ଆଜି ହନୁମାନ ଜୟନ୍ତୀ ଓ ପଣା ସଙ୍କ୍ରାନ୍ତି, କରନ୍ତୁ ଏହି ସହଜ ଉପାୟ ସବୁ ଦୁଃଖ କଷ୍ଟରୁ ମିଳିବ ମୁକ୍ତି

ଆଜି ମହାବିଷୁବ ସଙ୍କ୍ରାନ୍ତି ଆଉ ହନୁମାନ ଜୟନ୍ତୀ । ଆଜି ଓଡିଆ ଜାତିର ପାରମ୍ପରିକ ନବବର୍ଷ । ଭଗବାନ ସୂର୍ଯ୍ୟ ନାରାୟଣ ଓ ତାଙ୍କର ଶିଷ୍ୟ ବଜରଙ୍ଗୀ ହନୁମାନ । ହିନ୍ଦୁ ନବ ବର୍ଷ ଯେତେ ପାଳନ ହୋଇଥାଏ ତାଙ୍କ ଭିତରେ ପଣା ସଙ୍କ୍ରାନ୍ତି ଓ ହନୁମାନ ଜୟନ୍ତୀ ଏହା ହେଉଛି ସବୁଠୁ ବଡ । ଆଜି ଠାରୁ ନବ ବର୍ଷର ପାଞ୍ଜି ଆରମ୍ଭ, ପାଞ୍ଜିକାର ମାନେ ଆଜିଠୁ ପାଞ୍ଜି ଆରମ୍ଭ କରିବେ । ଗୋତ୍ର ସୂତ୍ର ମନ୍ତ୍ର ସବୁର ମହିମା ଆରମ୍ଭ ଆଜିଠାରୁ । ଆଜି ଦିବସର ବର୍ଣନାର ପଟାନ୍ତର ନହିଁ, ବର୍ଷକ ବାର ମାସ ମଧ୍ୟରୁ ୪ ଟି ମାସର ସବୁଠୁ ମହତ୍ଵ ରହିଛି । ତାହା କଣ କଣ ଅଟେ, ତାହା ହେଲା ଆ, କା, ମା, ବୈ ।


ଆ ରୁ ଆଷାଢ, କା ରୁ କାର୍ତ୍ତିକ, ମା ରୁ ମାଘ, ବୈ ରୁ ବୈଶାଖ । ଏହା ଆମ୍ର ଗୋଟିଏ ଲୋକ କଥା ରହିଛି । ବୈଶାଖ ମାସ ଗୋଟିଏ ଧର୍ମ ମାସ ଅଟେ । ହନୁମାନ ଓ ଭିନ୍ନ ଦେବାଦେବୀଙ୍କ ପାଖରେ ଝାମୁ ଯାତ୍ରାର ଆରମ୍ଭ ହୋଇଥାଏ । ଝାମୁ ବ୍ରତ ଯେଉଁମାନେ ମାସକ ପୂର୍ବରୁ ଆରମ୍ଭ କରିଥାନ୍ତି ସେମାନେ ଆଜି ଉଦଜାପାନ କରିଥାନ୍ତି । ଯାହାକୁ ପଟୁଆଗଡ ଯାତ୍ରା ବୋଲି କୁହାଯାଇଥାଏ । ଏହି ଯାତ୍ରାରେ ଶିବଙ୍କ ପାଖରେ ପୂଜା କରାଯାଇ ଥାଏ ଆଉ ଏହାକୁ ମଧ୍ୟ ଦଣ୍ଡ ପଟୁଆ ମଧ୍ୟ କୁହାଯାଇଥାଏ । ସୂର୍ଯ୍ୟ ଯେତେବେଳେ ଉଦୟ ହୋଇଛନ୍ତି ପ୍ରଭୁ ହନୁମାନ ସେତିକି ବେଳେ ଜନ୍ମ ହୋଇଛନ୍ତି । ହନୁମାନ ମହାରାଜଙ୍କର କାଉନସିବୀ ପଟାନ୍ତର ନାହିଁ ।


ସଙ୍କଟ ମୋଚକ ହନୁମାନକୁ ପ୍ରଭୁ ହନୁମାନ କହିଥିଲେକି ମୁଁ ପୃଥିବୀ ପୃଷ୍ଠକୁ ଆସିଲି ଆଉ ଗଲି କିନ୍ତୁ ମୋଠୁ ଅଧିକ ତୁମେ । ରାମ ହେଉଛନ୍ତି ନର ଆଉ ହନୁମାନ ହେଉଛନ୍ତି ବାନର । ରବଙ୍କ ନାମ ହେଉଛି ରଘୁବୀର ଆଉ ହନୁମାନଙ୍କ ନାମ ହେଉଛି ମହାବୀର । ଜଗତ ଜାକର ବୀର ରାମଙ୍କ ଠାରୁ ହନୁମାନ ଅଧିକ । ଲଙ୍କାକୁ ରାମ ମଧ୍ୟ ଯାଇଥିଲେ ହନୁମାନ ମଧ୍ୟ ଯାଇଥିଲେ । କିନ୍ତୁ ରାମ ଗଲେ ପଥର ବନ୍ଧ କରି ଆଉ ହନୁମାନ କଲେ ପଥର ବନ୍ଧ କରି । ରାମ ଗୋଟିଏ ଜାଗାରେ ଆଉ ହନୁମାନ ଚାରି ଜାଗାରେ ଅଛନ୍ତି ।


ଏହି ଶୁଭ ଦିନରେ କରନ୍ତୁ ହନୁମାନଙ୍କର ଗୋଟିଏ ରାମବାଣ ଉପାୟ । ଯାହାକୁ କାଲେ ଆପଣଙ୍କ ସବୁ ଦୁଖ କଷ୍ଟ ସହ ସବୁ ସମସ୍ଯା ମଧ୍ୟ ଦୂର ହେବ । ଏମିତି କୁହାଯାଏକି ଯେଉଁ ବ୍ୟକ୍ତି ହନୁମାନଙ୍କୁ ପ୍ରସନ୍ନ କରିବାରେ ସଫଲ ହୋଇଯାଇଥାଏ । ତାର ଦୁର୍ଭାଗ୍ୟ ସବୁ ଦିନ ପାଇଁ ଦୂର ହୋଇଯାଇଥାଏ । ହନୁମାନ ଜୟନ୍ତୀ ଦିନ ସକାଳୁ ଉଠି ଭଲ ଭାବେ ସ୍ନାନ କରି ଠାକୁର ଘରକୁ ଯାଇ ଗୋଟେ ଘିଅ ଦୀପ ଲଗାଇ ହନୁମାନଙ୍କ ପାଖରେ ହନୁମାନ ଚାଳିଶା ପାଠ କରିବେ । ଆଉ ଶେଷରେ ପ୍ରଭୁ ହନୁମାନଙ୍କର ଆଳତି କରିବେ । ଏହି ଦୁଇ ଦୁଇଟି ଧୂପ ଜାଲିଯାଇଥାଏ ତାପରେ ସେ ଧୂପର ପାଉନସକୁ ଆଣି ମୁଣ୍ଡରେ ଲଗାଇବେ ଆଉ ବେକରେ ଲଗାଇବେ ।

ଅନ୍ୟ ଉପାୟଟି ହେଉଛି ଯଦି ଆପଣ ହନୁମାନ ଜୟନ୍ତି ଦିନ ଏହି ଉପାୟଟି କରିବେ ତେବେ ବହୁତ ଶୁଭ ହୋଇଥାଏ । ତାହା ହେଉଛି ହନୁମାନ ଜୟନ୍ତୀ ଦିନ ସକାଳୁ ଉଠି ସ୍ନାନ କରି ଗୋଟିଏ ଓସ୍ତ ପତ୍ର ଆଣିବେ ଆଉ ତାକୁ ନେଇ ହନୁମାନ ଙ୍କ ପାଖରେ ରଖିବେ ସେଇ ପତ୍ର ଉପରେ ଟଙ୍କିକିଆ ମୁଦ୍ରା ରଖିବେ । ହଳଦୀ ଓ ସିନ୍ଦୁରର ଲେପ କରି ଗୋଟିଏ ଧୂପ କାଠି ମାଧ୍ୟମରେ ସେ କଏନ ଉପରେ ଓଂ ଆଙ୍କିବେ । ତାପରେ ଧୂପ ଦୀପ ଲଗାଇକି ଭଲରେ ପୂଜା କରିବେ ତା ପରେ ହନୁମାନ ଚାଳିଶା ପଢିବେ । ପଢୀ ସାରିବା ପରେ କର୍ପୂରରେ ଆଳତି କରନ୍ତୁ ହନୁମାନଙ୍କ ପାଖରେ ତାପରେ ଯାଇ ହନୁମାଙ୍କ ପାଖରେ ରଖିଥିବା ଓସ୍ତ ପତ୍ରକୁ ଦିତୀୟ ଆଳତି କରନ୍ତୁ । ପୂଜା ପରେ ସେଇ ଟଙ୍କାଟିକୁ ନେଉଆ ଯେଉଁଠି ଆପଣ ପଇସା ରଖୁଛନ୍ତି ସେଠାରେ ରଖିବେ ଆଉ ପତ୍ରକୁ ନେଇ ମାଟିରେ ପୋତି ଦେବେ ।

Leave a Reply

Your email address will not be published. Required fields are marked *