ବାଛନ୍ତୁ କୌଣସି ଗୋଟେ ଗୋଲାପ ଆଉ ଜାଣନ୍ତୁ ନିଜ Partnerଙ୍କ ସବୁ ରାଜ- Love Test

ବନ୍ଧୁଗଣ କୌଣସି ବ୍ଯକ୍ତିର ପସନ୍ଦ ତାର ବିଚାର ଓ ସ୍ଵଭାବର ଆଇନା ହୋଇଥାଏ ତାଙ୍କୁ କଣ ପସନ୍ଦ ହୋଇଥାଏ କଣ ନୁହେଁ । ଏଥିରେ ସେମାନଙ୍କର ସ୍ଵଭାବର ବିଭିନ୍ନ ଆଚରଣ ବିଷୟରେ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ୬ଟି ଅଲଗା ଅଲଗା ରଙ୍ଗର ଗୋଲାପ ଫୁଲ ର ଚିତ୍ର ବିଷୟରେ କହିବାକୁ ଯାଉଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ପସନ୍ଦ ଅନୁଯାୟୀ ଗୋଟିଏ ଗୋଲାପ ଫୁଲ ଚୟନ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡର ସମୟ ଦିଆଯିବ । ଏହା ପରେ ଆପଣଙ୍କୁ ଆମେ କହିବୁ ଆପଣଙ୍କ ପ୍ରେମ ସହ ଜଡିତ କିଛି ଖାସ କଥା । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ଗୋଲାପ : ଯଦି ଆପଣ ପ୍ରଥମ ଗୋଲାପ ଚୁଜ କରିଛନ୍ତି ତେବେ ଆପଣଙ୍କ ସାଥିର ନିଶାନି ହେଉଛି ନାଲି ଗୋଲାପ । ଆପଣଙ୍କ ସାଥି ପ୍ରେମରେ ବହୁତ କେୟାରିଙ୍ଗ ବ୍ୟକ୍ତି ହେବା ସହ ନିଜ ପୂର୍ବରୁ ଆପଣଙ୍କ ଖୁସି କଥା ଚିନ୍ତା କରିଥାନ୍ତି । ତାଙ୍କର ସ୍ଵଭାବ ଇମୋସନାଲ ହୋଇଥାଏ ।

୨- ଦ୍ଵିତୀୟ ଗୋଲାପ : ଯେଉଁ ମାନେ ଦ୍ଵିତୀୟ ଗୋଲାପ ପସନ୍ଦ କରୁଛନ୍ତି ତେବେ କଳା ଗୋଲାପ ସାମାନ୍ଯ ଫୁଲ ନୁହେଁ । ଏହା ବହୁତ କମ ଲୋକଙ୍କୁ ପସନ୍ଦ ଆସିଥାଏ । ଏହି ଫୁଲ ନିର୍ଭୟ ଓ ରହସ୍ୟମୟକୁ ଦର୍ଶାଇଥାଏ । ଆପଣଙ୍କ ସାଥି ଅନ୍ୟର ନିସ୍ପତି ଉପରେ ନୁହେଁ ବରଂ ନିଜ ଉପରେ ଭରସା କରିଥାନ୍ତି । ନିଜେ ବଞ୍ଚିଥିବା ରାସ୍ତାରେ ଚଳିବାକୁ ପସନ୍ଦ କରିଥାନ୍ତି ।

୩- ନୀଳ ରଙ୍ଗର ଗୋଲାପ : ଆପଣ ଏହି ରଙ୍ଗର ଫୁଲ ପସନ୍ଦ କରିଥିଲେ ଆପଣଙ୍କ ସାଥି ବହୁତ ସାହସୀ ଓ ବାହାଦୁର ବ୍ୟକ୍ତି ଅଟନ୍ତି । ଆପଣଙ୍କ ସାଥି ପଜେଟିଭ ଚିନ୍ତାଧାରା ରଖୁଥିବାରୁ ଅନ୍ୟ ମାନଙ୍କ ଠାରୁ ଅଲଗା ହୋଇଥାନ୍ତି । ଆପଣ ଦୁହିଙ୍କ ମଧ୍ୟରେ କଳହ ହେଲେ ବି ପରସ୍ପର ପ୍ରତି ପ୍ରେମ କମ ହୁଏ ନାହି । ଛୋଟ ମୋଟ କଳହ ଆପଣଙ୍କ ପ୍ରେମକୁ ମଜବୁତ କରିଥାଏ ।

୪- ଧଳା ରଙ୍ଗର ଗୋଲାପ : ଏହି ରଙ୍ଗକୁ ପସନ୍ଦ କରିଥିଲେ ଆପଣଙ୍କ ସାଥିଙ୍କର ନ୍ୟାଚର ବହୁତ ଭଲ ହୋଇଥାଏ । ତାଙ୍କୁ କୌଣସି ପ୍ରକାରର ଦେଖାଇ ହେବ ପସନ୍ଦ ନୁହେଁ । ସେ ଆପଣଙ୍କର ଦୁଖରେ ସାଥ ଦେଇଥାନ୍ତି । ଆପଣଙ୍କର ସାଥ ଦେବା ସହ ପ୍ରତେକ କାମରେ ଆକ୍ଟିଭ ରହିଥାନ୍ତି ।

୫- ହଳଦିଆ ରଙ୍ଗ ଗୋଲାପ : ଯଦି ଆପଣ ଏହି ରଙ୍ଗର ଗୋଲାପ ଚୟନ କରିଛନ୍ତି ତେବେ ଆପଣଙ୍କ ସାଥି ଖୋଲା ବିଚାରର ବ୍ୟକ୍ତି ହେବା ସହ ହସଖୁସି ସ୍ଵଭାବର ବ୍ୟକ୍ତି ଅଟନ୍ତି । ସେ ଯେତେ ଦୁଖରେ ଥିଲେ ବି ଆପଣଙ୍କୁ ଖୁସିରେ ରଖିବାକୁ ପ୍ରୟାସ କରିଥାନ୍ତି ।

୬- ପିଙ୍କ ରଙ୍ଗର ଗୋଲାପ : ଯଦି ଆପଣ ଏହି ରଙ୍ଗର ଗୋଲାପ ଚୁଜ କରିଛନ୍ତି ତେବେ ଆପଣଙ୍କ ସାଥି ବହୁତ ଲାଜକୁଳା ସ୍ଵଭାବର ଅଟନ୍ତି । ସେ ଆପଣଙ୍କୁ ଭଲ ପାଇଥାନ୍ତି କିନ୍ତୁ ପ୍ରପୋଜ କରିବାକୁ ଲାଜ କରିଥାନ୍ତି । ସେ ତାଙ୍କର ଭାବନା ଜଲ୍ଦି ବ୍ୟକ୍ତ କରିପାରନ୍ତି ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *