ଏହି ଦୁଇ ଜଣଙ୍କ ପ୍ରେମ କାହାଣୀ ଏବେ ନିଆଁ ପରି ହେଉଛି ଭାଇରାଲ, କାରଣ ଜାଣି ବିଶ୍ଵାସ ହେବନି, ଦେଖନ୍ତୁ Video

ପ୍ରେମ ଏକ ଏମିତି ଅନୁଭବ ଅଟେ ଯାହା ଥରେ ଯଦି କାହାକୁ ହୋଇଯାଏ ତେବେ ନିଜର ସାଥି ପାଇଁ ସେହି ପୁରୁଷ କିମ୍ବା ମହିଳା ସାତ ସମୁଦ୍ର ପାର କରି ବି ଚାଲି ଆସେ । କାରଣ ଭଲ ପାଇବାର ଶ-କ୍ତି ହିଁ ଏହିଭଳି କିଛି ହୋଇଥାଏ କି ବେଳେ ବେଳେ ପୁଅ କିମ୍ବା ଝିଅ ନିଜ ଘର ଲୋକମାନଙ୍କ ବି-ରୁ-ଦ୍ଧ-ରେ ମଧ୍ୟ ଛି-ଡା ହୋଇଯାଏ । କିନ୍ତୁ କେତେକ ମା-ମ-ଲାରେ ତ ପୁଅ ଝିଅଙ୍କୁ ସେମାନଙ୍କର ଜୀବନସାଥି ମିଳି

ଯାଆନ୍ତି ତ କେତେକ କ୍ଷେତ୍ରରେ ସେମାନେ ସବୁଦିନ ପାଇଁ ଅଲଗା ହୋଇ ଯାଆନ୍ତି । କିନ୍ତୁ ଭୁବନେଶ୍ଵରର ଏହିଭଳି କିଛି ମା-ମ-ଲା ଦେଖିବାକୁ ମିଳିଛି । କିନ୍ତୁ ଏଠି କାହାଣୀର ସମାପ୍ତ ପୁଅ ଓ ଝିଅ ସପକ୍ଷରେ ଯାଇଛି । ଓଡିଆ ପୁଅ ପ୍ରେମରେ ପଡି ଅଣ ଓଡିଆ ଝିଅ ଉତ୍ତର ପ୍ରଦେଶ ଗୋରୋଖପୁରର ନିଜ ଘରୁ ଫେ-ରା-ର ହୋଇ ବର୍ତ୍ତମାନ ଭୁବନେଶ୍ଵରରେ ନିଜ ସ୍ଵାମୀ ପାଖରେ ରହିଛି ।

ବର୍ତ୍ତମାନ ଏହି ପ୍ରେମ କାହାଣୀ ଚର୍ଚାରେ ରହିଛି । ସୂଚନା ଅନୁସାରେ ଭୁବନେଶ୍ଵରରେ ରହୁଥିବା ଓଡିଆ ପୁଅ ପୃଥିବୀ ରାଜ ପଣ୍ଡାଙ୍କ ପ୍ରେମରେ ୟୁପିର ଗୋରୋଖପୁର ଝିଅ ଆକାଂକ୍ଷା ପଡି ଯାଇଥିଲେ । ଏହା ପରେ ଦୁଇ ଜଣ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ ।

ଆକାଂକ୍ଷା ତାଙ୍କ ଘରେ ଏକ ଚିଠି ଲେଖି ଭୁବନେଶ୍ଵରରେ ରହୁଥିବା ନିଜର ପ୍ରେମୀ ପାଖକୁ ଚାଲି ଆସିଥିଲେ । ଭୁବନେଶ୍ଵରରେ ଦୁଇ ଜଣ ବିବାହ କରି ନେଲେ । କିନ୍ତୁ ଏହା ମଧ୍ୟରେ ଝିଅର ଘର ଲୋକମାନେ ପୁଅ ବି-ରୁ-ଦ୍ଧ-ରେ ଗ-ମ୍ଭୀ-ର ଅ-ଭି-ଯୋ-ଗ କରିଥିଲେ ।

ସେମାନଙ୍କ ଅ-ଭି-ଯୋ-ଗ ଥିଲା କି ପୁଅ ପୃଥିବୀ ରାଜ ପଣ୍ଡା ତାଙ୍କ ଝିଅକୁ ଅ-ପ-ହ-ର-ଣ କରି ଭୁବନେଶ୍ଵର ନେଇ ଯାଇଛି ଓ ଆମ ଝିଅ ବର୍ତ୍ତମାନ ନା-ବା-ଳି-କା ଅଟେ । ଏମିତିରେ ୟୁପି ପୋ-ଲି-ସ ବି ଭୁବନେଶ୍ଵରରେ ପହଞ୍ଚି ଏହି ମା-ମ-ଲା-ର ଯା-ଞ୍ଚ କରିଲା । ଶେ-ଷ-ରେ ଏହି ମା-ମ-ଲା-ଟି କୋ-ର୍ଟ-କୁ ଯାଇ ପହଞ୍ଚିଲା ।

କିନ୍ତୁ ଏଠି ଯେତେବେଳେ ଝିଅର ବ-ୟା-ନ ନିଆଗଲା ତେବେ ସେ କହିଲେ କି ମୁଁ ସା-ବା-ଳି-କା ଅଟେ ଓ ନିଜ ଇଚ୍ଛାରେ ଭୁବନେଶ୍ଵର ଆସିଛି ଓ କୋ-ର୍ଟ ମ୍ୟାରେଜ କରିଛି । ଏହା ପଛରେ କାହାର ବି ହାତ ନାହିଁ । କିନ୍ତୁ ମୋ ଘର ଲୋକମାନେ ମୋ ସ୍ଵାମୀଙ୍କ ବି-ରୁ-ଦ୍ଧ-ରେ ମି-ଥ୍ୟା ଅ-ଭି-ଯୋ-ଗ କରିଛନ୍ତି । ମୁଁ ବର୍ତ୍ତମାନ ବହୁତ ଖୁସିରେ ଅଛି ଓ ମୁଁ ଚାହୁଁଛି କି ମୁଁ ଏବେ ଓଡିଶାରେ ମୋର ଶଶୁର ଘର ଓ ମୋ ସ୍ଵାମୀଙ୍କ ନିକଟରେ ରହିବି ।

ଝିଅ ଯେତେବେଳେ ସା-ବା-ଳି-କା ଅଟେ ତେବେ କୋ-ର୍ଟ ବି ତାଙ୍କ ଇଚ୍ଛା ଅନୁସାରେ ନିଷ୍ପତି ଦେଇଛନ୍ତି । କହିଦେଉଛୁ କି ପ୍ରଥମେ ନିଜର ଏହି ଘ-ଟ-ଣା ବିଷୟରେ ଆକାଂକ୍ଷା ଭି-ଡି-ଓ ମା-ଧ୍ୟ-ମ-ରେ ସମସ୍ତଙ୍କୁ ଜଣାଇଥିଲେ । ଏହି ମା-ମ-ଲା ଶେ-ଷ-ରେ କୋ-ର୍ଟ-ରେ ପହଞ୍ଚିଗଲା । କୋ-ର୍ଟ ବି ସଠିକ ନିଷ୍ପତି ନେଇଛନ୍ତି ଓ ଅନ୍ୟ ପଟେ ୟୁପି ପୋ-ଲି-ସ ବି ନିରାଶ ହୋଇ ଫେରି ଯାଇଛି ।

ଏହି ଘ-ଟ-ଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘ-ଟ-ଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *