କଣ ଆପଣଙ୍କ ମୋବାଇଲରେ ବି ଅଛି କି ଏହି ୮ଟି ଆପ୍? ତେବେ ତୁରନ୍ତୁ କରିଦିଅନ୍ତୁ ଡିଲିଟ୍, ନଚେତ ସବୁ ତଥ୍ୟ ହୋଇଯିବ ଚୋରି

ବନ୍ଧୁଗଣ, ଆଜିର ଆଧୁନିକ ତଥା କମ୍ପ୍ୟୁଟର ଯୁଗରେ ଘରେ ଘରେ ଅଥବା ପ୍ରତ୍ୟକ ବ୍ୟକ୍ତିଙ୍କ ପାଖରେ ମୋବାଇଲ ଫୋନ ରହିଅଛି । ବନ୍ଧୁଗଣ ବର୍ତ୍ତମାନ ଦିନରେ ମୋବାଇଲ ଫୋନ ସମସ୍ତଙ୍କ ଆବଶ୍ୟକ ହୋଇ ଯାଇଛି । ଏହି ମୋବାଇଲ ଫୋନ ଦ୍ଵାରା ଆମ୍ଭେ ମାନେ ସମସ୍ତ କାର୍ଯ୍ୟ କରିପାରୁଛୁ । ଯେପରିକି ମୋବାଇଲ ଫୋନ ରେ ସମସ୍ତଙ୍କ କଣ୍ଟାକ୍ଟ, ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଆମ୍ଭେ ନିଜ ମୋବାଇଲ ଫୋନ

ରେ ଖୋଲି ସେଥିରେ ଧନରାଶି ଆଦାନ ପ୍ରଦାନ କରି ପାରୁଛୁ । ବନ୍ଧୁଗଣ ଏହା ବ୍ୟତୀତ ବହୁତ ଅଭଳି କାର୍ଯ୍ୟ ରହିଅଛି ଯାହା କେବଳ ମୋବାଇଲ ଫୋନ ମାଧ୍ୟମରେ ସମ୍ଭବ ହୋଇ ପାରୁଅଛି । ବନ୍ଧୁଗଣ ମାତ୍ର ଆମ୍ଭ ମାନଙ୍କୁ ଏଭଳି ଏକ ସୂଚନା ମିଳିଛି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଆପଣଙ୍କ ମୋବାଇଲ ଫୋନ ରେ ରହିଅଛି କି ଏହି ୮ ଟି ଆପ ? ଯଦି ରହିଅଛି ତେବେ ତୁରନ୍ତ ଏହାକୁ ଡିଲେଟ କରି ଦିଅନ୍ତୁ । ପୁଣି ଥରେ ପ୍ରତ୍ୟାବର୍ତନ କରିଅଛି “ଯୋକର ମାଲ୍ୟୁୱେର” । ବନ୍ଧୁଗଣ କ୍ଵିକିଲ ଶିକୁରିଟି ଲ୍ୟାବ ର ଗବେଷକ ମାନେ ଗୁଗୁଲ ପ୍ଲେ ଷ୍ଟୋର ରୁ ୮ ଟି ଆପ ପାଇଛନ୍ତି । ଯେଉଁଥିରେ “ଯୋକର ମାଲ୍ୟୁୱେର” ମିଳିଛି । ବନ୍ଧୁଗଣ ଗବେଷକ ମାନେ କହିଛନ୍ତି ଯେ, ଯଦି ଆପଣଙ୍କ ମୋବାଇଲ ଫୋନ ରେ ଏହି ୮ ଟି ଆପ ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ଆପ ରହିଛି ତେଣୁ ତୁରନ୍ତ ଏହାକୁ ଡିଲେଟ କରି ଦିଅନ୍ତୁ ।

ବନ୍ଧୁଗଣ “ଯୋକର ମାଲ୍ୟୁୱେର” ହେଉଛି ସବୁଠାରୁ ବିପଦ ଜନକ “ମାଲ୍ୟୁୱେର” । ବନ୍ଧୁଗଣ “ଯୋକର ମାଲ୍ୟୁୱେର” ଏକ ଏମିତି ଏକ ଭାଇରସ ଯାହା ପ୍ରତି ମାସରେ ଗୁଗୁଲ ପ୍ଲେ ଷ୍ଟୋର କୁ ଫେରିବାକୁ ରାସ୍ତା ଖୋଜି ସଫଳ ହୋଇଯାଏ ।

ଏହି ଭାଇରସ ଆପଣଙ୍କ ତଥ୍ୟ ଚୋରୀ କରିନେଇଥାଏ । ଏମିତି ତଥ୍ୟ ଯେଉଁଥିରେ ରହିଥାଏ ଆପଣଙ୍କ s-m-s, ଡିଭାଇସ ଡିଟେଲ୍ସ ତଥା O-T-P ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବନ୍ଧୁଗଣ ଯଦିଓ ଗୁଗୁଲ ଏହି ଆପ ଗୁଡିକୁ ଗୁଗୁଲପ୍ଲେ ଷ୍ଟୋର ରୁ ଡିଲେଟ କରିଦେଇଛି ମାତ୍ର ଏହା ଯଦି ଆପଣଙ୍କ ଦ୍ଵାରା ଡାଉନଲୋଡ କରିଛନ୍ତି । ମାତ୍ର ଏହା ଆପଣଙ୍କ ଫୋନ ରେ ସେ ପର୍ଯ୍ୟନ୍ତ ରହିବ ଯେ, ପର୍ଯ୍ୟନ୍ତ ଆପଣ ଏହାକୁ ଡିଲେଟ କରିଦେଇ ନାହାନ୍ତି ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ସେହି ୮ ଟି ଆପ ମାନଙ୍କ ସମ୍ବନ୍ଧରେ,- ଅକ୍ସିଲିୟାରି ମେସେଜ, ଫାଷ୍ଟ ମ୍ୟାଜିକ sms, ତ୍ରୀସ୍କାମ ସ୍କାନର, ସୁପର ମେସେଜ, ଏଲିମେଣ୍ଟ୍ସ ସ୍କାନର, go ମେସେଜ, ଟ୍ରାଭେଲ୍ସ wal-lpa-per, ଏବଂ ସୁପର s-m-s ବନ୍ଧୁଗଣ ଯଦି ଏହି ଆପ ମାନଙ୍କ ମଧ୍ୟରୁ ଆପଣଙ୍କ ଫୋନ ରେ ଉପସ୍ଥିତ ଅଛି ତେବେ ଆପଣ ଏହାକୁ ତୁରନ୍ତ ଡିଲେଟ କରି ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *