ଲକ ଡାଉନରେ ଘରକୁ ଫେରିଥିବା ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ମେଗା ପ୍ଳାନ- ଜାଣନ୍ତୁ କଣ

କେନ୍ଦ୍ରରେ ମୋଦୀ ସରକାର ଲକ ଡାଉନ କାରଣରୁ ସବୁଦିନ ଖାଇବା ପିଈବା ଓ ରୋଜଗାର କୁ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଜବରଦସ୍ତ ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ସରକାର ଦେଶର ୬ ଟି ରାଜ୍ୟର ସେହି ୧୧୬ ଜିଲ୍ଲାକୁ ଚିହ୍ନଟ କରିଛି, ଯାହା ଲକ ଡାଉନ ସମୟରେ ବହୁତ ଶ୍ରମିକ ଫେରିଥିଲେ । ଏବେ ସରକାର ଏହି ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ବହୁତ ବଡ ବ୍ୟବସ୍ଥା କରିଛନ୍ତି । ଏହା ସହିତ କୋରନା ଲକ ଡାଉନ ରେ ନିଜ ରାଜ୍ୟ ବା ଘରକୁ ଫେରିଥିବା କୋଟି କୋଟି ଶ୍ରମିକ ପୁନଃର୍ବାସ ଓ ରୋଜଗାର ପାଇଁ ବହୁତ ଭଲ ବ୍ୟବସ୍ଥା କରିଛନ୍ତି ।

Image Courtesy: Google

ମିସନ ମୋଡରେ ସୋସିଆଲ ବେଲଫାୟର, ଡାଇରେକ୍ଟ ବେନିଫିଟ ସ୍କିମ :-

ଏବେ ସରକାର ଏହି ୧୧୬ ଜିଲ୍ଲାରେ କେନ୍ଦ୍ର ସରକାର ବିଶେଷ ମଙ୍ଗଳ ଓ ଡିରେକ୍ଟ ବେନିଫିଟ ସ୍କିମ କୁ ଦ୍ରୁତ ଗତିରେ ମିସନ ମୋଡରେ ଚଳାଇବେ । ତାଙ୍କ ଲକ୍ଷ ଅଛକି ଶ୍ରମିକ ମାନଙ୍କୁ ଜୀବିକା, ରୋଜଗାର, କୌଶଳ ବିକାଶ ଓ ଗରିବ କଲ୍ୟାଣ ସୁବିଧାର ଲାଭ ନିଶ୍ଚିତ ରୂପେ କରାଯିବ । ଏହି ଜିଲ୍ଲା ରେ ମନରେଗା, ସ୍କିଲ ଇଣ୍ଡିଆ, ଜନଧନ ଯୋଜନା, କିଶାନ କଲ୍ୟାଣ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ପିଏମ ଯୋଜନା ସହିତ ଅନ୍ୟ କେନ୍ଦ୍ରୀୟ ଯୋଜନା ସହିତ ମିସନ ମୋଡ ରେ କାମ ହେବ ।

Image Courtesy: Google

ଏହାଛଡା, ଘୋଷିତ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନ ଦ୍ଵାରା ଏହି ଜିଲ୍ଲା ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହିତ ବାକି କେନ୍ଦ୍ରୀୟ ଯୋଜୋନ ଗୁଡିକୁ ନିଶ୍ଚିତ ଭାବରେ ଲାଗୁ କରାଯିବ । କେନ୍ଦ୍ର ସରକାର ର ମନ୍ତ୍ରାଳୟ କୁ ଭି କୁହାଯାଇଛି ଦୁଇ ସପ୍ତାହରେ ଏହି ଜିଲ୍ଲା ଗୁଡିକୁ ଧ୍ୟାନରେ ରଖି ଏହି ଯୋଜନା ଗୁଡିକର ପ୍ରସ୍ତାବ ବ୍ୟବସ୍ଥା କରିଛନ୍ତି ପିଏମ ।

Image Courtesy: Google

କେନ୍ଦ୍ର ସରକାର ଦ୍ଵାରା ଚୟନ କରାଯାଇଥିବା ୧୧୬ ଜିଲ୍ଲା ରେ ସବୁଠୁ ବେସୀ ୩୨ ଜିଲ୍ଲା ବିହାର ଅଛି । ଏହା ପରେ ୟୁପିଏ ର ୩୧ ଜିଲ୍ଲା, ମଧ୍ୟ ପ୍ରଦେଶ ର ୨୪, ରାଜସ୍ଥାନ ର ୨୨ ଜିଲ୍ଲା, ଝାରଖଣ୍ଡ ର ୩ ଟି ଜିଲ୍ଲା, ଓ ଓଡିଶା ର ୪ ଜିଲ୍ଲା ।କୋରନା ଲକ ଡାଉନ ସମୟରେ ଶ୍ରମିକ ମାନଙ୍କୁ ବହୁତ ମୁସ୍କିଲ ର ସାମ୍ନା କରିବାକୁ ପଡିଛି । ଲକ ଡାଉନରେ କମଧନ୍ଦା ବନ୍ଦ ହେବ କାରଣରୁ ଶ୍ରମିକ ମାନଙ୍କ ପାଇଁ ଡେଲି ଖାଇବା ପାଇଁ ଅସୁବିଧା ହେଲା ।

Image Courtesy: Google

ସେଥିପାଇଁ ଦେଶରେ ଶ୍ରମିକ ମାନେ ନିଜ ନିଜ ରାଜ୍ୟକୁ ଫେରିବାକୁ ଲାଗିଲେ । ଗାଁ କୁ ଫେରିଲା ପରେ ବି ଶ୍ରମିକ ମାନଙ୍କୁ ବିକଟ ପରିସ୍ଥିତି ର ସମନ୍ନା କରିବାକୁ ପଡିଲା । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର କିଛି ଗୁରୁତ୍ବପୂର୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି ଓ ଯାହାକି ଘରକୁ ଫେରିଥିବା ଶ୍ରମିକ ମାନଙ୍କ ପାଇଁ ରୋଜଗାର ର ବ୍ୟବସ୍ଥା ହୋଇପାରିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *