ଏହି ମାସର ଶେଷ ସପ୍ତାହ ଏହି ରାଶି ମାନଙ୍କ ପାଇଁ ବହୁତ ଖାସ ଅଟେ, ଜାଣନ୍ତୁ କଣ ଆପଣ ଅଟନ୍ତି କି ସେଥିରୁ ଜଣେ

ଏହି ମାସର ଶେଷ ସପ୍ତାହରେ କିଛି ରାଶିଙ୍କ ଭାଗ୍ୟ ଚମକିବ, ଏହି ରାଶିଙ୍କୁ ଆସନ୍ତା ସମୟ ସବୁ କିଛି ପ୍ରାପ୍ତ ହବ, ଯାହା ସେ ବହୁତ ସମୟ ଧରି ପ୍ରତୀକ୍ଷା କରିଥିଲେ । ଆପଣଙ୍କ ଭଲ କାମ ପାଇଁ ଆପଣଙ୍କୁ ସଫଳତା ପ୍ରାପ୍ତ ହବ, ଆପଣଙ୍କ ଭାଗ୍ୟ ସଫଳତା ଆଡକୁ ଯିବ, ଆପଣ ସାମାଜିକ କାର୍ଯ୍ୟ ପାଇଁ ଆକର୍ଷଣ କେନ୍ଦ୍ର ରହିବେ, ଅଫିସ ଅଧିକାରୀମାନଙ୍କ ସହ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ । ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡିକ ବିଷୟରେ ବିସ୍ତାର ଭାବେ ।

Image Courtesy: Google

ମିଥୁନ, ସିଂହ ଏବଂ କର୍କଟ ରାଶି :

ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ, ଆପଣଙ୍କୁ ଶହର ବାହାରୁକୁ ଯିବାକୁ ପଡି ପାରେ । ଆର୍ଥିକ ଅବସ୍ତା ଖରାପ ନହେଉ ସେଥିପାଇଁ ନିଜ ମାସିକ ବଜଟ ଅନୁଯାଇ ଖର୍ଚ କରନ୍ତୁ ଏହା ଠାରୁ ଅଧିକ ଆପଣଙ୍କ ଆର୍ଥିକ ସ୍ଥିତି ଖରାପ କରି ପାରେ ।

Image Courtesy: Google

ବୃଷ, ତୁଳା ଏବଂ ମେଷ :

ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବା ଉଚିତ, ଦିନ ବହୁତ ଲୋକଙ୍କ ପାଇଁ ଚିନ୍ତାମୟ ରହିବ, ପୁରୁଣା ହାନି ପୂର୍ଣ ହବାକୁ ଲାଗିବ କିନ୍ତୁ ଏହା ପାଇଁ ଆପଣଙ୍କୁ ପ୍ରୟାସ କରିବା ଉଚିତ ଅଟେ, କଥା ବାରତା ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ଅଟେ । ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ ।

Image Courtesy: Google

ଧନୁ, ମକର ଏବଂ ମୀନ ରାଶି :

ଆପଣଙ୍କ ଖର୍ଚ ନିୟନ୍ତ୍ରଣରେ ରହିବ, ରୋଜଗାର କ୍ଷେତ୍ରରେ ପରିଶ୍ରମ କରିବା ବହୁତ ଆବଶ୍ୟକ ଅଟେ, ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାମରେ ସଫଳତା ପ୍ରାପ୍ତ ହବ, ବହୁତ ଶତ୍ରୁ ହେଲେ ମଧ୍ୟ ଅନ୍ତିମ ରେ ଆପଣଙ୍କ ବିଜଯ ହବ, ସଫଳତା ପ୍ରବଳ ଯୋଗ ଅଛି । ନୂଆ କାର୍ଯ୍ୟ ଆରମ୍ଭ କଲେ ତାହା ସଫଳ ହବ ନାହିଁ, ପ୍ରେମ ସମ୍ପର୍କ ପାଇଁ ସମୟ ସଠିକ ଅଟେ କିନ୍ତୁ ନିଜ ବା ସନ୍ତାନ ଶିକ୍ଷା ପାଇଁ ଆପଣଙ୍କୁ ଚିନ୍ତା ରହିବ ।

Image Courtesy: Google

କନ୍ୟା, ବିଛା ଏବଂ କୁମ୍ଭ ରାଶି :

ଆବେଶ ରେ ଏମିତି କିଛି କରନ୍ତୁ ନାହିଁ, ଯାହା ଆପଣଙ୍କ ପରିବାର ଓ ଆପଣଙ୍କ ପାଇଁ ଅସୁବିଧାପୂର୍ଣ ହୋଇ ଯାଏ, ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଆପଣ ବା ଆପଣଙ୍କ ଘର ଲୋକ ନା କାହା ଠାରୁ ଟଙ୍କା ଆଣନ୍ତୁ ନାହିଁ କାହାକୁ ନିଜ ଘରୁ ଟଙ୍କା ଦିଅନ୍ତୁ । ବ୍ୟବସାୟ ବଢିବାକୁ ଲାଗିବ, ଶତ୍ରୁମାନଙ୍କ ଠାରୁ ସତର୍କ ହୋଇ ରହିବା ଉଚିତ ନଚେତ ହାନି ହୋଇ ପାରେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *