ଆପଣ ଧନୀ ହୋଇ ପାରିବେ ବା ନାହିଁ ଜଣାପଡିବ ଏମିତି, ଜାଣନ୍ତୁ ସହଜ ଉପାୟ

ଆମେ ସମସ୍ତେ ଏହା ଜାଣୁ ଯେ ଆମ ଜୀବନ ରେ ଯାହା ହବ ତାହା ଆମ ହାତରେଖା ରେ ଅଛି । ମଣିଷ ହାତରେ ରେଖା ହୋଇଥାଏ ଯାହା ମଣିଷ ଜୀବନ ଉପରେ ବହୁତ ବଡ ପ୍ରଭାବ ପକାଇ ଥାଏ କିନ୍ତୁ ଏହି ରେଖା ଗୁଡିକ କଣ ଏବଂ ଏହାର ସଠିକ ଅର୍ଥ କଣ ତାହା ସମସ୍ତେ କହି ପାରନ୍ତି ନାହିଁ ଓ ସମସ୍ତେ ଜାଣନ୍ତି ନାହିଁ ସେଥିପାଇଁ ବିଶେଷ ପ୍ରକାର ବିଶେଷଜ୍ଞ ଥାନ୍ତି ଯିଏ ହସ୍ତରେଖା ପଢିବା ଜାଣନ୍ତି ।

ଆମ ମଧ୍ୟ ରେ ବହୁତ ଏମିତି ବିଦ୍ଵାନ ଅଛନ୍ତି ଯିଏ ହସ୍ତରେଖା ଭଲ ଭାବରେ ପାଢୀ ଜାଣନ୍ତି ଓ ସେ ଆପଣଙ୍କ ଆସନ୍ତା ସମୟକୁ ଆପଣଙ୍କ ଆଗରେ କୁହନ୍ତି କିନ୍ତୁ ଏହା ପାଇଁ ସେ ଟଙ୍କା ବି ନିଅନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜାଙ୍କାରି ଦବାକୁ ଯାଉଛୁ ଯାହା ଦ୍ଵାରା ଆପଣ ନିଜ ଭବିଷ୍ୟ ପରିକଳପନା କରି ପାରିବେ । ଆପଣଙ୍କ ହସ୍ତରେଖା ଦ୍ଵାରା ଆପଣ ଜାଣି ପାରିବେ ଯେ ଆସନ୍ତା ସମୟ ଆପଣଙ୍କ ପାଇଁ କିପରି ରହିବ । ଏହି ଆସନ୍ତା ସମୟରେ ଆପଣଙ୍କ ପାଇଁ କଣ ଉଚିତ ଏବଂ କଣ ଅନୁଚିତ ତାହା ମଧ୍ୟ ଆପଣଙ୍କ ହସ୍ତ ରେଖା ଆପଣଙ୍କୁ ଜଣେଇଥାଏ ।

ସର୍ବପ୍ରଥମେ ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁ ଯେ କେଉଁ ରେଖା ଦ୍ଵାରା ଆର୍ଥିକ ଲାଭ ଯୋଗ ହୋଇଥାଏ । ହସ୍ତରେଖା ଶାସ୍ତ୍ର ଖବର ଅନୁଯାଇ ଏହା ମାନ୍ୟତା ଅଛି ଯେ ଯେଉଁ ଲୋକ ହାତ ନରମ ହବା ସହ ଓଜନିଆ ଏବଂ ଆକାର ରେ ବଡ ଓ ଚଉଡା ହୋଇଥାଏ ତାଙ୍କୁ ଧନ ଅସୁବିଧା କେବେ ହୋଇ ନଥାଏ ।

କୁହା ଯାଏ ଯେ ଯେଉଁ ଲୋକ ଶନି ଗ୍ରହ ଉତ୍ତମ ଥାଏ ଓ ଜୀବନ ରେଖା ବୁଲିକି ଥାଏ ସେହି ଲୋକ ଜୀବନ ରେ ଧନ ଅସୁବିଧା କେବେ ହୁଏ ନାହିଁ । ଏହା ଛଡା ଡାହାଣ ହାତରେ ବୁଧ ରୁ ବାହାରି ରେଖା ଚନ୍ଦ୍ର ପର୍ବତ ସହ ମିଶି ଯାଏ ଓ ଯାହା ଜୀବନ ରେଖା ମଧ୍ୟ ପର୍ବତ ଉପରେ ଯାଇ ରହି ଯାଏ ତେବେ ଏହି ଭଳି ଲୋକଙ୍କ ଭାଗ୍ୟ ହଟାତ ବୁଲି ଥାଏ ଏବଂ ତାଙ୍କୁ ଧନ ପ୍ରାପ୍ତ ହୋଇଥାଏ । ଜୀବନ ରେଖା ସହ ମଙ୍ଗଳ ରେଖା ଅନ୍ତିମ ସମୟରେ ନଜର ଆସିଲେ ପେତୃକ ସମ୍ପତ୍ତି ଆୟ ରେ ବିକାସ ହୋଇଥାଏ ।

Leave a Reply

Your email address will not be published. Required fields are marked *