ପଣା ସଙ୍କ୍ରାନ୍ତି ପରଠାରୁ ଏହି ୬ ଟି ରାଶିକୁ ମିଳିବ ପ୍ରବଳ ଟଙ୍କା, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ?

ଯେପରିକି ଆମେ ସମସ୍ତ ଜାଣିଛୁ ପଣା ସଙ୍କ୍ରାନ୍ତି ସାରା ଓଡିଶାରେ ନବବର୍ଷ ଭାବରେ ପାଳନ କରାଯାଇଥାଏ । ଏହି ପଣା ସଙ୍କ୍ରାନ୍ତି ବା ମହାବିଷୁବ ସଙ୍କ୍ରାନ୍ତି ସାରା ଓଡିଶାରେ ବହୁତ ଆଡମ୍ବରର ସହିତ ପାଳନ କରାଯାଏ । କିନ୍ତୁ ବନ୍ଧୁଗଣ ଏହି ପଣା ସଙ୍କ୍ରାନ୍ତି ଦିନ ଗ୍ରହ ମାନଙ୍କ ଚଳନରେ ଗୋଟେ ବଡ ପରିବର୍ତନ ହେବାକୁ ଯାଉଛି । ଗ୍ରହ ମାନଙ୍କର ଏହି ପରିବର୍ତନ ହେତୁ କିଛି ରାସୀ ମାନଙ୍କ ଉପରେ ଏହାର ଭଲ ପ୍ରଭାବ ପଡିବ । ଆଉ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପଡିପାରେ ।  ଆଉ ଏହି ଗ୍ରହ ମାନଙ୍କର ପ୍ରଭାବ ହେତୁ ମଣିଷ ଜୀବନରେ ଖୁଶିର ଓ ଦୁଃଖର ଛାୟା ମଧ୍ୟ ପଡିଯାଇଥାଏ । କିନ୍ତୁ ଏହି ପଣା ସଙ୍କ୍ରାନ୍ତି ଦିନ ପରଠାରୁ ଏହି ୬ ଗୋଟି ରାଶିର ଭାଗ୍ଯ ଚମକିବାକୁ ଯାଉଛି ।


ତେବେ ଆସନ୍ତୁ ଜାଣିବା ଏହି ୬ ଗୋଟି ରାଶି ବିଷୟରେ । ଯେଉଁ ମାନଙ୍କର ଏହି ପଣା ସଙ୍କ୍ରାନ୍ତି ଠାରୁ ଭାଗ୍ୟ ଖୋଲିବା ପାଇଁ ଯାଉଛି । ଏମାନଙ୍କ ଭାଗ୍ୟରେ ପ୍ରବଳ ଟଙ୍କା ବର୍ଷା ହେବ । ଧନର ଅଭାବ ଏମାନଙ୍କ ଜୀବନରେ ଆଉ ରହିବା ନହିଁ । ଏମାନେ ଆଉ ଦୁଃଖ କଷ୍ଟରେ ଚଳିବେ ନହିଁ । ସବୁଆଡେ ଏମାନଙ୍କର ନାମ ପ୍ରଚାର ହେବ । ସବୁ କାର୍ଯ୍ୟରେ ଏମାନେ ସଫଳତା ପାଇପାରିବେ ।


କନ୍ୟା :- ଜୀବନରେ ରହିଥିବା ସମସ୍ତ ବାଧା ବିଘ୍ନ ଏଡାଇ ପାରିବେ ।ବିବାଦର ସମାଧାନ ହୋଇଯିବ ।  କଷ୍ଟ ଭୋଗିଲେ ମଧ୍ୟ ଆପଣ ଲାଭ ବାନ ହେବେ । ବନ୍ଧୁ ବିଛେଦ ଘଟି ପାରେ । କିନ୍ତୁ ଆପଣ ଏହାଦ୍ବାରା ଲାଭବାନ ହେବେ । ଆର୍ଥିକ ସହଯୋଗ ମିଳିପାରେ । ଯାତ୍ରା ଆଦିରେ ଲାଭବାନ ହୋଇପାରନ୍ତି । କାର୍ଯ୍ୟ ପ୍ରମଦା ବହୁଳ ହେବ । ବାଧ୍ୟତାର ବଶବର୍ତୀ ହୋଇ କୌଣସି କାମ କରିପାରନ୍ତି ।ବିରକ୍ତି ପ୍ରକାଶ କରିପାରନ୍ତି ।

ବୃଷ :-  ଏହି ବୃଷ ରାଶିର ବ୍ୟକ୍ତି ମାନଙ୍କର ଅଟକି ରହିଥିବା ସବୁ କାର୍ଯ୍ୟରେ ଆଗେଇ ଯିବେ । ଧନଲାଭ କରିପାରନ୍ତି । ଭୟରୁ ମୁକ୍ତି ମିଳିବ । ବହୁତ ଦିନର ଅନୁସନ୍ଧାନରେ ସଫଳ ହେବେ । ଯାତ୍ରାରେ କୌଣସି ବାଧା ବିଘ୍ନ ଏଡାଇ ପାରିବେ । ଗୃହ କାର୍ଯ୍ୟରେ ମନ ଦେବେ । ଶତ୍ରୁ କବଳରୁ ମୁକ୍ତି ମିଳିବ ।ପରିବେଶରେ  ପୁରା  ବଦଳି ଜୀବ ।ବାଧ୍ୟତାର ବଶବର୍ତୀ ହୋଇ କୌଣସି କାର୍ଯ୍ୟ କରିପାରନ୍ତି ।


ତୁଳା :- କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରନ୍ତି । ପାରିବାରିକ ଜୀବନ ସୁଖ ଦୁଃଖରେ  କଟିବ । ଚାକିରିରେ ଆସ ଜନକ ଫଳ ପାଇବ ।  ବ୍ୟବସାୟରେ ଅଗ୍ରଗତି ଘଟିବ ।  କର୍ମ ଚଞ୍ଚଳ ରହିବେ ।ସୁଖ ସନମାମ ମିଳିବ ।  ସାମୁହିକ କାର୍ଯ୍ୟରେ ସଫଳ ହୋଇବେ । ଆପଣଙ୍କ ସ୍ଵାସ୍ଥ୍ୟର ଅବସ୍ଥା ଠିକ ରହିବ ।

ମିଥୁନ :- ଏହି ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଦୀର୍ଘଦିନରୁ ଅପେକ୍ଷା କରିଥିବା କୌଣସି କାମରେ ସଫଳ ହେବେ । ବନ୍ଧୁ ବର୍ଗରେ ସଂମାନିତ ହେବେ । ସାହାର୍ଯ୍ୟ ସହଯୋଗ ମିଳିବ ।  ଦେବା ଦର୍ଶନରେ ଆନନ୍ଦ ପାଇବେ । ଅଶାନ୍ତିର ଅବସର ଘଟିବ । ବିଭିନ ଦିଗରେ ସୁଖ ମିଳିବ । ଖରଚ ବଢିବାରୁ ବ୍ୟସ୍ତ ହେବେ ।


ମେଷ :- କୌଣସି ବନ୍ଧୁ ମେଳରେ ଆନନ୍ଦ ପାଇବେ । ପରିବେଶରୁ ଲାଭବାନ ହେବେ । କାର୍ଯ୍ୟ ଦକ୍ଷତା ଲାଗି ସଂମାନିତ ହେବେ । ପାରିବାରିକ ଶୃଙ୍ଖଳା ଘଟିପାରେ । ସ୍ଵାସ୍ଥ୍ୟରେ ଉନ୍ନତି ଘଟିବ । ସମସ୍ତ କାର୍ଯ୍ୟରେ ଆଗେଇ ଯିବେ । ଉଦ୍ୟମରେ ସଫଳ ହେବେ ।

Leave a Reply

Your email address will not be published. Required fields are marked *