ମାନନ୍ତୁ କି ନାହିଁ କିନ୍ତୁ ଶିବରାତ୍ରି ପୂର୍ବରୁ ଏହି ରାଶି ଉପରେ ଧନ ବର୍ଷା କରିବେ ମହାଦେବ

ମହାଶିବ ରାତ୍ରି ବହୁତ ବଡ ପର୍ବ ଅଟେ ଏହା ପୁରା ଭାରତ ବର୍ଷରେ ବହୁତ ମାନ୍ୟତା ସହ ପାରଣ କରା ଯାଇଥାଏ । ତେବେ ଓଡିଶାରେ ଏହାକୁ ଜାଗର ବୋଲି କୁହା ଯାଏ ଆଉ ସମସ୍ତେ ଏହି ପର୍ବକୁ ବହୁତ ଭଲ ମଧ୍ୟ ପାଇଥାନ୍ତି । ଜାଗର ଦିନ ଭଗବାନ ଶିବଙ୍କ ଳିଙ୍ଗ ଉପରେ କଞ୍ଚା କ୍ଷୀର, ଆଖୁ ରସ ବା ଦହି ଦ୍ଵାରା ରୁଦ୍ର ଅଭିଷେକ କରା ଯାଇଥାଏ । ତେବେ ମାନ୍ୟତା ଅନୁଯାଇ ମହାଶିବ ରାତ୍ରିରେ ଯିଏ ଭଗବାନ ଶିବଙ୍କ ନାମରେ ଉପବାସ କରିଥାଏ ।

ଆଉ ଦୀପ ଜଳାଇଥାଏ ଆଉ କେବେ କାହା ବିଷୟରେ କିଛି ଖରାପ ଚିନ୍ତା କରେ ନାହିଁ ସେହି ଭଳି ଲୋକଙ୍କ ଜୀବନରେ କିଛି ବି ଅସୁବିଧା ଆସେ ନାହିଁ । ସେହି ଭଳି ବ୍ୟକ୍ତିଙ୍କ ଉପରେ ଭଗବା ଶିବଙ୍କ ହାତ ସବୁବେର୍ଲେ ରହିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶିଙ୍କ ବିଷୟରେ କହିବାକୁ ଯାଉକ୍ବ୍ହୁ ଯାହାଙ୍କ ଜୀବନ ଆସନ୍ତା ମହା ଶିବରାତ୍ରି ପରେ ବଦଳିବାକୁ ଯାଉଛି ।

ମେଷ :

ମେଷ ରାଶି ଲୋକଙ୍କ ଜୀବନରେ ବହୁତ ବଡ ପରିବର୍ତନ ଆସିବାକୁ ଯାଉଛି ଆପଣ ମହାଶିବରାତ୍ରି ଦିନ ମନ୍ଦିର ଯାଇ ସେଠାରେ  କଞ୍ଚା କ୍ଷୀରରେ ରୁଦ୍ର ଅଭିଷେକ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତି ହବ ଆଉ ଆପଣ ନିଜ ଜୀବନରେ କିଛି ନୂଆ ଆଉ ଉତ୍ତମ କରି ପାରିବେ ।

ବୃଷ :

ବୃଷ ରାଶି ଲୋକଙ୍କ ପାଇଁ ବହୁତ ବଡ ସୁଯୋଗ ଆସିଛି ଆପଣ ମାନଙ୍କୁ ନିଜ ମନ କଥା ଭଗବାନ ଶିବଙ୍କୁ କହିବାକୁ ହବ ଆଉ ମନ ଧ୍ୟାନ ଦେଇ କିଛି ଖରାପ ବିଚାର ନକରି ପୂଜା ରେ ଧ୍ୟାନ ଦବାକୁ ହବ । ବୃଷ ରାଶି ଲୋକଙ୍କୁ ଉନ୍ନତି ପ୍ରାପ୍ତ ହବ ଏହା ଛଡା ଏହି ରାଶି ଲୋକଙ୍କୁ ନିଜ ଜୀବନରେ ଆଗକୁ ବଢିବା ପାଇଁ ବହୁଇଟ ଭଲ ସୁଯୋଗ ମଧ୍ୟ ମିଳିବ ।

ସିଂହ :

ଏହି ରାଶି ଲୋକଙ୍କ ଜୀବନରେ ସବୁ ପ୍ରକାର ସୁଖ ଆସିବାକୁ ଯାଉଛି କିନ୍ତୁ ଧ୍ୟାନ ରଖନ୍ତୁ କୌଣସି ନିଷ୍ପତ୍ତି ଶୀଘ୍ରତାରେ ନିଅନ୍ତୁ ନାହିଁ ଏହା ଆପଣଙ୍କ ଭବିଷତ ପାଇଁ ବହୁତ ବଡ ସମସ୍ୟା ହୋଇପାରେ । ଜୀବନରେ ଯେତେ ଦୁଃଖ କଷ୍ଟ ହେଲେ ମଧ୍ୟ କେବେ ଅନ୍ୟ କାହାକୁ କଷ୍ଟ ଦେଇ ଆପଣ କେବେ ସୁଖରେ ରହି ପାରିବେ ନାହିଁ ।

ଧନୁ :

ଧନୁ ରାଶି ଲୋକଙ୍କ ମନରେ କାହା ପାଇଁ କେବେ ଖରାପ ଭାବନା ନଥାଏ ଆଉ ସତ କଥା କହିବାରୁ ତାଙ୍କ ସାଙ୍ଗ ମଧ୍ୟ ବହୁତ କମ ଲୋକ ହୋଇଥାନ୍ତି ତେବେ ଏହି ଭଲ;ଇ ଲୋକଙ୍କ ଉପରେ ଭଗବାନ ଶିବ ବହୁତ ପ୍ରସନ୍ନ ରୁହନ୍ତି ।

Leave a Reply

Your email address will not be published. Required fields are marked *