ଭାରତ କଳା ଦେଶ ଅଟେ, ଏଠି ଲୋକ କଳାକାର ହବାକୁ ବହୁତ ଇଛା କରନ୍ତି ଏହାର ମୁଖ୍ୟ କାରଣ କଳାକାର ମାନଙ୍କୁ ଦର୍ଶକ ଦେଖିବାକୁ ବହୁତ ପସନ୍ଦ କରନ୍ତି ଆଉ କଳାକାର ମାନଙ୍କୁ ସମ୍ମାନ ମଧ୍ୟ ବହୁତ କରା ଯାଇଥାଏ । ଯଦି ଆପଣ ଭଲ କାମ କରନ୍ତି ଆଉ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ତେବେ କିଛି ଦିନ ଭିତରେ ଆପଣ ପ୍ରସିଦ୍ଧ ହୋଇପାରିବେ କିନ୍ତୁ ଅନ୍ୟ ସବୁ କାମରେ ଆପଣଙ୍କୁ ସଫଳ ହବା ପାଇଁ ବହୁତ ସମୟ ଲାଗିଥାଏ । ତେବେ ଓଡିଶା ମଧ୍ୟ କଳା ରାଜ୍ୟ ଅଟେ ଏଠିକା ଲୋକ କଳାକାର ହବାକୁ ଇଛା କରନ୍ତି କିନ୍ତୁ ସମସ୍ତେ ସଫଳ ହୁଅନ୍ତି ନାହିଁ ।
ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହାନ କଳାକାର ବିଷୟରେ କହିବାକୁ ଯାଉଛୁ ଯିଏ ଓଡିଆ ଫିଲ୍ମ ଜଗତକୁ ବହୁତ କିଛି ଦେଇଛନ୍ତି । ତେବେ ଏହି ଦୁଇ ବର୍ଷ ହେଲା ବହୁତ କଳାକାର ଆମକୁ ଛାଡି ଚାଲି ଯାଇଛନ୍ତି, ଯାହା ଆମ ପାଇଁ ବହୁତ ବଡ ଦୁଃଖର ବିଷୟ, ତେବେ କଳାହାଣ୍ଡି ସ୍ଥିତ ୮୩ ବର୍ଷ ଲେଜେଣ୍ଡ ଲେଖକ, ନିର୍ଦେଶକ ଓ ଏକଡମିକ ପୁରସ୍କାର ପ୍ରାପ୍ତ ବଦ୍ରି ନାରାୟଣ ମହାପାତ୍ର । ବଦ୍ରି ନାରାୟଣ ବହୁତ ଚଳଚିତ୍ରରେ ମୁଖ୍ୟ ଅଭିନେତା ଭାବରେ କାମ ମଧ୍ୟ କରିଥିଲେ, ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନରେ ତାଙ୍କ ପାଇଁ ଗୋଟେ ଅନ୍ୟ ସ୍ଥାନ ରଖିଥିଲା ।
ଲୋକେ ତାଙ୍କ ଅଭିନୟ ପାଇଁ ବହୁତ ପ୍ରଶଂସା କରୁଥିଲେ ଆଉ ଅନ୍ୟ ଅଭିନେତା ମାନେ ତାଙ୍କ ଭଳି ଅଭିନୟ କରିବା ପାଇଁ ସବୁବେଳେ ପ୍ରୟାସ କରୁଥିଲେ । କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ବଦ୍ରି ନାରାୟଣ ବହୁତ ସୁପର ହିଟ ଫିଲ୍ମରେ ଅଭିନେତା ଭାବରେ କାମ କରିଛନ୍ତି ଯେମିତିକି ସମର୍ପଣ, ଜନ୍ମଦାତା ଆଉ ଅନ୍ୟ କେତେକ ଚଳଚିତ୍ରରେ ସେ ମୁଖ୍ୟ ଅଭିନେତା ଭାବରେ କାମ କରିଥିଲେ । ଆପଣଙ୍କୁ ଆମେ ଏହା କହିଦବାକୁ ଚାହୁଁଛୁ ଯେ ବଦ୍ରି ନାରାୟଣ ଯାତ୍ରାରେ ମଧ୍ୟ ବହୁତ ଭଲ ଅଭିନୟ କରିଛନ୍ତି ତାଙ୍କୁ ଦର୍ଶକ ଯାତ୍ରାରେ ଦେଖିବାକୁ ପସନ୍ଦ କରିଥାନ୍ତି ।
ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ସେ ବହୁତ ପରିଶ୍ରମ କରି ବହୁତ ଉପରକୁ ଉଠି ପାରିଛନ୍ତି । ତାଙ୍କୁ ଦର୍ଶକ ମାନେ ବହୁତ ଭଲ ପାଉଥିଲେ ତାଙ୍କ ନିର୍ଦେଶଣରେ ହୋଇଥିବା ଚଳଚିତ୍ର ବହୁତ ସୁନ୍ଦର ହଉଥିଲା କିନ୍ତୁ ଏବେ ଆମକୁ ତାହା ମଧ୍ୟ ଦେଖିବାକୁ ମିଳୁ ନାହିଁ । ତେବେ ତାଙ୍କ ଦେ-ହାନ୍ତ ପରେ ସମସ୍ତେ ବହୁତ ଦୁଃଖିତ ଅଛନ୍ତି ଆଉ ଆଲିଉଡ ଦୁନିଆରେ ଦୁଃଖ ଛାଇ ହୋଇଛି, ତେବେ ସମସ୍ତେ ତାଙ୍କ ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି ।