ଗ୍ୟାସ, ଏସିଡିଟି, କବ୍ଜ ଆଦି ସମସ୍ତ ପ୍ରକାର ପେଟରୋଗ 10 ଦିନରେ ହେବ ମୂଳରୁ ଶେଷ… ବାସ କରନ୍ତୁ ଏହି ଘରୋଇ ଉପଚାର(Helathy Tips )

ବନ୍ଧୁଗଣ ଯଦି ଆପଣଙ୍କର ପେଟ ଠିକ ଭାବେ ସଫା ହେଉ ନାହି ତେବେ ରାତିରେ ଶୋଇବା ଆଗରୁ ଏହାର ସେବନ କରନ୍ତୁ । ଦେଖିବେ କବଚ ଭଳି ସମସ୍ଯା ସଂପୂର୍ଣ୍ଣ ଭଲ ହୋଇଯିବ । ପୁରୁଣାରୁ ପୁରୁଣା କବଚ ଭଳି ସମସ୍ୟାରୁ କେବଳ ଗୋଟିଏ ଦିନରେ ଆରାମ ମିଳିବ । ପଟେ ଯଦି ଫୁଲି ରହିଛି ବା ପେଟର ଗ୍ଯାସ ମୁଣ୍ଡ ଯାଏଁ ପହଞ୍ଚି ଯାଉଛି ତେବେ ଆଜିର ଏହି ଉପାୟ ଆପଣଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ହେବ । ଏହା ଦ୍ଵାରା ଆପଣଙ୍କ ପେଟ ଭଲ ଭାବେ ସଫା ହେବ । ତେବେ ଆସନ୍ତୁ ଜାଣିବା ଆଜିର ଘରୋଇ ଉପଚାର ବିଷୟରେ ବିସ୍ତାର ଭାବେ ।

ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଛୋଟ ହରିଡା ଯାହାଅଆପଣଙ୍କୁ ପୁଟୁଳି ବଣିଆ ଦୋକାରୁ ସହଜରେ ମିଳିଯିବ । ପେଟର ଗ୍ଯାସ, କବଚ ଭଳି ସମସ୍ଯା ଦୂର କରିବା ହରିଡା । ଏଥିପାଇଁ ଆପଣଙ୍କୁ ମାତ୍ର ୩ରୁ ୪ଟି ହରିଡା ଦରକାର । ଯାହାକୁ ଆପଣ ଏକ ସପ୍ତାହ ସେବନ କରିପାରିବେ । ଏବେ ଏହାକୁ ଛୋଟ ଛୋଟ କାନ୍ତୁ । ଏହା ପରେ ଆବଶ୍ୟକ ରହିଛି ଜୁଆଣୀ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଏହା ପରେ ଆବଶ୍ୟକ ରହିଛି ପାନମଧୁରୀ ଯାହା ଦ୍ଵାରା ହଜମ କ୍ରିୟା ଠିକ ଭାବେ ହୁଏ ।

ଆପଣ ଚାହିଁଲେ ଏଥିପାଇଁ କଳା ଲୁଣ ବା ସେନ୍ଧା ଲୁଣ ଆଡ କରିପାରିବେ । ଶେଷ ସାମଗ୍ର୍ୟ ହେଉଛି ଜୀରା ଯାହା ଗ୍ଯାସ ସମସ୍ୟା ଦୂର କରିବାରେ ସାହାଜ୍ଯ କରିଥାଏ । ପ୍ରଥମେ ଏକ ପ୍ୟାନ ନେଇ କାଟି ରଖିଥିବା ହରିଡା ଆଉ ଏକ ଚାମଚ ଜୀରା ପକାନ୍ତୁ । ଏହା ପରେ ଏକ ଚାମଚ ଜୁଆଣୀ ମିଶାନ୍ତୁ । ଏହା ପରେ ଆପଣ ଏହାକୁ ବ୍ରାଉନ ରଙ୍ଗ ହେବ ଯାଏଁ ହାଲକା ଭାଜନ୍ତୁ । ଏହା ଭାଜି ହେବା ପରେ ଆପଣ ଏହାକୁ ଥଣ୍ଡା ହେବାଉ ଛାଡନ୍ତୁ ।

ଏହା ପରେ ଏକ ଚାମଚ ପାନମଧୁରୀ ଓ ସ୍ଵାଦ ଅନୁଯାୟୀ ଅଧ ଚାମଚ କଳା ଲୁଣ ପକାନ୍ତି ଏକ ପାତ୍ରରେ ଭାଜିଥିବା ୩ର୍ଟି ସାମଗ୍ରୀ ର ଭଲ ଭାବେ ପାଉଡର ରେଡି କରନ୍ତୁ । ଏବେ ଦେଖିବେ ଆପଣଙ୍କର ଗୁଣ୍ଡ ପ୍ରସ୍ତୁତ ହୋଇ ଯାଇଛି । ଏହାର ସେବନ କରିବା ଦ୍ଵାରା ପେଟ ସଫା ହୋଇଯିବ । ଗ୍ଯାସ ଏସିଡିଟି ଭଳି ସମସ୍ଯା ସଂପୂର୍ଣ୍ଣ ଠିକ ହୋଇଯିବ । ଏବେ ଆସନ୍ତୁ ଜାଣିବା ଏହାର ସେବନ କେମିତି କାଟିବା । ଏଥିପାଇଁ ଆପଣ ଏକ ଗ୍ଳାସ ଗରମ ପାଣି ନିଅନ୍ତୁ ।

ଏହା ପରେ ପୂର୍ବରୁ ରଖିଥିବା ପାଉଡର ରୁ ଏକ ଚାମଚ ଆଡ କରି ସେବନ କରି ଆରିବେ । ନଚେତ ପ୍ରଥମେ ଆପଣ ପାଉଡର କୁ ଖାଇ ଗରମ ପାଣିରେ ସେବନ କରି ପାରିବେ । ଆପଣ ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରି ପାରିବେ । ସକାଳୁ ପେଟ ନିଶ୍ଚୟ ସଫା ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *