ଆସନ୍ତା 33 ବର୍ଷ ପର୍ଯ୍ୟନ୍ତ ଭାଗ୍ୟର ତାଲା ଫିଟିବାକୁ ଯାଉଛି, ଆପଣଙ୍କ ରାଶି ଅଛି କି ! Rashi Fala । Astrology

ବନ୍ଧୁଗଣ ଆମ ଜୀବନର ପ୍ରତ୍ଯେକଟି ଘଟଣାର ସମ୍ପର୍କ ଆମ କୁଣ୍ଡଳୀରେ ଥିବା ଗ୍ରହ ମାନଙ୍କର ଚଳନ ଉପରେ ନିର୍ଭର କରିଥାଏ । କେତେବେଳେ କୁଣ୍ଡଳୀରେ ଗ୍ରହର ଚଳନଙ୍କ ସ୍ଥିତି ଭଲ ରହିଥିଲେ । ତେବେ ଜୀବନରେ ସବୁ କିଛି ଠିକ ହିଁ ଚାଲିଥାଏ । ଯଦି କୁଣ୍ଡଳୀରେ ଗ୍ରହ ମାନଙ୍କର ସ୍ଥିତି ବିଗିଡି ଯାଇଥାଏ । ତେବେ ଜୀବନରେ ଅନେକ କିଛି ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଗ୍ରହର ଚଳନକୁ ଦ୍ରୁଷ୍ଟିରେ ରଖି ଏଭଳି କିଛି ସଂଯୋଗ ବନୁଛି ।

ଯେ ଆସନ୍ତା 33 ବର୍ଷ ପର୍ଯ୍ୟନ୍ତ ପ୍ରଭୁ ଶନିମହାରାଜାଙ୍କ କୃପାରୁ ଏହି ରାଶି ମାଲାମାଲ୍ ହୋଇ ରହିବାକୁ ଯାଉଛନ୍ତି । ତେବେ କେଉଁ ମାନେ ସେହି ଅତ୍ୟନ୍ତ ସୌଭାଗ୍ୟଶାଳୀ ରାଶି ତାଙ୍କ ମାନଙ୍କ ଉପରେ ଏଠାରେ ଜାଣିବା ।

ବିଛା ରାଶି;- ସରକାରୀ ଓ କୋର୍ଟ କଚେରୀ କାର୍ଯ୍ୟରେ ଦୌଡି ଦୌଡି ଥକିଜାଇଥିବା ଲୋକଙ୍କୁ ଏବେ ମୁକ୍ତି ମିଳିବାକୁ ଯାଉଛି । ସନ୍ତାନ ମାନଙ୍କର ପାଠ ପଢାକୁ ନେଇ ଅଧିକ ବ୍ୟସ୍ତ ହେବାକୁ ପଡିବ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଭଲ ଅନୁଭବ ହେବ । ପରିବାରରେ ଶାନ୍ତିର ମାହୋଲ ଲାଗି ରହିବ । ଆପଣଙ୍କର ଆମଦାନୀ କ୍ଷେତ୍ରରେ ମଧ୍ୟ ଧୀରେ ଧୀରେ ବୃଦ୍ଧି ଘଟିବ ।

ମିଥୁନ ରାଶି;- ଆପଣଙ୍କୁ ଆପଣଙ୍କ କରିଥିବା କଠିନ ପରିଶ୍ରମର ଫଳ ଖୁବ ଶୀଘ୍ର ଆପଣଙ୍କୁ ମିଳିବା ପାଇଁ ଅଜୁଛି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଭଲ ପ୍ରଭାବ ରହିବ । ବ୍ୟବସାୟ କାର୍ଯ୍ୟ କରୁଥିବା ଲୋକମାନେ ବ୍ୟବସାୟରେ ଥିବା ସମସ୍ଯା ଗୁଡିକ ଗୋଟି ଗୋଟି କରି ସମାଧାନ ହେବାକୁ ଲାଗିବ । ଏହି ରାଶିର ଲୋକ ଯଦି ନିଜ କଥା ଉପରେ ନିୟନ୍ତ୍ରଣ ରଖିପାରିବେ । ତେବେ ଆପଣଙ୍କର ବହୁତ ଅଧିକ ଫାଇଦା ହେବ ।

କନ୍ୟା ରାଶି;- ଆପଣ କୌଣସି ଭଲ ସଂସ୍ଥାରେ ନିଜର ନିବେଶ କରିବା ପାଇଁ ମନ ବଳାଇ ପାରନ୍ତି । ଯେଉଁଠାରୁ ଆପଣଙ୍କର ଭଲ ଆର୍ଥିକ ଲାଭ ବାହାରିପାରିବ । ଆପଣଙ୍କର ଏହି ସମୟରେ ଭଲ ଆର୍ଥିକ ଲାଭ ହୋଇବା ପାଇଁ ଅଜୁଛି । ସମୟ ଓ ପରିସ୍ଥିତିକୁ ବିଚାର କରି କାର୍ଯ୍ୟ କରିଲେ ତାହା ଦ୍ଵାରା ଆପଣଙ୍କର ହିଁ ବହୁତ ମଙ୍ଗଳ ହୋଇବ ।

ମକର ରାଶି;- ଆପଣଙ୍କ ପାଇଁ ଏହି ଆଗାମୀ ସମୟ ବହୁତ ହିଁ ଖାସ୍ ରହିବା ପାଇଁ ଅଜୁଛି । ଆପଣ ନିଜର କୌଣସି ଅଟକି ରହିଥିବା କାର୍ଯ୍ୟକୁ ବହୁତ ଶୀଘ୍ର ପୂରଣ କରିବାକୁ ପ୍ରୟାସ କରିବେ । ଟଙ୍କା ପଇସା କ୍ଷେତ୍ରରେ ଠିକ ଭାବେ ବିଚାର କରି କୌଣସି ନିର୍ଣ୍ଣୟ ନିଅନ୍ତୁ । ପାରିବାରିକ ଜୀବନରେ ଖୁସିର ପରିବେଶ ରହିବାକୁ ଯାଉଛି ।

ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗୁଥାଏ । ତେବେ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରନ୍ତୁ ।

 

Leave a Reply

Your email address will not be published. Required fields are marked *