Akshay Kumaraଙ୍କ 10 ଟି ମୋସ୍ଟ ଏକ୍ସପେନସିବେ Birthday Gifts ବଲୀଉଡ ଷ୍ଟାର ମାନଙ୍କ ତରଫରୁ

ବଲୀଉଡର ଖିଲାଡ଼ି କୁମାର ଅକ୍ଷୟ କୁମାର ୯ ସେପ୍ଟମ୍ବର ୨୦୨୧ରେ ୫୦ ବର୍ଷର ହୋଇଯାଇଛନ୍ତି । ଅକ୍ଷୟ କୁମାର ସବୁ ବର୍ଷ ନିଜର ପରିବାର ସହ ମିଶି ନିଜର ଜନ୍ମଦିନ ପାଳନ କରନ୍ତି । କିନ୍ତୁ ଏହି ବର୍ଷ ସେ ନିଜର ଜନ୍ମଦିନ ପାଳନ କରି ନ ପାରନ୍ତି । କାରଣ ଜନ୍ମଦିନ ପୂର୍ବ ଦିନ ହିଁ ତାଙ୍କର ମା ଙ୍କ ଦେହାନ୍ତ ହୋଇଯାଇଛି । କିନ୍ତୁ ଏହା ସତ୍ବେ ବି ତାଙ୍କର କିଛି ଫ୍ୟାନ ଓ ଷ୍ଟାର ତାଙ୍କ ଘରକୁ କିଛି ଉପହାର ପଠାଇଛନ୍ତି । ଆଜି ଆମେ ଆପଣଙ୍କୁ ସେହି ଉପହାର ଓ ତାହାର ମୂଲ୍ୟ ବିଷୟରେ କହିବୁ ।

ଟ୍ୱିଂକଲ ଖନ୍ନା

ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଂକଲ ଖନ୍ନା ଅକ୍ଷୟଙ୍କୁ ଜୁହ ମୁମ୍ବାଇରେ ଏକ ମହଙ୍ଗା ଆପାର୍ଟମେଣ୍ଟ ଗିଫ୍ଟ କରିଛନ୍ତି । ଏହି ଆପାର୍ଟମେଣ୍ଟର ମୂଲ୍ୟ ପାଖାପାଖି ୯୦ କୋଟି ଟଙ୍କା ଅଟେ ।

କପିଲ ଶର୍ମା

ଅକ୍ଷୟ କୁମାର ଓ କପିଲ ଶର୍ମାଙ୍କ ବନ୍ଧୁତା ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । କପିଲ ଶର୍ମା ଶୋ ରେ ଦୁଇ ଜଣଙ୍କ ବନ୍ଧୁତା ବି ଦେଖିବାକୁ ମିଳିଥାଏ । ଅକ୍ଷୟ କୁମାରଙ୍କ ଜନ୍ମ ଦିନରେ କପିଲ ତାଙ୍କୁ ରୋଲେକ୍ସର ସୁନା ଘଣ୍ଟା ଦେଇଛନ୍ତି । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ଅଟେ ।

ଶାହରୁଖ ଖାନ

ଶାହରୁଖ ଖାନ ଓ ଅକ୍ଷୟ କୁମାର ପରସ୍ପରର ଭଲ ବନ୍ଧୁ ଅଟନ୍ତି । ଶାହରୁଖ ଖାନ ଅକ୍ଷୟ କୁମାରଙ୍କୁ ଆଡିଦାସର ଏକ ଲେଦର ଜ୍ୟାକେଟ ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ।

କରିନା କପୁର

କରିନା ଓ ଅକ୍ଷୟ ଏକତ୍ରିତ ବହୁତ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଜନ୍ମଦିନ ଉପଲକ୍ଷେ କରିନା ଅକ୍ଷୟ କୁମାରଙ୍କୁ ଅଡୀ ସାଇକେଲ ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ୧୮ ଲକ୍ଷ ଟଙ୍କା ।

ଅନିଲ କପୁର

ଅନିଲ କପୁର ଓ ଅକ୍ଷୟ କୁମାର ଦୁଇ ଜଣ ଭଲ ବନ୍ଧୁ ଅଟନ୍ତି । ଅକ୍ଷୟ କୁମାରଙ୍କ ଜନ୍ମଦିନ ଉପଲକ୍ଷେ ଅନିଲ କପୁର ତାଙ୍କୁ ନାଇକର ଜୋତା ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ୪ ଲକ୍ଷ ଟଙ୍କା ଅଟେ ।

କଟରିନା କେଫ

କଟରିନା କେଫ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ୟବଂଶୀରେ ନଜର ଆସିବେ । କଟରିନା କେଫ ଅକ୍ଷୟ କୁମାରଙ୍କୁ ଗୋଟିଏ ଲେଦର ପର୍ସ ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ।

କ୍ରିତି ସାନୋନ

କ୍ରିତି ସାନୋନ ଓ ତାଙ୍କ ଭଉଣୀ ନୁପୁର ଅକ୍ଷୟ କୁମାରଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ସହ ତାଙ୍କ ଘରକୁ ଗୋଟିଏ ୧୦ ପାଉଣ୍ଡ ହୋମ ମେଡ କେକେ ପଠାଇଛନ୍ତି ।

ସେଫ ଅଲି ଖାନ

ସେଫ ଅଲି ଖାନ ଅକ୍ଷୟ କୁମାରଙ୍କୁ ତାଙ୍କ ଜନ୍ମ ଦିନରେ ଗୋଟିଏ ଛୋଟ ଜାହାଜ ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ୧୦ କୋଟି ଟଙ୍କା ।

ଜୈକଲିନ ଫର୍ନାଂଡୀସ

ଜୈକଲିନ ଫର୍ନାଂଡୀସ ଅକ୍ଷୟ କୁମାରଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଗୋଟିଏ ଟ୍ରାକ ସାଇକେଲ ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ୨୫ ଲକ୍ଷ ଟଙ୍କା ।

ଆରବ କୁମାର

ଆରବ କୁମାର ନିଜର ପିତାଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଲମ୍ବୋର୍ଗିନୀ କାର ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ୮ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *