ଏହି ୩ଟି ଅଭ୍ଯାସ କରିଥାଏ ଆପଣଙ୍କୁ ଧନୀ- Chanakya Niti

ଆଚାର୍ଯ୍ୟ ଚାଣକ୍ୟଙ୍କୁ କିଏ ଅବା ଜାଣି ନାହିଁ ସେ ଏମିତି ଜଣେ ଜ୍ଞାନୀ ବିଦ୍ଵାନ ଥିଲେ ଯିଏ ନିଜ ବୁଦ୍ଧି ଓ ଜ୍ଞାନ ଦ୍ଵାରା ଚନ୍ଦ୍ର ଗୁପ୍ତ ମୋରୟଙ୍କୁ ବହୁତ ଭଲ ଭଲ ଉପାୟ ଦେଇଥିଲେ । ତେବେ ଆପାନ ମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ଆଚାର୍ଯ୍ୟ ନିଜ ଅନୁଭବ ଦ୍ଵାରା ଚାଣକ୍ୟ ନୀତି ରଚନା କରିଥିଲେ ଯେଉଁଥିରେ ମଣିଷକୁ କଣ କରିବା ଉଚିତ ଓ କଣ ନକରିବା ଉଚିତ ଏହା ବିଷୟରେ ସବୁ କଥା ସେହି ନୀତି ଶସ୍ତ୍ରରେ ଲେଖା ହୋଇଛି । ତେବେ ବଡ ବଡ ଜ୍ଞାନୀ ମଧ୍ୟ ଏହି ସବୁ କଥା ମାନି ନିଜ ଜୀବନ ଭଲ କରିଛନ୍ତି ।

ତେବେ ମଣିଷ ପାଇଁ ଏହି ନୀତି ବହୁତ ଲାଭକାରୀ ଅଟେ ଯେଉଁ ବ୍ୟକ୍ତି ଏହାକୁ ମାନି ଥାନ୍ତି ତାଙ୍କ ଜୀବନ ବଦଳିଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ଅନୁଯାଇ ଏମିତି କିଛି ୩ଟି ଅଭ୍ଯାସ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ମଣିଷ ଧନୀ ହୋଇଥାଏ ।

Image Courtesy: Google

୧. ଧନ ସଙ୍ଗରହନ :

ଆପଣଙ୍କୁ ସବୁବେଳେ ଧନ ବଞ୍ଚେଇବା ବିଷୟରେ ଚିନ୍ତା କରିବା ଉଚିତ ଆପଣଙ୍କୁ ସବୁବେଳେ ଧନ ରୋଜଗାର କରିବା ରାସ୍ତା ଦେଖିବା ଉଚିତ ଓ ଧନ ଖର୍ଚ କରିବା କମ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ପାଖରେ ଧନ ଏକତ୍ର ହୋଇଥାଏ । କିନ୍ତୁ ବହୁତ ଲୋକ ଧନ ଅଧିକ ପାଇବା ଦ୍ଵାରା ଖର୍ଚ କରିବା ଆରମ୍ଭ କରି ଦିଅନ୍ତି ତେବେ ଏମିତି କରିବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ପାଖରେ କେବେ ଧନ ରହିବ ନାହିଁ ଓ ଆପଣ କେବେ ଧନୀ ହୋଇ ପାରିବେ ନାହିଁ ।

Image Courtesy: Google

ବର୍ତମାନ ସମୟରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ଲୋନ ଓ ଇଏମଆଇ ଭଳି ସମସ୍ଯାରେ ବୁଡି ରହିଛନ୍ତି ଓ ଏହା ଏଥିପାଇଁ କାହିଁକିନା ସେ ଲୋକଙ୍କୁ ଦେଖେଇବା ପାଇଁ ଲୋନରେ ଜିନିଷ ନେଇ ଆସିଛନ୍ତି ଓ କରୋନା ପ୍ପାଇନ ସ୍ଥିତି ଖରାପ ହବାରୁ ବହୁତ ଲୋକ ନିଜ ଚାକିରି ଓ ବ୍ୟବସାୟ ହରେଇଛନ୍ତି ଯାହା ଦ୍ଵାରା ସେ ଲୋନ ଦେଇ ପାରୁ ନାହାନ୍ତି ।

୨. ଚାଣକ୍ୟ ମଧ୍ୟ କହିଛନ୍ତି ଧନ ହେଲେ ମାନ ସମ୍ମାନ ହୋଇଥାଏ ଯାହା ପାଖରେ ଧନ ନାହିଁ ସେହି ବ୍ୟକ୍ତିର ମାନ ସମ୍ମାନ ଲୋକ କରନ୍ତି ନାହିଁ । ବହୁତ ଲୋକ ଏହା କୁହନ୍ତି ଯେ ଧନ ଦ୍ଵାରା ସୁଖ ପ୍ରାପ୍ତ ହୋଇ ନଥାଏ ତେବେ ଏମିତି ଲୋକଙ୍କୁ ଆପଣ କଣ କହିବେ କାହିଁକିନା ଏହା କେବଳ କୁହା ଯାଏ କାହିଁକିନା ବର୍ତମାନ ସ୍ଥିତିରେ ଅକଶିଜନ ଓ ଧନ ଦୁହେଁ ବହୁତ ଆବଶ୍ୟକ ଅଟନ୍ତି, ଦୁହିଙ୍କ ବିନା ମଣିଷ ନିଜ ଜୀବନ ବ୍ଯତୀତ କରି ପାରିବ ନାହିଁ ।

Image Courtesy: Google

୩. ନିର୍ଧନ ହବା ରୋଗ ଅଟେ, ଏହା ଆଚାର୍ଯ୍ୟ ଚାଙ୍କାୟା କହିଛନ୍ତି, ତେବେ ଜଣେ ବଡ ବ୍ୟକ୍ତି କହିଥିଲେ ଗରିବ ହବା କ୍ୟାନ୍ସର ଭଳି ରୋଗ ଭଳି ହୋଇଥାଏ । ଯେଉଁ ବ୍ୟକ୍ତି ଗରିବ ହୋଇଥାଏ ସେ ସବୁ ଦିନ ଆସା ହରାଇଥାଏ ଓ ନିଜ ଜୀବନରେ କିଛି ପାଇବା ଆସା ହରାଇବା ପରେ ତା ଜୀବନରେ କେବଳ ଦୁଖ ରହିଥାଏ ଯାହା ତାକୁ କେବେ ବଢିବାକୁ ଦିଏ ନାହିଁ । ଦୁନିଆ ଏତେ ଡିଜିଟଲ ହବା ପରେ ମଧ୍ୟ ଏହି ଗରିବୀ ରୋଗ ସମାପ୍ତ କରି ପାରିଲା ନାହିଁ ।

Leave a Reply

Your email address will not be published. Required fields are marked *