ଗୁରୁବାର 15 ଏପ୍ରିଲ ୨୦୨୧- ମା’ ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନଲାଭ 

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜିର ଦିନ ଭୁଲ ବୁଝାମଣା ଦୂର କରିବା ଓ ନିଜ ସମ୍ପର୍କ ଜୀବନର ଶକ୍ତିକୁ ନବୀନ କୃତ କରିବା ପାଇଁ ଏକଦମ ଠିକ ସମୟ ଅଟେ । ବିରୋଧୀ ପକ୍ଷ ଆଜି ଆପଣଙ୍କୁ ଭ୍ରମିତ କରିବାର ଚେଷ୍ଟା କରିବେ । ଅତିରିକ୍ତ ଆମଦାନୀ ଦ୍ଵାରା ମନ ଖୁସି ରହିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ବହୁତ ଭଲ ରହିଛି । ଠିକ ବୁଝି ବିଚାରୀ କାମ କରିବା ଦ୍ଵାରା ନିଜ ବିରୋଧୀ ମାନଙ୍କୁ ଶାନ୍ତ କରିବାରେ ସଫଳ ହେବେ ।

ବୃଷ :- ଆଜିର ଦିନ ସବୁ କ୍ଷେତ୍ରରେ ଲାଭ ଦାୟକ ହେବ । ନିଜ ଠିକ ପ୍ରମାଣିତ କରିବା ପ୍ରୟାସରେ ଆପଣ ଜିଦୀ ହୋଇବେ । ବ୍ୟାପାରରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବ ସୁଖମୟ ରହିବ । ଆଜି ଯଦି କିଆ କଥା କହୁଛି ତାର କଥାକୁ ଧ୍ୟାନର ସହିତ ଶୁଣନ୍ତୁ । ଏଥିରେ ଆପଣ ନିଜ ପାଇଁ ଅଧିକ ଜ୍ଞାନ ପ୍ରାପ୍ତ କରିବାରେ ସାହାର୍ଯ୍ୟ ମିଳିବ । ପ୍ରେମ ଜୀବନରେ ରୋମାନ୍ସ ଭରା ସମୟ ବିତାଇବାର ସୁଯୋଗ ମିଳିବ । ସ୍ୱାସ୍ଥ୍ୟ କମଜୋର ରହିବ । ଘର ପରିବରାର ଖୁସିକୁ ବନାଇ ରଖନ୍ତୁ ।

ମିଥୁନ :- ଆଜି ଆପଣଙ୍କ ଆତ୍ମବିଶ୍ଵାସ ଓ ସହଜ କାମ କାର୍ଯ୍ୟ ଆପଣଙ୍କୁ ଆରାମ ପାଇଁ ବହୁତ ସମୟ ମିଳିବ । ନବବିବାହିତ ଲୋକ ପାଇଁ ଆଜିର ଦିନ ବହୁତ ଭଲ ରହିବ । ପରିବାରରେ ସବୁ ଲୋକଙ୍କ ସହଯୋଗ ମିଳିବାରେ ନିଜ କାର୍ଯ୍ୟକୁ ପୁରା କରିବାରେ ସଫଳ ହେବେ । ସ୍ୱାସ୍ଥ୍ୟ ପାଇଁ ଆଜିରଦିନ ବହୁତ ଭଲ ରହିବ । କୌଣସି ବଡ ଯୋଜନା ଓ ବିଚାର ଜରିଆରେ ଆପଣଙ୍କ ଧ୍ୟାନ ଆକର୍ଷିତ କରିପାରିବେ ।

କର୍କଟ :- ଚାକିରିରେ କୌଣସି ନୂଆ ଅବସର ବା କାର୍ଯ୍ୟସ୍ଥଳରେ ପଦୋନ୍ନତି ମିଳିବାର ଆଶା ରହିଛି । ସମଯରେ ଆପଣଙ୍କ ସ୍ଥିତି ମଜଭୁତ ରହିବ । ଭାଗ୍ଯର ସୀତାରା ବୁଲନ୍ଦ ରହିବ। କାମ ମାମଲାରେ ଭଲ ଫଳ ମିଳିବ । ସ୍ୱାସ୍ଥ୍ୟ କମଜୋର ରହିବ । ପାର୍ଟି ବା ପିକନିକର ଆନନ୍ଦ ମିଳିବ । ରଚନାତ୍ମକ କାର୍ଯ୍ୟ ପୂର୍ଣା ହେବ । କାମରେ ମଜା ଆସିବ । ଦାମ୍ପତ୍ୟ ଜୀବନରେ ସମସ୍ଯା ଆସିପାରେ ।

ସିଂହ :- ଆଜି ଆପଣଙ୍କ ଜୀବନ୍ସାଥିର ସହଯୋଗ ଦ୍ଵାରା ଖୁସି ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ମହତ୍ଵ ପୂର୍ଣ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଅନୁକୂଳ ରହିବ । ଏହା ସହିତ ନିଜ ପ୍ରଜେକ୍ଟ ପୁରା କରିବାରେ ସଫଳ ହେବେ । କାର୍ଯ୍ୟରେ ପରିବାରର ସଦସ୍ୟଙ୍କର ସହଯୋଗ ପ୍ରାପ୍ତ ହେବ । ଲଭମେଟ ଜଣେ ଅନ୍ୟଜନଙ୍କ ଭାବନାକୁ ଗୁରୁତ୍ଵ ପୂର୍ଣ ଦେବେ । ଯେଉଁ ଲୋକ ଅବିବାହିତ ଅଛନ୍ତି ସେହି ଲୋକ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ ।

କନ୍ୟା :- ଲମ୍ବା ସମୟ ପାଇନାର୍ଥିକ ଯୋଜନା ପାଇଁ ଅନୁକୂଳ ଦିନ ଅଟେ । ଆପଣଙ୍କୁ ଅନ୍ୟ ଲୋକଙ୍କ ଏହା କହିବାର ଆବଶ୍ୟକ ରହିଛି । ଆପଣ କଣ ଭାବୁଛନ୍ତି ଆଉ ଆପଣଙ୍କ ବିଚାର କଣ ଅଛି । ଜୀବନ ସାଥୀଙ୍କୁ କିଛି ଫାଇଦା ମିଳିବ । ଆପଣ ନିଜ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ । ସ୍ଵାସ୍ଥ୍ୟରେ ଭଲମନ୍ଦ ଲାଗିରହିବ ।

ତୁଳା :- ଆଜି ଦେଇଥିବା ଧନ ଫେରିବାର ସମ୍ଭାବନା କମ ରହିଛି । ଯିଏ ବିଦେଶ ଯିବାର ବିଚାର କରୁଛନ୍ତି ତାଙ୍କର ବିଦେଶ ଯିବାର ଯୋଗ ବନୁଛି । ଗଭୀର ପାଣିକୁ ଜାଆନ୍ତୁ ନହିଁ, ଦୁର୍ଘଟଣାର ଯୋଗ ବନୁଛି । ଘର ପରିବାର ସମସ୍ଯା ସମାଧାନ ହେବ । ଆଜି ଜୀବନସାଥିର ନିକଟତାର ସୁଖ ପ୍ରାପ୍ତ ହେବ । ରାଜକୀୟ ସାହାର୍ଯ୍ୟ ମିଳିବ । ସୂର୍ଯ୍ୟାସ୍ତ ସମୟରେ ହଠାତ ଲାଭର ଯୋଗ ରହିଛି ।

ବିଛା :- ଆଜି ଆପଣ ନିଜ ପାରିବାରିକ ସଦସ୍ୟଙ୍କ ସହିତ ଭଲ ତାଳମେଲ ଆବଶ୍ୟକତା ପଡିପାରେ । ସମ୍ଭବ ହୋଇପାରେକି ଘରେ ଆପଣଙ୍କୁ ଦାୟିତ୍ଵହିନତା କାରଣରୁ ଆଲୋଚନାର ସାମ୍ନା କରିବାକୁ ପଡିବ । ସନ୍ତାନ ଭବିଷ୍ୟକୁ ନେଇ ଚିନ୍ତିତ ରହିବ । ଉତେଜନାରେ ଧ୍ୟାନ ରଖନ୍ତୁ । ପୁରୁଣା ରୋଗ ବାହାରି ପାରେ, ଧାର୍ଯ୍ୟ ରଖନ୍ତୁ । ଯଦି ଆପଣ ନିଜ ପ୍ରିୟକୁ ସମୟ ଦେବେ,ତେବେ ସେ ରାଗି ପାରନ୍ତି । ଜୀବନସାଥିର ମର୍ଜି ବିରୁଦ୍ଧରେ କୌଣସି ନିର୍ନୟ ନିଅନ୍ତୁ ନହିଁ ।

ଧନୁ :- କାମ କାର୍ଯ୍ୟରେ ଟିକେ ମୁସ୍କିଲ ପରେ ଆପଣଙ୍କୁ କିଛି ଭଲ ଦେଖିବାକୁ ମିଳିପାରେ । ସନ୍ତାନ ଙ୍କର ପ୍ରତି ଦାୟିତ୍ଵର ପୁରୁଣ ହେବ । ଚାକିରି କରିଥିବା ଲୋକଙ୍କୁ ପଦୋନ୍ନତି, ଆୟର ସ୍ରୋତରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ପରିବାର ପ୍ରତି ଆପଣଙ୍କର କଠୋର ନଜରିଆ ବଦଳିବାର ଆଶା ରହିଛି । ରୋକୀ ହୋଇଥିବା କାର୍ଯ୍ୟ ସମ୍ପର୍ଣ ହେବ । କୌଣସି ବଡ ସମସ୍ଯା ଦୂର ହେବ ।

ମକର :- ଧନ କମାଇବାର ଭଲସୂଯୋଗ ମିଳିବ । ଆପଣଙ୍କ ଲଗାଣ ଓ ପରିଶ୍ରମ ଲୋକ ଧ୍ୟାନ  ଦେବେ ଓ ଆଜି ଏହା ଦ୍ଵାରା ଆପଣଙ୍କୁ ବିତୀୟ ଲାଭ ମିଳିବ । ବ୍ୟାପାରୀ ନିଜ ଇଛିତ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବେ । ଚାକିରିରେ ପରାଧୀନତାର ଅଣୁଭା କରିବେ ।

କୁମ୍ଭ :- କାହାଠୁ ସହଯୋଗର ଆସା ରଖନ୍ତୁ ନହିଁ । ଅନ୍ୟର କଥାକୁ ବିଶ୍ଵାସ କରନ୍ତୁ ନାହିଁ । ବ୍ଯବସାୟିକ ଯୋଜନାର ଗତି ମିଳିବ । ଅସାଧ୍ୟ ବା ଜଟିଳ କାର୍ଯ୍ୟରେ ସାବଧାନ ରହିବେ । ରାଜ୍ୟ ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ଶୀଘ୍ରତା ବା ଭାବୁକତାରେ ନିଆ ଯାଇଥିବା ନିର୍ନୟ ଆଗକୁ ଯାଇକି ପସ୍ତେଇବାର କାରଣ ବନିବ ।

ମୀନ :- ଆଜି ବିନା ଭାବି ଚିନ୍ତି କୌଣସି କାମ କରନ୍ତୁ ନହିଁ । ରାଜନୈତିକ ମହତ୍ବକଙ୍ଖ୍ୟର ପୁର୍ତି ହେବ । ଆପଣ ସଫଳତା ପାଇବା ପାଇଁ କେବଳ କାମରେ ଏକାଗ୍ର ହୋଇ ବହୁତ ପରିଶ୍ରମର କରିବାର ଆବଶ୍ଯକ ରହିଛି । ନିୟମିତ ରୂପରେ ଯୋଗ ଓ ଧ୍ୟାନ ଲଗାନ୍ତୁ । ଯଦି କୌଣସି ବାହାରକୁ ଯୋଜନା ରହିଛି ଯାହା ସେଶ ସମୟ ପର୍ଯ୍ୟନ୍ତ ଫେରି ଯିବେ । ଛାତ୍ରଙ୍କୁ ସଫଳତା ମିଳିବ

Leave a Reply

Your email address will not be published. Required fields are marked *