ଆମେରିକିୟ ହେଲିକପ୍ଟରରେ ତାଲିବାନୀ ଖେଳୁଛନ୍ତି ଦୋଳି , Video ନିଆଁ ପରି ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ । ଆପଣ ଏମାନେ ଜାଣିଥିବେ ଆଫିଗାନିଷ୍ଠାସ୍ଥାନ ଓ ତାଲିବାନ ମଧ୍ୟ ରେ ଗତ କିଛି ଦିନ ହେବ ଅନେକ ଘଟଣା ଘଟିବାରେ ଲାଗିଛି । ତାଲିବାନ ର ଲୋକ ମାନେ ବିମାନରେ ଯାଉଥିବା ସମୟରେ ଆଫିଗାନିସ୍ଥାନ ର ଆ-ତ-ଙ୍କ-ବା-ଦୀ ମାନେ ଘେରି ଯାଇଥିଲେ । ଏହା ପରେ ଜଣେ ପାଇଲଟ ହଜାର ହଜାର ଲୋକ ମାନଙ୍କର ଜୀବନ ରକ୍ଷା କରିଥିଲେ । ସେହି ପାଇଲଟ ଜଣକ ହେଲିକପ୍ଟର ଟେକପ କରିବାର ନିସ୍ପତି ନେଇ ଯେଉଁ କାମ କରିଛନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ ।

ବର୍ତ୍ତମାନ ଆଉ ଏକ ସୂଚନା ଅନୁସାରେ ଆଫଗାନିସ୍ତାନ ରୁ ସେନା ଅପସାରଣ ପରେ ଆମେରିକା ରୁ ସେ-ନା ଛାଡି ଯାଇଥିବା ହେଲିକପ୍ଟର ରେ ତାଲିବାନ ମାନେ ମଉଜ କରୁଛନ୍ତି । ପାର୍କିଂ ହୋଇଥିବା ଗୋଟେ ହେଲିକପ୍ଟର ରେ ରସୀ ବାନ୍ଧି ଝୋଲି ତିଆରି କରିବା ସହ ଏଥିରେ ବସି ତାଲିବାନ ସେନା ଝୁଲୁଥିବା ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମିଡିଆରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ ଭା-ଇ-ରା-ଲ ହେବା ପରେ ଚୀନ ଆମେରିକା କୁ ତୀବ୍ର ସମାଲୋଚନା କରିଛି । ଆଫଗାନିସ୍ତାନ ବର୍ତ୍ତମାନ ଆମେରିକା ପାଇଁ ଓ ତା ସେନା ଓ ତା ସେନା ବ୍ୟବହାର କରୁଥିବା ଯନ୍ତ୍ରପାତିଙ୍କ ପାଇଁ ଶ୍ମଶାନ ସାଜିଛି ବୋଲି ଚୀନ କହିଛି ।

ଆମେରିକା ସେନାର ହେଲିକପ୍ଟର ଛାଡି ଦେଇ ଆସି ଥିବାରୁ ଯେଉଁ ଭୁଲ କାମ କରିଛି ତାହା ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି । ଆମେରିକା ର ସେନା ମାନେ ଏ ଭଳି କାମ କେମିତି କରି ପାରିଲେ ତାହା ନେଇ ଏବେ ପ୍ରଶ୍ନ ଉଠୁଛି । ତାଲିବାନ ର ସେନା ମାନେ ମଧ୍ୟ ଏଭଳି କା-ଣ୍ଡ କରିଛନ୍ତି ତାହା ବାସ୍ତବ ରେ ନିନ୍ଦନୀୟ ଅଟେ । ସେମାନେ ହୁଏ ତ ଆମେରିକା ଠାରୁ ପ୍ର-ତି-ଶୋ-ଧ ନେବା ପାଇଁ ଏମିତି କା-ଣ୍ଡ କରିଥାଇ ପାରନ୍ତି । ଏପରି କରିବା ତାଲିବାନ ସେନା ମନାଙ୍କୁ ଶୋଭା ଦେଉନି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *