ସ୍ୱାମୀ ହେବେ କୋଟିପତି, ସ୍ତ୍ରୀ ମାନେ ଏହି ଦିନ ବାଳ ନିଶ୍ଚୟ ଧୁଅନ୍ତୁ…. ବିବାହିତ ନାରୀ ଏହାକୁ ନିଶ୍ଚୟ ଦେଖନ୍ତୁ- Vastu Shastra

ବନ୍ଧୁଗଣ ଭାରତ ଦେଶରେ ଅନେକ ଗୁଡାଏ ଧାରଣାର ପ୍ରଚଳିତ ଅଛି ଯାହାର ସମବଦ୍ଧ ପ୍ରାଚୀନ ହିନ୍ଦୁ ଧର୍ମ ଗ୍ରନ୍ଥ ସହ ଯୋଡି ହୋଇଅଛି । ଏହି ପରମ୍ପରା ଅନୁଯାୟୀ କିଛି କାର୍ଯ୍ୟ ଏମିତି ଆସି ଯାହାକୁ କରିବା ବର୍ଜିତ ମାନା ଯାଇଥାଏ । କାରଣ ହିନ୍ଦୁ ଧାରାରେ ପ୍ରତେକ ଦିନର ଅଲଗା ଅଲଗା ଅହତ୍ଵ ରହିଥାଏ । ଏହି ସବୁ ଦିନ ଗୁଡିକର ମହତ୍ଵ ଗ୍ରହ ଦ୍ଵାରା ଯୋଡି ହୋଇଥାଏ । ଆମ ଶାସ୍ତ୍ରରେ ଅନେକ ମହତ୍ଵ ପୁର୍ଣ୍ଣ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ସ୍ତ୍ରୀ ମାନେ କେଉଁ ଦିନ କେଶ ଧୋଇବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ ।

ଜ୍ୟୋତିଷଙ୍କ ଅନୁଯାୟୀ ଗୁରୁବାର ଦିଣ କେସ ଧୋଇବା, ନଖ କାଟିବା ଉଚିତ ନୁହେଁ । ଏହା ଦ୍ଵାରା ପୁଅ ଉପରେ ସଙ୍କଟ ପଡିଥାଏ । ହିନ୍ଦୁ କଥା ଅନୁଯାୟୀ ସବୁ ପର୍ବପର୍ବାଣି ତିଥି ଅନୁଯାୟୀ ପାଳନ କରାଯାଇଥାଏ ଯାହାକି ଶୁଭ ହୋଇଥାଏ । ପୂଜା ପରର ଗୋଟିଏ ଦିନ ପୂର୍ବରୁ କେସ ଧୋଇବା ଉଚିତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଅମାବାସ୍ୟା, ପୂର୍ଣ୍ଣିମା ତିଥିରେ ଚନ୍ଦ୍ରମ ଔଚ୍ଚ ବା ନିଚ୍ଚ ସ୍ଥାନରେ ରହିଥାନ୍ତି ତେବେ ସଧବା ସ୍ତ୍ରୀର କେସ ଧୋଇବା ପ୍ରକ୍ରିୟା ଆରମ୍ଭ କରିଥାନ୍ତି ତେବେ ଏହାର ପରିଣାମ ନିଜେ ଭୋଗିବାକୁ ପଡିଥାଏ ।

ସୋମବାର ଦିନ କେଶ ଧୋଇ ପାରିବେ । ଯଦି ସୋମବାର ଦିଅ ବ୍ରତ ରଖିଛନ୍ତି କିମ୍ବା ସେହି ଦିନ ତାଙ୍କର ସନ୍ତାନ ଜାତ ହୋଇଥିବ ତେବେ କେସ ଧୋଇ ପାରିବେ ନାହି । କାରଣ ଏପରି କରିଲେ ପିଲାଙ୍କର ଅମଙ୍ଗଳ ହୋଇଥାଏ । ସୁହାଗଣ ସ୍ତ୍ରୀ ମାନେ ମଙ୍ଗଳବାର ଦିଣ କେଶ ଧୋଇବା ଦ୍ଵାରା ଆର୍ଥିକ ସମସ୍ଯା ହୋଇପାରେ । ଏହା ସହ ବୈବାହିକ ଜୀବନରେ ବାଧା ଉତପନ ହୋଇଥାଏ । ଯଦି ଏପରି କରିବାକୁ ପଡେ ତେବେ ଅଁଳାର ପାଉଡର ପ୍ରସ୍ତୁତ କରି କେଶରେ ଲଗାଇ ମୁଣ୍ଡ ଧୁଅନ୍ତୁ ।

ବୁଧବାର ଦିନ ସ୍ତ୍ରୀ ମାନେ କେଶ ଧୋଇପାରିବେ ଯଦି ସେମାନଙ୍କର ଛୋଟ ଭାଇ ଣ ଥାଏ । ଗୁରୁବାର ଦିନ ପୁରୁଷ ମାନେ ବି କେଶ ଧୋଇବା ଦ୍ଵାରା ଘରେ ଦାରିଦ୍ରତା ଆସିଥାଏ । ଏହା ସହ ସ୍ତ୍ରୀ ମାନେ ଗୁରୁବାର ଦିନ କେସ ଧୋଇଲେ ସ୍ଵାମୀଙ୍କ ଆୟୁଷ ହୋଇଥାଏ । ସ୍ତ୍ରୀ ମାନେ ଶୁକ୍ରବାର ଦିନ କେସ ଧୋଇପାରିବେ କିନ୍ତୁ ଯାହାଙ୍କର ପୁତ୍ର କାମନା ବା ପୁତ୍ର ଥିବ ସେମାନେ ଶୁକ୍ରବାର ଦିନ ବାଳ ଧୋଇପାରିବେ ନାହି । ଶନିବାର ଦିନ ସ୍ତ୍ରୀ ମାନେ ବାଳ ଧୋଇବା ଊଚିତ ନୁହେଁ ।

ଶନିଦେବଙ୍କ କୋପରୁ ବଞ୍ଚିବା ପାଇଁ କ୍ଷୀର ରେ ଶନିବାର ଦିନ ବାଳ ଧୋଇପାରିବେ । ପୂଜା କରିବା ସମୟରେ ସ୍ତ୍ରୀ ମାନେ ମଥାରେ ସିନ୍ଦୁର ଲଗାଇବା ଉଚିତ । ଏହା ସହ ପୁରୁଷ ମାନେ କେସ ଧୋଇ କି ପୂଜା କରିବା ଉଚିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *