୯0 ଦିନ ଯାଏ ଘରକୁ ଆସିବେନି ମଶା, ଖାଲି ଖର୍ଚ୍ଚ କରନ୍ତୁ 3 ଟଙ୍କା

ଆଜିର ସମୟରେ ଅଧିକାଂଶ ରୋଗ ମଶା କାମୁଡିବା ଦ୍ବାରା ହୋଇଥାଏ । ଏଥିପାଇଁ ଲୋକମାନେ ବହୁ ମାତ୍ରାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଜି ଏହି ବିଷୟରେ ଜାଣିବାକୁ ଚେଷ୍ଟା କରିବା କିଛି ଏମିତି ଛୋଟ ଉପାୟ ବିଷୟରେ ଯେଉଁ ଉପାୟ କରିବା ଦ୍ୱାରା ଆପଣଙ୍କ ଘରେ ମଶା ଆସିବେ ନାହିଁ । ଏଥିପାଇଁ ଆପଣଙ୍କୁ ମାତ୍ର 3 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ଆସନ୍ତୁ ଏହା ବିଷୟରେ ଜାଣିବା ପୁରା ବିସ୍ତାର ରୁପେ । IIT ରୁ ପିଏଚଡି କରି ସାରି ଶିବାଜି ୟୁନିଭର୍ଶିଟି ଗୋଆଲିୟର ରେ ପ୍ରଫେସର୍ ଡିଡି ଅଗରୱାଲ କହିଛନ୍ତି କି ମଶାକୁ ଦୁରକରିବା ପାଇଁ ଦୁଇ ପ୍ରକାରର ରିପ୍ଲେଟ୍ କୁ ବ୍ଯବହାର କରା ଯାଇଥାଏ ।

Image Courtesy: Google

ଗୋଟେ ଯାହାକୁ ମୁହଁରେ ଲଗାଯାଏ ଯାହା ତୈଳ ଜାତୀୟ ହୋଇଥାଏ  ଓ ଅନ୍ୟ ଟି ଅଲ୍ଚୋହଲ ଦ୍ଵାରା ପ୍ରସ୍ତୁତ ହୋଇଥାଏ । ଏହା ଆପଣଙ୍କ ଆଖପାଖ ଏମିତି ଗନ୍ଧ ସୃଷ୍ଟି କରିଦିଏ ଯାହାଦ୍ଵାରା ମଶା ପାଖକୁ ଅସନ୍ତିନି । ଯଦି ମଶା ଉପରେ କିଛି ଗନ୍ଧ ଫରକ ପଡୁନାହିଁ ଓ ସେ ଦେହରେ ବସି କାମୁଡୁଛି । ମଶାକୁ ଦୁରକରିବାକୁ କର୍ପୁର ଓ ତାର ପିନ ତେଲର ଲିକୁଇଡ ମଧ୍ୟ କାମ କରିଥାଏ ।

ଏମିତି କରନ୍ତୁ  ତିଆରି

ସର୍ବେ ପ୍ରଥମେ କର୍ପୁରର ଗୋଟେ ପ୍ୟାକେଟ କୁ ପୁରାଚୁରି କି ଚୁନା କରିଦିଅ । ଏହା ପୁରା ଚୁରଣ ପରି ଗୁଣ୍ଡ ହୋଇଯାଏ । ଏହାର କିଛିବି ବଡ଼ ଅଂଶ ଯେମିତି ହେବନାହିଁ । ଏବେ ପୁରୁଣା ରିଫିଲରୁ ରଡ଼ ବାହାରକରି ସେଥିରେ ଗୁଣ୍ଡ ହୋଇଥିବା କର୍ପୂରକୁ ଢାଳି ଦିଅନ୍ତୁ ତେବେ ଏଠି ମଶାକୁ ଦୂର କରିବା ପାଇଁ ତାରପିନ୍ ତେଲର ଲିକୁଇଡ ବ୍ୟଭର କରି ପାରିବେ ।

Image Courtesy: Google

ରିଫିଲକୁ ବନ୍ଦ କରିବା ପରେ ସେତେବେଳ ଯାଏ ହଲାନ୍ତୁ ଯେବେ ଯାଏ କର୍ପୁର ପୁରା ରୂପରେ ତେଲ ସହ ମିଶିଯିବ । ଏହି ଦୁହିଁଙ୍କ ମିଶିବା ପରେ ଆପଣଙ୍କର ଲିକୁଏଡ ତିଆରି ହୋଇଯିବ । ନୋଟ- କର୍ପୁରର ପ୍ଯାକେଟରେ 24 ରୁ ଅଧିକ ଟିକ୍କି ଥାଏ,ତାକୁ ଗୋଟେ ଲିଟର ତାରପିନରେ 24 ରୁ ବି ଅଧିକ ରିଫିଲରେ ଆରମ ସେ ଭରା ଯାଇପାରିବ । ମାନେ 65 ଟଙ୍କା ଖର୍ଚକରି ଆପଣ 2 ମାସ ଯାଏ ମଶା ଦୂରକରିବା ପାଇଁ ରିଫିଲ ବନେଇ ପାରିବେ ।

ଏବଂ ମଶାରୁ ଆପଣ ମୁକ୍ତି ପାଇବେ ଓ ରୋଗ କବଳରୁ ବଞ୍ଚି ପାରିବେ ଓ ଅନ୍ୟ ମାନଙ୍କୁ ବଞ୍ଚିବାରେ ସାହାଯ୍ୟ କରାଇବେ ନିଜ ସାଙ୍ଗ ସାଥିକି ଶେୟର କରି ଜଣେଇବେ। ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *