ଆଜି ପୁଣି ଭୟଙ୍କର ଶସ୍ତା ହେଲା ସୁନା, କମିଲା ଏତେ ଟଙ୍କା- Today Gold Rate

ସୁନା କୌଣସି ଶୁଭ କାର୍ଯ୍ୟ ପାଇଁ ରଖା ଯାଇଥାଏ, ତେବେ ଧନ ଲକ୍ଷ୍ମୀଙ୍କୁ ସୁନା ଆଭୁଷଣ ବହୁତ ପସନ୍ଦ ହୋଇଥାଏ, ତେବେ ମହିଳାଙ୍କୁ ସୁନା ବହୁତ ପ୍ରିୟ ହୋଇଥାଏ । ଆଜି ମାସର ଏହି ସପ୍ତାହରେ ମଧ୍ୟ ଉଭୟ ସୁନା ଓ ରୂପା ଦାମରେ ହ୍ରାସ ଦେଖିବାକୁ ମିଳିଛି । ତେବେ ଇଣ୍ଟର ନେସନଲ ମାର୍କେଟରେ ସୁନା ଦାମ କମିବାରୁ ଘରୋଇ ବାଜାରେ ମଧ୍ୟ ସୁନା ଦାମ ଖସିବାକୁ ଲାଗିଛି । ଆଜି ଦିଲ୍ଲୀ ବଜାରରେ ସୁନା ଦାମ ୫୦୦ ଠାରୁ ଅଧିକ କମିଛି ।

ତେବେ ଖବର ଅନୁଯାଇ କିଲୋ ପଛରେ ରୂପା ଦାମ ମଧ୍ୟ ୧୬୦୦ ଟଙ୍କା କମ ହୋଇଛି । ବିଶେଶ୍ଜ୍ଞ ମାନଙ୍କ କହିବା ଅନୁଯାଇ କରୋନା ଭାଇରସ ଭ୍ୟାକ୍ସିନ ବାହାରିବାରେ ବିଳମ୍ବ ଘଟିଲେ ମଧ୍ୟ ଲୋକଙ୍କ ମନରେ ଚିକିତ୍ସାକୁ ନେଇ ସକାରାତ୍ମକ ଭାବନା ଦେଖିବାକୁ ମିଳିଛି ।

Image Courtesy: Google

ଏଥିପାଇଁ ଆମେରିକା ଓ ଏସିଆ ବଜାରରେ ଓଷା ପରିଲିଖିତ ହୋଇଛି । ତେବେ ଆସନ୍ତୁ ଜାଣିବା ଆଜିର ସୁନା ଦାମ ୨୨ ଓ ୨୪ ଉଭୟ କ୍ୟାରେଟରେ କେତେ କମ ଅଛି । ତେବେ ଭାରତ ଅନୁଯାଇ ସୁନା ଦାମ କିଛି ଏହି ପ୍ରକାର ଅଛି ୧୮ କ୍ୟାରେଟ ସୁନା ଦାମ ୪୪,୫୩୦ଟଙ୍କା ବର୍ତମାନରେ ଚାଲିଛି, ଏହା ପରେ ୨୨ କ୍ୟାରେଟ ୪୫,୬୦୦ ଟଙ୍କା ଅଛି ଓ ୨୪ କ୍ୟାରେଟ ସୁନା ଦାମ ବର୍ତମାନରେ ୫୦,୫୨୦ଚାଲିଛି ତେବେ ଏହା ବର୍ତ୍ତମାନ ଦାମ ଅନୁଯାଇ ଆମେ ଆପଣଙ୍କୁ ସୂଚନା ଦେଇଅଛୁ ।

Image Courtesy: Google

ଯଦି ଆମ ରାଜଧାନୀ ଭୁବନେଶ୍ବରରେ ବର୍ତ୍ତମାନର ସୁନା ରେଟ ଦେଖିବା ତେବେ ଏହା ଗତକାଲି ୬୫୦ ଟଙ୍କା କମିଯାଇଛି ଓ ବର୍ତମାନ ଏହି ଦାମ ଚାଲିଛି । ତେବେ ବର୍ତମାନ ଭୁବନେଶ୍ଵରରେ ପ୍ରତି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦାମ ୪୫,୬୧୦ ଟଙ୍କା ଚାଲିଛି ଏବଂ ୨୪ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପିଛା ୪୯,୭୫୦ ଅଛି । ଲଗାତର ଗତ ୨ ଦିନରେ ସୁନା ଦାମ ୧୭୦୦ ଟଙ୍କା ହ୍ରାସ ପାଇଛି । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ରୂପା ଦାମ କମିଯାଇ ୫୭ହଜାର ହୋଇଯାଇଛି ।

Image Courtesy: Google

ତେବେ ସୁନା ଓ ରୂପା ଦାମ କୋରୋନା ଆରମ୍ଭ ଠାରୁ କେବଳ ବଢି ବଢି ଯାଇଥିଲା କିନ୍ତୁ ବର୍ତମାନ ଇଣ୍ଟରନେସନଲ ମାର୍କେଟରେ ଦାମ କମିବାରୁ ଭାରତରେ ମଧ୍ୟ ସୁନା ଓ ରୂପା ଦାମ କମିଯାଇଛି ଯାହା ପରେ ଲୋକଙ୍କୁ ସୁନା କିଣିବା ପାଇଁ ସୁବିଧା ହୋଇଛି ଓ ଲୋକେ ନିଜ ଇଛା ଅନୁଯାଇ ସୁନା କିଣିବାକୁ ପସନ୍ଦ କରୁଛନ୍ତି ତେବେ ବିଶେଷଜ୍ଞ କହିବା ଅନୁଯାଇ କରୋନା ବଢିଲେ ମଧ୍ୟ ଏହାର ଚିକିତ୍ସା ଭଲ ଚାଲିଛି ସେଥିପାଇଁ ସୁନା ଦାମ କମିବାକୁ ଲାଗୁଛି, ତେବେ ଆସନ୍ତା ଖବର ଅନୁଯାଇ ଏହା ଜଣା ପଡିବ ଯେ ଆଗକୁ ଏହା କମିବ କି ବଢିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *