Most Brilliant Q & A – କୁହ ଏମିତି କେଉଁ ଫଳ ଅଛି ଯାହା କିଣି ହୁଏ ନାହିଁ ? ଏହା ସହ ଆହୁରି 23 GK Quiz

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

 

୧- ଏମିତି କେଉଁ ଦୋକାନ ବାଲା ଅଛି ଯିଏ ମାଲ ଓ ଦାମ ଉଭୟ ନେଇଥାଏ ?

ଉତ୍ତର- ବାରିକ

୨- ଗିଲହରି କେଉଁ ରଙ୍ଗ ଦେଖିପାରେ ନାହି ?

ଉତ୍ତର- ନାଲି

୩- କେଉଁ ତାରିଖରେ ରାତି ଓ ଦିନ ସମାନ ହୋଇଥାଏ ?

ଉତ୍ତର- ମାର୍ଚ୍ଚ ୨୦ ସେପ୍ଟେମ୍ବର ୨୨

୪- ପେନସିଲର ଆବିଷ୍କାର କେବେ ହୋଇଥିଲା ?

ଉତ୍ତର- ୧୭୭୫

୫- କେଉଁ ରାଜ୍ୟର ଲୋକେ ଅଧିକ ମଦ୍ୟପାନ କରିଥାନ୍ତି ?

ଉତ୍ତର- ତ୍ରିପୁରା

୬- ଭାରତରେ ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ ?

ଉତ୍ତର- ଯମୁନା

୭- ଧରିତ୍ରିରେ ପ୍ରତେକେ ମିନିଟରେ କେତେ ଥର ବିଜୁଳୁ ପଡିଥାଏ ?

ଉତ୍ତର- ୬ହଜାର

୮- ନର୍ସିଙ୍ଗ ଷ୍ଟାଫରେ କେବଳ ଝିଅ ମାନେ କାହିଁକି ରହିଥାନ୍ତି ?

ଉତ୍ତର- କାରଣ ଭଲରେ କାମ କରନ୍ତି

୯- କେଉଁ ଜିନିଷ ଫ୍ରିଜରେ ରଖିଲେ ବି ଗରମ ରହିଥାଏ ?

ଉତ୍ତର- ଗରମ ମସାଲା

୧୦- ଭାରତରେ କେଉଁ ରାଜ୍ୟରେ ଅଧିକ ଆଇଏସ ହୋଇଥାନ୍ତି ?

ଉତ୍ତର- ଉତ୍ତର ପ୍ରଦେଶ ଓ ବିହାର

୧୧- ଏମିତି କେଉଁ ଫଳ ଅଛି ଯାହା କିଣି ହୁଏ ନାହି ?

ଉତ୍ତର- ପରିଶ୍ରମର ଫଳ

୧୨- କେଉଁ ଫଳରେ ସବୁ ପ୍ରକାରର ଭିଟାମିନ ରହିଛି ?

ଉତ୍ତର- କଞ୍ଚା ଅମୃତଭଣ୍ଡା

୧୩- କେଉଁ ମିଠା ଫ୍ଲାର ମଞ୍ଜିରେ ବିଷ ରହିଥାଏ ?

ଉତ୍ତର- ଏକି

୧୪- କେଉଁ ଦେଶରେ ଫିଲ୍ମ ଦେଖିଲେ ଜୋରିମାନା ଲାଗିଥାଏ ?

ଉତ୍ତର- ଦକ୍ଷିଣ କୋରିୟା

୧୫- ହିନ୍ଦୁସ୍ଥାନର ପୁରାତନ ବିଶ୍ଵବିଦ୍ୟାଳୟର ନାମ କଣ ?

ଉତ୍ତର- ନାଳନ୍ଦା ବିଶ୍ଵବିଦ୍ୟାଳୟ

୧୬- କେଉଁ ଦେଶରେ ନୂଆବର୍ଷର ତାରିଖ ପ୍ରତି ବର୍ଷ ବଦଳିଥାଏ ?

ଉତ୍ତର- ଚୀନ

୧୭- ଚାନ୍ଦ ଉପରେ ଲଗା ଯାଇଥିବା ପ୍ରଥମ ଗଛର ନାମ କଣ ?

ଉତ୍ତର- କପାସ

୧୮- ଗୁଗୁଲ ର ସ୍ଥାପନା କେଉଁ ବର୍ଷ ହୋଇଥିଲା ?

ଉତ୍ତର- ୧୯୯୮

୧୯- କେଉଁ ମାଛ ଖାଇଲେ କେସ ଲମ୍ବା ହୋଇଥାଏ ?

ଉତ୍ତର- ସଲାମିନୀ

୨୦- କେଉଁ ଦେଶରେ ପାଣି ଠାରୁ ଶସ୍ତା ପେଟ୍ରୋଲ ମିଳିଥାଏ ?

ଉତ୍ତର- କୁବେତ

୨୧- ଦୁନିଆର ସବୁଠାରୁ ଖତରନାକ ଜେଲ କାହାକୁ ମାନାଯାଏ ?

ଉତ୍ତର- ତିହାଡ

୨୨- କବରସ୍ଥାନ ପାଖରେ କେଉଁ ଗଛ ଲଗାଯାଏ ?

ଉତ୍ତର- ତେନ୍ତୁଳୀ

୨୩- ଗୋଟେ କାଉର ଆୟୁଷ କେତେ ବର୍ଷ ହୋଇଥାଏ ?

ଉତ୍ତର- ୧୫ରୁ ୨୦ ବର୍ଷ

୨୪- କୁହ ଏମିତି କିଏ ଅଛି ଯିଏ ସକାଳେ ୪ଟି ଗୋଡରେ ରହିଥାଏ, ଦିନରେ ୨ଟି ଗୋଡରେ ରହିଥାଏ ଓ ସନ୍ଧ୍ୟାରେ ୩ଟି ଗୋଡରେ ରହିଥାଏ ?

ଉତ୍ତର- ପିଲାଦିନ, ଯୁବାବସ୍ଥା ଓ ବୃଦ୍ଧାବସ୍ଥା

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *