦ୍ୟାଳୟର ନାମ କଣ ?
ଉତ୍ତର- ନାଳନ୍ଦା ବିଶ୍ଵବିଦ୍ୟାଳୟ
୧୬- କେଉଁ ଦେଶରେ ନୂଆବର୍ଷର ତାରିଖ ପ୍ରତି ବର୍ଷ ବଦଳିଥାଏ ?
ଉତ୍ତର- ଚୀନ
୧୭- ଚାନ୍ଦ ଉପରେ ଲଗା ଯାଇଥିବା ପ୍ରଥମ ଗଛର ନାମ କଣ ?
ଉତ୍ତର- କପାସ
୧୮- ଗୁଗୁଲ ର ସ୍ଥାପନା କେଉଁ ବର୍ଷ ହୋଇଥିଲା ?
ଉତ୍ତର- ୧୯୯୮
୧୯- କେଉଁ ମାଛ ଖାଇଲେ କେସ ଲମ୍ବା ହୋଇଥାଏ ?
ଉତ୍ତର- ସଲାମିନୀ
୨୦- କେଉଁ ଦେଶରେ ପାଣି ଠାରୁ ଶସ୍ତା ପେଟ୍ରୋଲ ମିଳିଥାଏ ?
ଉତ୍ତର- କୁବେତ
୨୧- ଦୁନିଆର ସବୁଠାରୁ ଖତରନାକ ଜେଲ କାହାକୁ ମାନାଯାଏ ?
ଉତ୍ତର- ତିହାଡ
୨୨- କବରସ୍ଥାନ ପାଖରେ କେଉଁ ଗଛ ଲଗାଯାଏ ?
ଉତ୍ତର- ତେନ୍ତୁଳୀ
୨୩- ଗୋଟେ କାଉର ଆୟୁଷ କେତେ ବର୍ଷ ହୋଇଥାଏ ?
ଉତ୍ତର- ୧୫ରୁ ୨୦ ବର୍ଷ
୨୪- କୁହ ଏମିତି କିଏ ଅଛି ଯିଏ ସକାଳେ ୪ଟି ଗୋଡରେ ରହିଥାଏ, ଦିନରେ ୨ଟି ଗୋଡରେ ରହିଥାଏ ଓ ସନ୍ଧ୍ୟାରେ ୩ଟି ଗୋଡରେ ରହିଥାଏ ?
ଉତ୍ତର- ପିଲାଦିନ, ଯୁବାବସ୍ଥା ଓ ବୃଦ୍ଧାବସ୍ଥା
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।