ଆସନ୍ତୁ ଜାଣିବା ଜଗନ୍ନାଥ ମନ୍ଦିର ବିଷୟରେ କିଛି ବିଶେଷ କଥା, କଣ ଆପଣ ଏହିସବୁ ବିଷୟରେ ଜାଣିଛନ୍ତି ?

ଜଗନ୍ନାଥ ଭଗବାନ ପୁରା ଜଗତ ର ନାଥ ଅଟନ୍ତି, ଜଗନ୍ନାଥ ଭଗବାନ ବହୁତ ଦୟାଲୁ ଏବଂ ଦାନି ଅଟନ୍ତି, ଆଜି ଆମେ ଆପଣଙ୍କୁ ଜଗନ୍ନାଥ ମନ୍ଦିର ବିଷୟରେ କିଛି ପ୍ରଶ୍ନ ପଚାରିବାକୁ ଯାଉଛୁ ଯାହା ଆପଣଙ୍କୁ ଉତ୍ତର ଦବାକୁ ହବ ତେବେ ଆମେ ତା ତଳେ ଉତ୍ତର ମଧ୍ୟ ଦେଇଛୁ କିନ୍ତୁ ଆପଣ ବିଚାର କରି ନ ଜାଣି ପାଇଲେ ଏହି ଉତ୍ତର ଦେଖନ୍ତୁ । ତେବେ ଆସନ୍ତୁ ଜାଣିବା ଆପଣନ ଭଗବାନ ଜଗନ୍ନାଥଙ୍କ ବିଷୟରେ କେତେ କଣ ଜାଣିଛନ୍ତି ।

୧. ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ କେଉଁ ରାଜାଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ?

ଉତ୍ତର : ଅନନୁବର୍ମା ଚୋଡ଼ଗଙ୍ଗ ଦେବ

୨. ଜଗନ୍ନାଥ ମନ୍ଦିର ଅନ୍ୟ କେଉଁ ନାମରେ ମଧ୍ୟ ଜଣା ଯାଇଥାଏ ?

ଉତ୍ତର : ବଡ ଦେଉଳ

୩. ମହାପ୍ରଭୁ ଜଗନ୍ନାଥଙ୍କର ରଥର ନାମ କଣ ?

ଉତ୍ତର : ଗରୁଡଧ୍ଵଜ

୪. ଗରୁଡଧ୍ଵଜ ରଥକୁ ଅନ୍ୟ କେଉଁ ନାମରେ ମଧ୍ୟ ଜଣା ଯାଇଥାଏ ?

ଉତ୍ତର : ନନ୍ଦୀଘୋସ

Image Courtesy: Google

୫. ନନ୍ଦୀଘୋଷ ରଥରେ ବ୍ୟବହାର ହେଉଥିବା ପତାକାର ନାମ କଣ ?

ଉତ୍ତର : ତ୍ରିଲୋକ୍ୟମୋହିନୀ

୬. ନନ୍ଦୀଘୋଷ ରଥ ବା ପ୍ରଭୁ ଜଗନ୍ନାଥଙ୍କର ରକ୍ଷକ କିଏ ଅଟନ୍ତି ?

ଉତ୍ତର : ଗରୁଡ

୭. ନନ୍ଦୀଘୋଷ ରଥକୁ କେଉଁ ରଙ୍ଗର କପଡ଼ା ପିନ୍ଧା ଯାଇଥାଏ ?

ଉତ୍ତର : ଲାଲ ଓ ହଳଦିଆ

୮. ଏଠି ମଧ୍ୟରୁ କେଉଁଟି ଚାରିଣାମ ସହିତ ସଂଯୁକ୍ତ ନୁହେଁ ?

ଉତ୍ତର : ଶିରିଡି ସାଇ

୯. ଚାରିଧାମ ମଧ୍ୟରୁ କେଉଁଟି ଶ୍ରେଷ୍ଠ ଧାମ ଅଟେ ?

ଉତ୍ତର : ଜଗନ୍ନାଥ

Image Courtesy: Google

୧୦. ଜଗନ୍ନାଥ ମନ୍ଦିର ଉପରେ କାହିଁକି ପକ୍ଷୀମାନଙ୍କୁ ଉଡିବାର ଦେଖିବାକୁ ମିଳିନଥାଏ ?

ଉତ୍ତର : ଗରୁଡଙ୍କ ଉପସ୍ଥିତ ଯୋଗୁଁ

ଗରୁଡ ହେଉଛନ୍ତି ପକ୍ଷୀମାନଙ୍କର ରାଜା ତେବେ ଯେତେବେଳେ ରାଜା ମହା ପ୍ରଭୁ ଜଗନ୍ନାଥଙ୍କ ଦେଖା ଶୁଣାରେ ଅଛନ୍ତି ତେବେ ଅନ୍ୟ ପକ୍ଷୀମାନେ ସେଠାରେ ଆସି ନଥାନ୍ତି । ଗରୁଡ ମହା ପ୍ରଭୁଙ୍କ ବାହନ ଅଟନ୍ତି ଓ ତାଙ୍କ ସୁରକ୍ଷା ପାଇଁ ଗରୁଡ ମହାରାଜ ସବୁବେଳେ ମନ୍ଦିର ଉପରେ ବିରାଜମାନ ହୋଇଥାନ୍ତି ।

୧୧. ପ୍ରଭୁ ଜଗନ୍ନାଥଙ୍କର ଶୁଣାବେଶ ଧାରଣ କରିବା ପରମ୍ପରା ପ୍ରଥମେ କେଉଁ ରାଜାଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ?

ଉତ୍ତର : କପିଳେନ୍ଦ୍ର ଦେବ

୧୨. ନନ୍ଦିଘୋଷ ରଥରେ ମୋଟ କେତେ ଗୋଟି ଛକ ବ୍ୟବହାର ହୋଇଥାଏ ?

ଉତ୍ତର : ୧୬ ଗୋଟି

୧୩. ନନ୍ଦିଘୋଷ ରଥ ମୋଟ କେତେ ଖଣ୍ଡ କାଠରେ ତିଆରି ହୋଇଥାଏ ?

ଉତ୍ତର : ୮୩୨ ଖଣ୍ଡ

Image Courtesy: Google

୧୪. ଅର୍ଜୁନ କେଉଁ ରଥର ସାରଥି ଅଟନ୍ତି ?

ଉତ୍ତର : ଦର୍ପଦଳନ

୧୫. ସୁଭଦ୍ରାଙ୍କ ରଥ ଦଉଡିର ନାମ କଣ ?

ଉତ୍ତର : ସ୍ଵର୍ଣୋଚୂଡା ନାଗୁଣୀ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *