Weather Update: ଆଜି 12 ଜିଲ୍ଲାରେ ପ୍ରବଳ ବର୍ଷିବ! ଏହି ସବୁ ଜିଲ୍ଲାକୁ ଜାରି ହେଲା ସତର୍କ ସୂଚନା

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପୁରା ରାଜ୍ୟ ରେ କିପରି ଗ୍ରୀଷ୍ମ ର ପ୍ରଭାବ ଅଧିକ ରହିଛି । ଯାହା ଫଳରେ ଜଣ ଜୀବନ ବ୍ୟସ୍ତ ବିବ୍ରତ ହୋଇ ପଡିଛି । ତାପମାତ୍ରା ଏତେ ତୀବ୍ର ରହିଛି କି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ ବଡ ଲୋକ ମାନେ ଏଥିରୁ ନିସ୍ତାର ପାଉ ନାହାନ୍ତି । ତେବେ ମୌସୁମୀ ବର୍ଷା ନେଇ ଆସିଛି ବଡ ଖବର ଭାରତୀୟ ପାଣିପାଗ ବିଭାଗ ପକ୍ଷ ରୁ । ଗରମ ଗରମ ଗୁଳୁଗୁଳିଆ ରୁ ନିସ୍ତାର ଆଣିବ ପ୍ରାକ ମୌସୁମୀ ବର୍ଷା । ରାଜ୍ୟ ରେ ଆସନ୍ତା ଦୁଇ ଦିନ ଯାଏଁ ଘଡଘଡି ସମେତ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷ ରୁ ସତର୍କ ସୂଚନା ଜାରି କରା ଯାଇଛି ।

ଆଜି ରାଜ୍ୟ ର ୧୨ଟି ଜିଲାଲ କୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଉଛନ୍ତି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ଗଞ୍ଜମା, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ । ଏହି ସବୁ ଜିଲ୍ଲା ରେ ଗୋଟିଏ ରୁ ଦୁଇ ଟି ସ୍ଥାନରେ ମଧ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ୟେଲୋ ୱାର୍ନିଙ୍ଗ ଥିବା ଜିଲା ରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆ ଯାଇଛି । ତେବେ ଏହି ସବୁ ଜିଲା ଗୁଡିକରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯିବା ସହ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦେଶ ଦିଆ ଯାଇଛି । ତେବେ ମୌସୁମୀ ବର୍ଷା ଯଦି ହୁଏ ତେବେ ହୁଏ ତ ଆଶ୍ଵସ୍ତି ମିଳିପାରେ ।

କାରଣ ଯେଉଁ ମାତ୍ରା ରେ ଗ୍ରୀଷ୍ମ ପ୍ରଭାବ ରହିଛି ଲୋକ ମାନେ ଗରମ ସହ୍ୟ କରିବା ଅସମ୍ଭବ ହୋଇ ପଡିଲାଣି । ତେବେ ମୌସୁମୀ ବର୍ଷା ରାଜ୍ୟ ରେ ହେଲେ ଲୋକ ମାନେ ରିହାତି ପାଇବା ସହ ଗରମ ରୁ ମଧ୍ୟ ମୁକ୍ତି ମିଳିବ । ଯାହା ଭାରତୀୟ ପାଣିପାଗ ବିଭାଗ୍ୟ ପକ୍ଷ ରୁ ସୂଚନା ଦିଆ ଯାଇଛି ।

ଏହି ସବୁ ଜିଲାଲ ଗୁଡିକରେ ମୌସୁମୀ ବର୍ଷା ହେଲେ ପ୍ରବଳ ରୁ ଅତି ପ୍ରବଳ ଗରମ ରୁ ରକ୍ଷା ପାଇ ହେବ ବୋଲି ଆଶା କରା ଯାଉଛି ।ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *