ଯଦି ଆପଣଙ୍କୁ କେଉଁଠି ମିଳେ ଏହି ଗଛ ତେବେ ତୁରନ୍ତ କରନ୍ତୁ ଏହି ଉପାୟ ଓ ଦେଖନ୍ତୁ କମାଲ

ଭାଙ୍ଗ ଆମ ଦେଶ ରେ ନିଶା ପାଇଁ ବହୁତ ଚର୍ଚା ରେ ରହିଥାଏ, ଆମ ଦେଶରେ ରଙ୍ଗ ପର୍ବ ହୋଲିରେ ଲୋକ ଏହାର ଉପଯୋଗ ବହୁତ କରିଥାନ୍ତି, ସେହି ସମୟରେ ଭାଙ୍ଗ ଉପଯୋଗ ଥଣ୍ଡାଇ ପାଇଁ ଓ ଅନ୍ୟ ଜିନିଷ ପାଇଁ କରା ଯାଇଥାଏ । ଏହାର ଉପଯୋଗ ଏବେ ପର୍ଯ୍ୟନ୍ତ ଆମେ ନିଶା ରୂପରେ କରୁଥିଲୁ କିନ୍ତୁ ଆଜି ଆମେ ଆପଣଙ୍କୁ ଭାଙ୍ଗର କିଛି  ଔଷଧୀୟ ଗୁଣ ବିଷୟରେ କହିବାକୁ ଯାଉଛୁ । ତେବେ କଣ ଆପଣ କେବେ ଭାବିଥିଲେ ଯେଉଁ ଜିନିଷ ନିଶା ପାଇଁ ଉପଯୋଗ କରା ଯାଏ ତାହା କେବେ ଔଷଧ ରୂପରେ ଉପଯୋଗ ହବ, ତେବେ ଆଜି ଆମେ ଭାଙ୍ଗର ଅନ୍ୟ ରୂପ ବିଷୟରେ କହିବାକୁ ଯାଉଛୁ ।

ଏହାର ଏଭଳି ସବୁ ଚମତ୍କାରୀ ଗୁଣ ଅଛି ଯାହା ଆପଣ ଜାଣିଲେ ବିଶ୍ଵାସ କରିବେନି, କିନ୍ତୁ ଏହା ସତ୍ୟ ଅଟେ । ତେବେ ଆସନ୍ତୁ ଜାଣିବା ଏହା କେଉଁ କେଉଁ ରୋଗ ଦୂର କରିପାରିବ ଓ ଏଥିରେ କଣ ଔଷଧୀୟ ଗୁଣ ଅଛି ।

ଯଦି ଆପଣଙ୍କୁ ପ୍ରାୟତଃ ସବୁବେଳେ ମୁଣ୍ଡ ବ୍ୟଥା ହେଉଛି ତେବେ ଭାଙ୍ଗ ପତ୍ରରୁ ରସ ବାହାର କରି କାନରେ ୨-୩ ବୁନ୍ଦା ଭାଙ୍ଗ ରସ ପକାନ୍ତୁ ମୁଣ୍ଡ ବିନ୍ଧା କମ ହୋଇଯିବ । ଯଦି ଆପଣଙ୍କ ତ୍ଵଚା ଅଧିକ ଶୁଖିଲା ବା ଖୁରଦୂରା ଅଛି ତେବେ ଭାଙ୍ଗ ପତ୍ର ବ୍ୟବହାର ଦ୍ଵାରା ଆପଣଙ୍କ ତ୍ଵଚା ସଫା ଓ ସୁନ୍ଦର ହୋଇଯାଏ ।

ଭାଙ୍ଗ ପତ୍ର ବାଟି ଏହାର ଲେପ ଲଗେଇଲେ ତ୍ଵଚା କୋମଳ ହୋଇଯାଏ । ଦ୍ରବୀଭୂତ ଫାଇବର ଅଧିକ ମାତ୍ରାରେ ଥିବାରୁ ଭାଙ୍ଗ ମଞ୍ଜି ପାଚନ ତନ୍ତ୍ର ଭଲ କରିଥାଏ ଓ ହାନିକାରକ ପଦାର୍ଥ ଦୂର କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ ପାଚନ ତନ୍ତ୍ର ଭଲ ଭାବରେ କାମ କରୁନାହିଁ ତେବେ ଭାଙ୍ଗ ମଞ୍ଜି ଉପଯୋଗ କରନ୍ତୁ ଏହା ଆପଣଙ୍କ ପାଚନ ପାଇଁ ବହୁତ ଲାଭଦାୟକ ହେବ ।

Image Courtesy: Google

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *