Taranga ଚ୍ୟାନେଲର ସମସ୍ତ Heroin ମାନେ କୀଉନ ପର୍ଯ୍ୟନ୍ତ ପାଠ ପଢିଛନ୍ତି

ତରଙ୍ଗ ଚ୍ୟାନେଲରେ ବର୍ତ୍ତମାନ ବହୁତ ସିରିଏଲ ପ୍ରସାରିତ ହେଉଛି ଓ ସେଥି ମଧ୍ୟରୁ ଆପଣମାନଙ୍କର ପସନ୍ଦିତା ସିରିଏଲର କଳାକାରମାନଙ୍କ ବିଷୟରେ ବି ଜାଣିଥିବେ । ଆଜି ଆମେ ଆପଣଙ୍କୁ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲରେ ଅଭିନୟ କରୁଥିବା ହିରୋଇନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବୁ ।

ନିଲାଖି ପାତ୍ର

ନିଲାଖି ପାତ୍ରଙ୍କୁ ଆପଣମାନେ ସିନ୍ଦୁରର ଅଧିକାରୀ ସିରିଏଲରେ ଇତି ଭୂମିକାରେ ଦେଖିଥିବେ । କହିଦେଉଛୁ କି ହିରୋଇନ ଇତି ବର୍ତ୍ତମାନ + ୨ ପଢୁଛନ୍ତି ଓ ସେ ବର୍ତ୍ତମାନ ୧୭ ବର୍ଷ ବୟସର ଅଟନ୍ତି ।

ତାରା

ତାରିଣୀ ଆଖିର ତାରା ସିରିଏଲରେ ଆପଣମାନେ ଅଭିନେତ୍ରୀ ତାରାଙ୍କ ଦମଦାର ଅଭିନୟ ଦେଖିଥିବେ । ବର୍ତ୍ତମାନ ସମୟର ଯଦି କଥାବାର୍ତ୍ତା କରିବା ତେବେ ତାରା ନିଜର ଗ୍ରାଜୁଏସନ ଶେଷ କରିସାରିଛନ୍ତି ଓ ସେ ବର୍ତ୍ତମାନ ମାତ୍ର ୨୧ ବର୍ଷର ଅଟନ୍ତି ।

ଐଶ୍ୱର୍ୟା

ଐଶ୍ୱର୍ୟାଙ୍କୁ ଆପଣମାନେ ତରଙ୍ଗ ସିରିଏଲର ଝିଅ ଆମର ନୂଆ ବୋହୁ ସିରିଏଲରେ ଦେଖିଥିବେ । ଐଶ୍ୱର୍ୟାଙ୍କ ଅସଲ ନାଁ ହେଉଛି ଶୀତଳ ପଟ୍ଟନାୟକ । ଐଶ୍ୱର୍ୟା ଇଞ୍ଜିନିୟରି ଶିକ୍ଷା ଲାଭ କରିଛନ୍ତି ।

ମଙ୍ଗଳା

ମଙ୍ଗଳା ଚରଣ ସିରିଏଲରେ ମଙ୍ଗଳା ଭୂମିକାରେ ଅଭିନୟ କରୁଥିବାର ନଜର ଆସନ୍ତି ସୁଶରୀ ସୁଭାସିନୀ । ମଙ୍ଗଳା ବିଜୁ ପଟ୍ଟନାୟକ କଲେଜରୁ ନିଜର ଗ୍ରାଜୁଏସନ ପୁରା କରିଛନ୍ତି ।

ତାରିଣୀ

ତାରିଣୀଙ୍କ ଅସଲ ନାଁ ହେଉଛି ସୁମନ ପଟ୍ଟନାୟକ । ସୁମନ ପଟ୍ଟନାୟକ ତାରିଣୀ ଆଖିରେ ତାରା ସିରିଏଲରେ ଅଭିନୟ କରନ୍ତି । ତାରିଣୀ ଜଣେ ଭଲ ଛାତ୍ରୀ ଅଟନ୍ତି ଓ ସେ ବି ଟେକ କରିଛନ୍ତି ।

ଲ୍ୟାବରିନ ଖାନ

ଝିଅ ଆମର ନୂଆ ବୋହୁ ସିରିଏଲରେ ଲ୍ୟାବରିନ ଖାନ ପୂଜା ଭୂମିକାରେ ନଜର ଆସନ୍ତି । ପୂଜା ବାଲେଶ୍ଵରର ଫକିରମୋହନ ୟୁନିଭର୍ସିଟିରେ ନିଜର ଗ୍ରାଜୁଏସନ ପୁରା କରିଛନ୍ତି । ଏହା ସହିତ ସେ ଫ୍ୟାସନ ଡିଜାଇନର କୋର୍ସ ମଧ୍ୟ କରିଛନ୍ତି ।

ଶ୍ରଦ୍ଧା

ଶ୍ରଦ୍ଧାଙ୍କୁ କୁଆଁରୀ ବୋହୁ ସିରିଏଲରେ ଅଭିନୟ କରନ୍ତି । ଶ୍ରଦ୍ଧା ଉତ୍କଳ ୟୁନିଭର୍ସିଟିରୁ ନିଜର ପୋସ୍ଟ ଗ୍ରାଜୁଏସନ ପୁରା କରିଛନ୍ତି ।

ରୁଦ୍ରୀ

ରୁଦ୍ରୀଙ୍କୁ ଆପଣମାନେ ମାୟା ସିରିଏଲରେ ଦେଖିଥିବେ । ରୁଦ୍ରୀ ପ୍ରଭୁଜୀ ଇଂଗ୍ଲିଶ ମିଡିୟମ ସ୍କୁଲରେ ପଢିଛନ୍ତି ଓ ସେ ଗ୍ରାଜୁଏସନ ପୁରା କରିଛନ୍ତି ଓ ସେ ବର୍ତ୍ତମାନ ମାତ୍ର ୧୮ ବୟସର ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *