୧୫ ବର୍ଷର ଝିଅ ଲେଖାଇଲା ଦୁଷ୍କର୍ମର ରିପୋର୍ଟ, ଶୁଣି କି ହିଁ ବେହୋସ ହେଇଗଲେ ମା’-ପଢନ୍ତୁ ସମ୍ପୁର୍ଣ୍ଣ ଖବର

ମୋବାଇଲ ଏବଂ ଇଣ୍ଟରନେଟ ସମୟରେ ପିଲାଙ୍କ ଭାବନା ଏତେ ଜଲ୍ଦି ବଦଲୁଛି କି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । ଇଜ୍ଜତନଗର ରେ ନବମରେ ପଢୁଥିବା ୧୫ ବର୍ଷର ଛାତ୍ରୀ ପ୍ରଥମେ ତ ନିଜ ବୟଫ୍ରେଣ୍ଡ ସହିତ ଘରୁ ପଳାଇ ବିବାହ କରିବାର ଜିଦି କଲା ଏବଂ ସେ ମନାକରିବା ପରେ ପରେ ନିଜକୁ ଦୁଇ ମାସର ଗର୍ଭବତୀ କହି ତା ବିରୁଦ୍ଧରେ ଦୁଷ୍କର୍ମର ଏଫେୟାର ଲେଖାଇଛି । ଶୁକ୍ରବାର ଦିନ ପୋଲିସ ବୟାନ ଲେଖିବା ପାଇଁ ତାଙ୍କ ଘରେ ପହଞ୍ଚିଲେ ତ ପରିବାରର ଲୋକ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ କି ତାଙ୍କ ଝିଅ ସହିତ ଦୁଷ୍କର୍ମ ହୋଇଛି ।

ମାଆଙ୍କୁ ଏତେ ଝଟକା ଲାଗିଲା କି ସେ ପୋଲିସଙ୍କ ସାମନାରେ ପଡି ବେହୋସ ହୋଇଗଲେ ।

ପୋଲିସଙ୍କ ଅନୁସାରେ ଏହି ଝିଅ କିଛି ଦିନ ପୂର୍ବରୁ ପୋଲିସ ଅଫିସ ଯାଇ ଏସେଏସପିଙ୍କ ସାମ୍ନାରେ ଉପସ୍ଥିତ ହୋଇଥିଲା । ସେ ଏସଏସପିଙ୍କୁ କହିଛି କି ତାଙ୍କ ଇଲାକାରେ ରହୁଥିବା ଜଣେ ଯୁବକ କିଛି ସମୟ ପୂର୍ବରୁ ଧୋକାରେ ତାକୁ ଗୋଟେ ହୋଟେଲକୁ ନେଇଗଲା ଏବଂ ତା ସହିତ ଦୁଷ୍କର୍ମ କଲା । ଝିଅଟି କହିଛି କି ଥରେ ଦୁଷ୍କର୍ମ କଲାପରେ ଯୁବକ ତାକୁ ବ୍ଳାକମେଲ କରୁଛି । ତାଙ୍କୁ ସବୁବେଳେ ହୋଟେଲକୁ ଡାକୁଛି । ଦୁଷ୍କର୍ମର କାରଣରୁ ସେ ଗର୍ଭବତୀ ହେଇଯାଇଛି ।

ଝିଅଟି ଏସଏସପିଙ୍କୁ କହିଛି କି ସେ ଗର୍ଭବତୀ ଥିବା କଥା ଜାଣି ତା ଘରଲୋକ ତା ଉପରେ ବହୁତ ରାଗିଛନ୍ତି ଏବଂ ତାକୁ ଘରୁ ବାହାର କରିଦେଇଛନ୍ତି । କୁହାଯାଉଛି କି ଝିଅଟି ପୋଲିସ ପାଖରେ ଏଫେୟାର ଲେଖି ଅପରାଧୀ ଯୁବକକୁ ଗିରଫ କରିବାର ଆଦେଶ ଦେଇଛନ୍ତି ।

ଏସଏସପିଙ୍କ ଆଦେଶରେ ପୋଲିସ ଝିଅର ପ୍ରାଥର୍ନା ପତ୍ର ଉପରେ ଶୀଘ୍ର ଏଫେୟାର ଲେଖାଇଛି ଏବଂ ଅପରାଧିକି ବି ଗିରଫ କରିଛି କିନ୍ତୁ ଏହାପରେ ଝିଅର ମେଡିକାଲ ପରୀକ୍ଷା ପାଇଁ ଡାକିବାକୁ ଚେଷ୍ଟା କଲେ କିନ୍ତୁ ମୋବାଇଲ ଲଗାତାର ଅଫ ରହିବା କାରଣରୁ କିଛି ଦିନ ହେଲା ତା ସହିତ ସମ୍ପର୍କ ହେଇ ପାରୁନାହିଁ । ଶେଷରେ ଶୁକ୍ରବାର ଦିନ ପୋଲିସ ଝିଅର ଘରେ ପହଞ୍ଚି ଗଲା । ଯେତବେଳେ ସେ ପରିବାର ଲୋକଙ୍କୁ କହିଲେ କି ସେ ଦୁଷ୍କର୍ମ ମାମଲାରେ ଯାଞ୍ଚ କରିବା ପାଇଁ ଆସିଛନ୍ତି ଏହା ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ।

ପରିବାର ଲୋକ କହିଲେ କି ତାଙ୍କୁ ଏ ବିଷୟରେ କିଛି ଜଣା ନାହିଁ ବୋଲି ସେହା ଶୁଣି ପୋଲିସ ତାଙ୍କୁ ସବୁ କଥା କହିଲେ । ଝିଅର ବ୍ୟବହାର ବିଷୟରେ ଶୁଣି ତା ମାଆ ପୋଲିସ ସାମନାରେ ବେହୋସ ହୋଇ ପଡିଗଲେ । ପୋଲିସ ଯାଞ୍ଚ କରି କହିଛି ଯେ ଝିଅ ଟି ଗର୍ଭବତୀ ବି ନଥିଲା । ଝିଅର ବୟଫ୍ରେଣ୍ଡ ଆଇଟିଆଇ ଛାତ୍ର ଅଟେ ଯାହାକୁ ପୋଲିସ ଥାନାରେ ବି ରଖିଛି ।

Leave a Reply

Your email address will not be published. Required fields are marked *