ଆଜି ରାତିରେ ଏକ କାଗଜରେ ଏହି ତିନୋଟି ଅକ୍ଷର ଲେଖି ହନୁମାନଙ୍କ ପାଦ ତଳେ ଥୋଇ ଦିଅନ୍ତୁ, ହେବ ଏମିତି ଚମତ୍କାର କି ଯାହା ଦେଖି ଆପଣ ଚକିତ ରହିଯିବେ

ଧାର୍ମିକ ଶାସ୍ତ୍ର ଅନୁସାରେ କୁହା ଯାଇଛି କି ମଙ୍ଗଳବାର ହନୁମାନଙ୍କର ଦିନ ହୋଇଥାଏ । ଏଥି ପାଇଁ କୁହାଯାଏକି , ଯିଏ ଏହି ଦିନ ଭଲ ମନରେ ହନୁମାନ ଙ୍କର ପୂଜା କରିବ ତାର ସବୁ କଷ୍ଟ ଦୂର ହୋଇଯିବ । ଆମେ ଆପଣଙ୍କ ପାଇଁ ଏକ ଏମିତି ଉପାୟ ଆଣିଛୁ ଯାହା ଆପଣଙ୍କ ସମସ୍ୟାକୁ ଦୂର କରିଦେବ । ତେବେ କୌଣସି ଏକ ମଙ୍ଗଳବାର ଦିନ ଏହି ଉପାୟ କରନ୍ତୁ ଦେଖିବେ ଆପଣଙ୍କ ଭାଗ୍ୟ କେମିତି ପରିବର୍ତ୍ତନ ହେବ । ଏହି  ଉପାୟ କଣ ଆସନ୍ତୁ ଜାଣିବା ।

ଚାଲନ୍ତୁ ଜାଣିବା ଏହି ସେହି ସବୁ ଉପାୟ ବିଷୟରେ

ଏଥିରେ ସବୁଠୁ ପ୍ରଥମ ଉପାୟ ହେଉଛି ଯଦି ଆପଣ ଆସୁବିଧାରେ ଅଛନ୍ତି କି କୌଣସି ଆର୍ଥିକ ପରିସ୍ଥିତି ପାଇଁ ଚିନ୍ତାରେ ଅଛନ୍ତି ତାହେଲେ ଏହାକୁ ଦୂର କରିବା ପାଇଁ ସନ୍ଧ୍ଯା ସମୟରେ ପ୍ରଥମେ ସ୍ନାନ କରି ନିଅନ୍ତୁ । ଏହା ପରେ ଆପଣଙ୍କ ଘର ମନ୍ଦିରରେ ବସି ହନୁମାନ ଙ୍କର ଚାଳିଶା ପାଠ କରନ୍ତୁ ଏବଂ ହନୁମାନଙ୍କୁ ସ୍ମରଣ କରନ୍ତୁ । ଏହା ପରେ ଏକେ ଧଳା କାଗଜ ନିଅନ୍ତୁ ଏବଂ ତା ଉପରେ ୩୦୭ ନମ୍ବର ଲେଖିଦିଅନ୍ତୁ । ପୁଣି ଏହି ଚିଠିକୁ ହନୁମାନଙ୍କର ପାଦ ତଳେ ରଖିଦିଅନ୍ତୁ । ଏହା ପରେ ହାତ ଯୋଡି ହନୁମାନଙ୍କୁ ନିଜର ମନକ୍ସାମନା ଜଣାଇଦିଅନ୍ତୁ ।

ତାପରେ ସେହି କାଗଜକୁ ଆପଣ ଆପଣଙ୍କ ଆଲମାରୀରେ ରଖିଦିଅନ୍ତୁ । ଏହି ଉପାୟ ଆପଣଙ୍କୁ କେବଳ ମଙ୍ଗଳବାର ଦିନ କରିବାକୁ ହେବ ଏବଂ ବିଶ୍ବାସ କରନ୍ତୁ ଏହି ଉପାୟ ନିଜର ଆସାର ଏତେ ଜଲ୍ଦି ପକାଇଥାଏ କି ଆପଣ ବିଶ୍ବାସ ବି କରିପାରିବେ ନାହିଁ । ଦିତୀୟ ଉପାୟ ଆନୁସାରେ ଆପଣ ସାତଟି ନଡିଆ କୁ ଆଣି ଆପଣଙ୍କ ମୁଣ୍ଡରେ ଲଗାନ୍ତୁ । ଏହା ପରେ ଏହି ସବୁ ନଡିଆକୁ ହନୁମାନ ଙ୍କ ସାମ୍ନାରେ ଫଟାନ୍ତୁ ଏବଂ ଏହା ସହିତ ହନୁମାନ ଙ୍କ ସାମ୍ନାରେ ହାତ ଯୋଡି ଆପଣଙ୍କର ସମସ୍ଯା ବିଷୟରେ ଜଣାନ୍ତୁ । ଏହି ଉପାୟ ମନଧ୍ୟା ଆପଣଙ୍କୁ ମଙ୍ଗଳ ବାର ଦିନ କରିବାକୁ ହେବ ।

ଏହା ଛଡା ମଙ୍ଗଳ ବାର ଦିନ ସନ୍ଧ୍ୟାରେ ତୁଲସୀ ସାମ୍ନାରେ ଘିଅ ଦୀପ ଜାଳାଇଲେ ବି ମନଶସ୍କାମନା ପୂର୍ଣ୍ଣ ହୋଇଥାଏ । ସେହି ମଙ୍ଗଳ ବାର ଦିନ ସନ୍ଧ୍ୟାରେ ସିବା ମନ୍ଦିର ଯାଇ ସେଠାରେ ଘିଅ ଦୀପ ଜଳାଇଲେ ମନସ୍କାମନା ବି ପୂର୍ଣ୍ଣ ହୋଇଥାଏ । ଆମେ ପ୍ରାଥନା କରୁଛୁ କି ଆପଣଙ୍କ କେବଳ ଆଜି ନୁହେଁ ବରଂ ସବୁଦିନ ଆପଣଙ୍କ ପାଇଁ ମଙ୍ଗଳ ମୟ ହେଉ ।

Leave a Reply

Your email address will not be published. Required fields are marked *