ସକାଳୁ ମହିଳାଙ୍କର ଏହି ୧ଟି ଜିନିଷ ଭୁଲରେ ବି ମଧ୍ୟ ଦେଖନ୍ତୁ ନାହିଁ

ଆଜି ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁଛୁ ଯେ ସକାଳେ ଉଠି କେଉଁ ଜିନିଷ ଦେଖିବା ଉଚିତ ନୁହ, ଏହି କଥା ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଆଚାର୍ଯ୍ୟ ଚାଣକ୍ୟ ସହ ବହୁତ ବଡ ବଡ ରିଷି ଏବଂ ମହାତ୍ମା କହିଛନ୍ତି ଯେ ସକାଳେ ଉଠିବା ବହୁତ ଭଲ ଅଭ୍ଯାସ ଅଟେ ଯେଉଁ ଘର ଲୋକ ଶୀଘ୍ର ଉଠନ୍ତି ନାହିଁ  ଏବଂ ଡେରି ପର୍ଯ୍ୟନ୍ତ ସୁଅନ୍ତି ତାଙ୍କ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇନଥାଏ, ସେଥିପାଇଁ ଶୀଘ୍ର ଉଠି ଘର ଝାଡୁ କରନ୍ତୁ ଏହା ଦ୍ଵାରା ଘର ନକାରାତ୍ମକ ଊର୍ଜା ଘର ବାହାରକୁ ଯାଇଥାଏ ଏବଂ ସକାରାତ୍ମକ ଊର୍ଜା ସଂଚାର ହୋଇଥାଏ । ତେବେ ଆସନ୍ତୁ ଜାଣିବା ସକାଳେ ଉଠି କେଉଁ ଲୋକଙ୍କ ଚେହେରା ଦେଖିବା ଉଚିତ ନୁହ ।

Image Courtesy: Google

୧. ଚରିତ୍ର ହିନ ସ୍ତ୍ରୀ :

ଆଚାର୍ଯ୍ୟ ଚାଣକ୍ୟ ଅନୁଯାଇ ସକାଳେ ଉଠି ଚରିତ୍ର ହିନ ସ୍ତ୍ରୀ ଚେହେରା ଦେଖିଲେ ପୁରା ଦିନ ଖରାପ ହୋଇଥାଏ ଏହା ଛଡା ସେହି ବ୍ୟକ୍ତି ଅନ୍ୟ ସ୍ତ୍ରୀ ଏବଂ ଝିଅକୁ ଖରାପ ନଜରରେ ଦେଖିଥାଏ, ସେଥିପାଇଁ ସକାଳେ ଉଠି ଚରିତ୍ର ହିନ ସ୍ତ୍ରୀ ଭଳି ଦେଖିବା ଉଚିତ ନୁହ, ଆଜି ଆମେ ଆପଣଙ୍କୁ ଏହି କଥା ଜଣେଇଲୁ ଯାହା ଆପଣଙ୍କ ଜୀବନରେ ବହୁତ ମହତ୍ପୂର୍ଣ ଅଟେ ।

Image Courtesy: Google

୨. ମୀଛୁଆ ଲୋକ :

ଆଚାର୍ଯ୍ୟ ଚାଣକ୍ୟ ଅନୁଯାଇ ଯେଉଁ ବ୍ୟକ୍ତି ସକାଳେ ଉଠି ପ୍ରଥମେ ମିଛୁଆ ବ୍ୟକ୍ତି ଚେହେରା ଦେଖିଥାଏ ତା ଜୀବନରେ ସବୁ ଓଲଟା ହବାକୁ ଲାଗିଥାଏ ସେହି ଭଳି ମଣିଷ ନିଜ ଜୀବନରେ କିଛି ଲାଭ ପ୍ରାପ୍ତ କରି ପାରେ ନାହିଁ, ତାଙ୍କ ବହୁତ ପରିଶ୍ରମ ପରେ ମଧ୍ୟ ସଫଳତା ତାଙ୍କ ପାଖକୁ ଆସିନଥାଏ, ତେବେ ଭୁଲରେ ବି ସକାଳେ ଉଠି ମିଛୁଆ ଲୋକଙ୍କ ଚେହେରା ଦେଖନ୍ତୁ ନାହିଁ ।

 

Image Courtesy: Google

୩. ଅଇନା :

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାଇ ସକାଳେ ଉଠି ଆଗ ଅଇନା ଦେଖନ୍ତୁ ନାହିଁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ, ଏହା ଛଡା ଭୁଲରେ ବି ଭଙ୍ଗା ଅଇନାରେ ଚେହେରା ଦେଖନ୍ତୁ ନାହିଁ ଏହା ଦ୍ଵାରା ଘର ଉପରେ ଆର୍ଥିକ ସମସ୍ଯା ଆସିଥାଏ ଯାହା ସମସ୍ତଙ୍କ ପାଇଁ ବହୁତ ବଡ ସମସ୍ଯା ହୋଇଥାଏ ।

Image Courtesy: Google

୪. ହିଂସକ ଚିତ୍ର :

ଆଚାର୍ଯ୍ୟ ଚାଣକ୍ୟ ଅନୁଯାଇ ହିଂସକ ଚିତ୍ର ସକାଳେ ଉଠି ଦେଖିଲେ ଆପଣଙ୍କ ମୁଡ ଖରାପ ହୋଇଥାଏ ଏବଂ ଘରେ ଏବଂ ବାହାରେ କଳି ଝଗଡା ଲାଗିଥାଏ ସେଥିପାଇଁ ଶୋଇବା ଘରେ ହିଂସକ ଚିତ୍ର ଲଗାନ୍ତୁ ନାହିଁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *