ଜୁଳୁଜୁଳିଆ ପୋକ ଶୁଭ ନା ଅଶୁଭ ଅଟେ ? Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜୁଳୁଜୁଳିଆ ପୋକ ଦେଖାଗଲେ ଶୁଭ ନା ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଅଜଉଛୁ । ଆପଣ ମାନେ ଦେଖିଥିବେ ଜୁଳୁଜୁଳିଆ ପୋକ ଦେଖାଗଲେ ଶୁଭ ନା ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛ । ଆପଣ ମାନେ ଲକ୍ଷ୍ୟ କରିଥିବେ ଅନେକ ସମୟରେ କଲିକତରା ପୋକ ଗୁଡିକ ଘରେ ପଶି ଯାଇଥାନ୍ତି । ଏମିତି କି ଜୁଳୁଜୁଳିଆ ପୋକ ମଧ୍ୟ ଘରେ ପାସ ଯାଇଥାଏ । ଆଉ ଏହାକୁ ଅଶୁଭ ବୋଲି କୁହାଯାଏ ।

ଏହାର କାରଣ ହେଉଛି ଯେବେ ସମୁଦ୍ର ମନ୍ଥନ ହୋଇଥିଲା ସମୁଦ୍ର ମନ୍ଥନ ରୁ ପ୍ରଥମେ ଅଲକ୍ଷ୍ମୀ ବାହାରିଥିଲେ ଆଉ ତା ପରେ ତାଙ୍କ ସାନ ଭଉଣୀ ଲକ୍ଷ୍ମୀ ବାହାରି ଥିଲେ । ତେଣୁ ଲକ୍ଷ୍ମୀ ଙ୍କର ବଡ ଭଉଣୀ ହେଉଛନ୍ତି ଅଲକ୍ଷ୍ମୀ । ଅଲକ୍ଷ୍ମୀ ଙ୍କୁ କେଉଁ ଠାରେ ବାସ ମିଳେ ନାହି କି ଠାବ ମିଳେ ନାହି । ସେ ଯୁଆଡେ ଗଲେ ବି ତାଙ୍କୁ କେହି ରଖିବାକୁ ଚାହାନ୍ତି ନାହି । କାରଣ କେହି ଦୁନିଆରେ ଏମିତି ମଣିଷ ନାହାନ୍ତି ଯିଏ କି ଦରିଦ୍ର ହେବାକୁ ଇଚ୍ଛା କରିବ ।

ତେଣୁ କେହି ଯେବେ ଅଲକ୍ଷ୍ମୀ ଙ୍କୁ ବିବାହ କରିଲେ ନାହି ସେହି ସମୟରେ ଜଣେ ମହର୍ଷି ଯାହାଙ୍କର ନାମ ଉଦାଳକ ସହିତ ଅଲକ୍ଷ୍ମୀ ଙ୍କ ବାହାଘର ହେଲା । କିନ୍ତୁ ଉଦାଳକ ଙ୍କ ଘରେ ଯଜ୍ଞ, ହୋମ କିମ୍ବା ରୁଷୀ ଙ୍କ ନିବାସରେ ଯାହା ବି ଧର୍ମ ପାଠ ହେଉଛି ତାହା ଅଲକ୍ଷ୍ମୀ ଙ୍କୁ ଭଲ ଲାଗିଲା ନାହି ବିବାହ ପରେ । ସେ ବାରମ୍ବାର ସ୍ଵାମୀ ଙ୍କୁ କହିଲେ ମୋତେ ଏଗୁଡା ଭଲ ଲାଗୁ ନାହି । ଯେମିତି ଜଗି କରୁଛ ହୋମ କରୁଛ ଦେବତା ଙ୍କୁ ଆବାହନ କରୁଛ ଇତ୍ୟାଦି ବୋଲି ଅଲକ୍ଷ୍ମୀ ଉଦାଳକ ଙ୍କୁ କହିଲେ ।

ବାରମ୍ବାର କହିବା ପରେ ଉଦାଳକ କହିଲେ ତୁମେ ଏତମିତି ହକି ରୁହ ନାହି କାରଣ ମୁଁ ତୁମର ଏଭଳି ବ୍ୟବହାରରେ ଅତିଷ୍ଠ ହୋଇ ପଡିଲିଣି । ମହର୍ଷି ଉଦାଳକ କଲିକତାର ରୂପ କରି ଦେଲେ । ଏହା ପରେ ଅଲକ୍ଷ୍ମୀ ଆଶ୍ରମ ଚାରି ପଟେ ବୁଲିଲା ସିନା କିନ୍ତୁ ଶାନ୍ତ ଲାଗିଲେ ନାହି । ଏହା ପରେ ମହର୍ଷି ତାଙ୍କୁ ଆଉ ଗୋଟେ ରୂପ କରି ଦେଲେ ଯାହା ଜୁଳୁଜୁଳିଆ ପୋକ ଭାବରେ ହେଲା । ଆଉ ଏହା ପରେ ଆକାଶରେ ଉଡି ମିଞ୍ଜି ମିଞ୍ଜିଆ ପୋକ ଭାବେ ଲାଇଟ ଦେଖାଇଲେ ଅଲକ୍ଷ୍ମୀ ।

କିନ୍ତୁ ଏହା ବାଦ ବି ଦର୍ଶକ ବନ୍ଧୁ ଜୁଳୁଜୁଳିଆ ଓ କଲିକତରା ଫୋକସ ଏ ୨ଟି ଯାକ ହେଲେ ଅଲକ୍ଷ୍ମୀ ଙ୍କ ରୂପ । ମା ଲକ୍ଷ୍ମୀ ନୁହେଁ । କାରଣ ଯେଉଁଠି ମା ଲକ୍ଷ୍ମୀ ରୁହନ୍ତି ସେଠାରେ ଅଲକ୍ଷ୍ମୀ ରୁହନ୍ତି ନାହି କିମ୍ବା ଅଲକ୍ଷ୍ମୀ ଯେଉଁଠି ରୁହନ୍ତି ସେଠାରେ ଲକ୍ଷ୍ମୀ ରୁହନ୍ତି ନାହି । କାରଣ ନୀତି, ଗତି, ଚିନ୍ତାଧାରା ସବୁ ଅଲଗା ଅଟେ ଦୁଇ ଭଉଣୀ ଙ୍କ ମଧ୍ୟରେ ତେଣୁ ଦୁହିଙ୍କର ପଡେ ନାହି ।

ତେଣୁ ଯଦି କଲିକତରା ପୋକ ବା ଜୁଳୁଜୁଳିଆ ପୋକ ଘରକୁ ଆସନ୍ତୁ ତେବେ ଏହାର ଖଣ୍ଡନ ପିନ ଘରର ଦକ୍ଷିଣ ଦିଗରେ ଟିକେ ତେଲ ଢାଳି ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *