ଆପଣଙ୍କ ଶୋଇବା ପୋଜିସନ ଦ୍ଵାରା ଏହା ଜଣା ପଡିଥାଏ ଯେ ଆପଣ କେମିତି Character ର ବ୍ୟକ୍ତି ଅଟନ୍ତି 

ନିଦ ପାଇଁ ବହୁତ ଆବଶ୍ୟକ ହୋଇଥାଏ ଆଉ ଏହି ନିଦ ଅଧିକ ବା କମ ହବା ଦ୍ଵାରା ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । କୁହା ଯାଇଛି ଯେ ମଣିଷ ଯେଉଁ ଅବସ୍ଥାରେ ସୋଇଥାଏ ତାହା ଦ୍ଵାରା ତା ମନ ଚିନ୍ତା ଆଉ ଭାବନା ବିଷୟରେ ଜାଣିବା ସହଜ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ଡକ୍ଟର ମାନଙ୍କ କହିବା ଅନୁଯାଇ ମଣିଷକୁ ୮ ଘଣ୍ଟା ଠାରୁ କମ ବା ୮ ଘଣ୍ଟା ଠାରୁ ଅଧିକ ଶୋଇବା ଉଚିତ ହୋଇନଥାଏ ସେଥିପାଇଁ ଏହି ଭଳି ଭୁଲ କେବେ କରନ୍ତୁ ନାହିଁ । ଏହା ଛଡା ଶୋଇଲା ବେଳେ ପାଣି ସେବନ କରିବା ଉଚିତ ସେଥିପାଇଁ ରାତିରେ ନିଦ ଭାଙ୍ଗିଲେ ପାଣି ସେବନ ଅବଶ୍ୟ କରନ୍ତୁ ।

୧. ଯଦି ଆପଣ ଏହି ଭଳି ସୋଇଥାନ୍ତି, ତେବେ ଏହା ବହୁତ ଖରାପ ଅଟେ କାହିଁକିନା ଏହା ଦ୍ଵାରା ଆପଣଙ୍କ ସ୍ପାଇନାଲ କର୍ଡ ଉପରେ ବହୁତ ପ୍ରଭାବ ପଡିଥାଏ ଆଉ ଆପଣଙ୍କ ମେରୁଦଣ୍ଡ ଟେଢା ହୋଇଥାଏ । ପ୍ରାୟତଃ ମହିଳା ମାନେ ଏହି ଅବସ୍ଥାରେ ଶୋଇବା ପସନ୍ଦ କରନ୍ତି, ଏହି ଭଳି ସୌଥିବା ମହିଳା ବହୁତ ଭାଉକ ସ୍ଵଭାବର ହୋଇଥାନ୍ତି ସେ ସବୁବେଳେ ଅନ୍ୟ ମାନାଙ୍କୁ ନିଜ ମନ ଅନୁଯାଇ କାର୍ଯ୍ୟ କରିବାକୁ ଇଛା କରନ୍ତି । ସେ ସବୁବେଳେ ଏହା ଭାବନ୍ତି ଯେ ତାଙ୍କୁ କେହି ଜଣେ ରକ୍ଷା କରୁ ।

୨. ଏହି ଅବସ୍ତାରେ ସୌଥିବା ବ୍ୟକ୍ତିଙ୍କୁ କେବେ ଏସିଡିଟି ଅସୁବିଧା ହୋଇ ନଥାଏ । ଏହି ଭଳି ଲୋକଙ୍କୁ ପିଠି ଦରଜ ସମସ୍ୟା ହୋଇଥାଏ କିନ୍ତୁ ତାହା ବି କମ, ଯଦି ଏହି ଭଳି ଲୋକଙ୍କ ବ୍ୟବହାର ଆପଣ ଜାଣିବାକୁ ଚାହାନ୍ତି ତେବେ କୁହା ଯାଇଛି ଯେ ଏହି ଭଳି ଲୋକ ଅନ୍ୟ ମାନଙ୍କ ଉପରେ ବହୁତ ସହଜରେ ଭରସା କରିଥାନ୍ତି । ଏହି ଭଳି ଲୋକ ଅନ୍ୟ ମାନଙ୍କ ସହ ବହୁତ ଶୀଘ୍ର ମିଶି ଯାଇଥାନ୍ତି ଆଉ ନିଜ ଜୀବନରେ ଆସିଥିବା ସମସ୍ୟା ବିଷୟରେ କାହାକୁ କିଛି କୁହନ୍ତି ନାହିଁ, ଏହି ଭଳି ଲୋକଙ୍କୁ ନିଜ କମ ସମୟ ଅନୁଯାଇ କରିବା ପସନ୍ଦ କରିଥାନ୍ତି ।

୩. ଏହି ଅବସ୍ଥାରେ ସୌଥିବା ବ୍ୟକ୍ତିଙ୍କ ମନରେ ବହୁତ ଆତ୍ମ ବିଶ୍ଵାସ ରହିଥାଏ ଏହି ଭଳି ଲୋକ ତାଙ୍କ ଜୀବନରେ କିଛି ବି କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି, ଏହି ଭଳି ଲୋକ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଆଉ ଶାନ୍ତି ସହ ନିଜ କାମ କରିବା ପସନ୍ଦ କରିଥାନ୍ତି ।

୪. ଏହି ଅବସ୍ଥାରେ ସୌଥିବା ବ୍ୟକ୍ତି ଅନ୍ୟ ମାନଙ୍କୁ ବହୁତ ସମ୍ମାନ କରନ୍ତି ଆଉ ଅନ୍ୟ ମାନଙ୍କ ଠାରୁ କେବଳ ସମ୍ମାନ ପାଇବା ଆସା ରଖନ୍ତି କିନ୍ତୁ ଯଦି କେହି ତାଙ୍କ ସମ୍ମାନ କରି ନଥାଏ ତେବେ ସେ ସମୟ ଆସିଲେ ସେହି ଲୋକ ଠାରୁ ବଦଲା ମଧ୍ୟ ନେଇଥାନ୍ତି ।

୫. ଏହି ଭଳି ବ୍ୟକ୍ତି ସମସ୍ତଙ୍କ ସହ ବହୁତ ଭଲ ବ୍ୟବହାର କରନ୍ତି ଆଉ ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ କାହାକୁ କିଛି କୁହନ୍ତି ନାହିଁ । ଏହି ଭଳି ଲୋକ ଯେଉଁ ଜାଗା ହେଲେ ମଧ୍ୟ ଏଡଯଷ୍ଟ କରିବା ଶିଖି ଯାନ୍ତି ଆଉ ଅନ୍ୟ ମାନଙ୍କୁ କଷ୍ଟ ଦିଅନ୍ତି ନାହିଁ ।

୬. ଏହି ଷ୍ଠୀରେ ସୌଥିବା ବ୍ୟକ୍ତି ସମସ୍ତଙ୍କ କଥା ବହୁତ ଧାର୍ଯ୍ୟ ସହ ସୁନିଠାନ୍ତି ସେଥିପାଇଁ ଲୋକ ତାଙ୍କୁ ନିଜ ମନ କଥା କହିବାକୁ ପସନ୍ଦ କରନ୍ତି ଆଉ ଏହି କାରଣରୁ ତାଙ୍କର ବହୁତ ସାଙ୍ଗ ମଧ୍ୟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *