ବନ୍ଧୁଗଣ, ଆଜିର ଆଧୁନିକ ତଥା କମ୍ପ୍ୟୁଟର ଯୁଗରେ ଘରେ ଘରେ ଅଥବା ପ୍ରତ୍ୟକ ବ୍ୟକ୍ତିଙ୍କ ପାଖରେ ମୋବାଇଲ ଫୋନ ରହିଅଛି । ବନ୍ଧୁଗଣ ବର୍ତ୍ତମାନ ଦିନରେ ମୋବାଇଲ ଫୋନ ସମସ୍ତଙ୍କ ଆବଶ୍ୟକ ହୋଇ ଯାଇଛି । ଏହି ମୋବାଇଲ ଫୋନ ଦ୍ଵାରା ଆମ୍ଭେ ମାନେ ସମସ୍ତ କାର୍ଯ୍ୟ କରିପାରୁଛୁ । ଯେପରିକି ମୋବାଇଲ ଫୋନ ରେ ସମସ୍ତଙ୍କ କଣ୍ଟାକ୍ଟ, ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଆମ୍ଭେ ନିଜ ମୋବାଇଲ ଫୋନ
ରେ ଖୋଲି ସେଥିରେ ଧନରାଶି ଆଦାନ ପ୍ରଦାନ କରି ପାରୁଛୁ । ବନ୍ଧୁଗଣ ଏହା ବ୍ୟତୀତ ବହୁତ ଅଭଳି କାର୍ଯ୍ୟ ରହିଅଛି ଯାହା କେବଳ ମୋବାଇଲ ଫୋନ ମାଧ୍ୟମରେ ସମ୍ଭବ ହୋଇ ପାରୁଅଛି । ବନ୍ଧୁଗଣ ମାତ୍ର ଆମ୍ଭ ମାନଙ୍କୁ ଏଭଳି ଏକ ସୂଚନା ମିଳିଛି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।
ବନ୍ଧୁଗଣ ଆପଣଙ୍କ ମୋବାଇଲ ଫୋନ ରେ ରହିଅଛି କି ଏହି ୮ ଟି ଆପ ? ଯଦି ରହିଅଛି ତେବେ ତୁରନ୍ତ ଏହାକୁ ଡିଲେଟ କରି ଦିଅନ୍ତୁ । ପୁଣି ଥରେ ପ୍ରତ୍ୟାବର୍ତନ କରିଅଛି “ଯୋକର ମାଲ୍ୟୁୱେର” । ବନ୍ଧୁଗଣ କ୍ଵିକିଲ ଶିକୁରିଟି ଲ୍ୟାବ ର ଗବେଷକ ମାନେ ଗୁଗୁଲ ପ୍ଲେ ଷ୍ଟୋର ରୁ ୮ ଟି ଆପ ପାଇଛନ୍ତି । ଯେଉଁଥିରେ “ଯୋକର ମାଲ୍ୟୁୱେର” ମିଳିଛି । ବନ୍ଧୁଗଣ ଗବେଷକ ମାନେ କହିଛନ୍ତି ଯେ, ଯଦି ଆପଣଙ୍କ ମୋବାଇଲ ଫୋନ ରେ ଏହି ୮ ଟି ଆପ ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ଆପ ରହିଛି ତେଣୁ ତୁରନ୍ତ ଏହାକୁ ଡିଲେଟ କରି ଦିଅନ୍ତୁ ।
ବନ୍ଧୁଗଣ “ଯୋକର ମାଲ୍ୟୁୱେର” ହେଉଛି ସବୁଠାରୁ ବିପଦ ଜନକ “ମାଲ୍ୟୁୱେର” । ବନ୍ଧୁଗଣ “ଯୋକର ମାଲ୍ୟୁୱେର” ଏକ ଏମିତି ଏକ ଭାଇରସ ଯାହା ପ୍ରତି ମାସରେ ଗୁଗୁଲ ପ୍ଲେ ଷ୍ଟୋର କୁ ଫେରିବାକୁ ରାସ୍ତା ଖୋଜି ସଫଳ ହୋଇଯାଏ ।
ଏହି ଭାଇରସ ଆପଣଙ୍କ ତଥ୍ୟ ଚୋରୀ କରିନେଇଥାଏ । ଏମିତି ତଥ୍ୟ ଯେଉଁଥିରେ ରହିଥାଏ ଆପଣଙ୍କ s-m-s, ଡିଭାଇସ ଡିଟେଲ୍ସ ତଥା O-T-P ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବନ୍ଧୁଗଣ ଯଦିଓ ଗୁଗୁଲ ଏହି ଆପ ଗୁଡିକୁ ଗୁଗୁଲପ୍ଲେ ଷ୍ଟୋର ରୁ ଡିଲେଟ କରିଦେଇଛି ମାତ୍ର ଏହା ଯଦି ଆପଣଙ୍କ ଦ୍ଵାରା ଡାଉନଲୋଡ କରିଛନ୍ତି । ମାତ୍ର ଏହା ଆପଣଙ୍କ ଫୋନ ରେ ସେ ପର୍ଯ୍ୟନ୍ତ ରହିବ ଯେ, ପର୍ଯ୍ୟନ୍ତ ଆପଣ ଏହାକୁ ଡିଲେଟ କରିଦେଇ ନାହାନ୍ତି ।
ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ସେହି ୮ ଟି ଆପ ମାନଙ୍କ ସମ୍ବନ୍ଧରେ,- ଅକ୍ସିଲିୟାରି ମେସେଜ, ଫାଷ୍ଟ ମ୍ୟାଜିକ sms, ତ୍ରୀସ୍କାମ ସ୍କାନର, ସୁପର ମେସେଜ, ଏଲିମେଣ୍ଟ୍ସ ସ୍କାନର, go ମେସେଜ, ଟ୍ରାଭେଲ୍ସ wal-lpa-per, ଏବଂ ସୁପର s-m-s ବନ୍ଧୁଗଣ ଯଦି ଏହି ଆପ ମାନଙ୍କ ମଧ୍ୟରୁ ଆପଣଙ୍କ ଫୋନ ରେ ଉପସ୍ଥିତ ଅଛି ତେବେ ଆପଣ ଏହାକୁ ତୁରନ୍ତ ଡିଲେଟ କରି ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।