କମେଡିୟାନ ଉପାସନା ସିଂଙ୍କ Real ଲାଇଫ Family

ଚଳଚିତ୍ର ମଣିଷ ଜୀବନ ଏମିତି ଗୋଟେ ଅଂସ ହୋଇଯାଇଛି ଯାହା ଦର୍ଶକ ମାନଙ୍କ ସବୁ ଚିନ୍ତା ଦୂର କରିବା ସହ ତାଙ୍କ ମନ ଭାବନା ମଧ୍ୟ ପରିବର୍ତନ କରିବାର କ୍ଷମତା ରଖିଥାଏ, ମଣିଷ ଦୁଃଖୀ ହେଲେ ଆଜିକା ସମୟରେ ଚଳଚିତ୍ର ଆଉ ନିଜ ପସନ୍ଦ ଜିନିଷ ଫୋନ ବା ଟିଭିରେ ଦେଖିଥାଏ ଯାହା ପରେ ତା ମନ ଭାବନା ବଦଳିଥାଏ । ତେବେ ଚଳଚିତ୍ର କେବଳ ହିରୋ ହିରୋଇନ ପାଇଁ ପସନ୍ଦ ଆସି ନଥାଏ କମେଡିଆନ ମାନେ ଚଳଚିତ୍ର ହିଟ କରିବାରେ ବହୁତ ବଡ ଯୋଗଦାନ ଦେଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି କମେଡିଆନ ମାନଙ୍କ ପରିବାର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ।

ଗୁଡି :

ଆପଣ ମାନେ ଶ୍ରୀଦେବୀଙ୍କ ଚଳଚିତ୍ର ଆଗ ଓର ସୋଲେ ଦେଖିଥିବେ ଏହି ଚଳଚିତ୍ରରେ ଆପଣ ମୋଟି ସ୍ତ୍ରୀ ଅଭିନୟ କରୁଥିବାର ଗୁଡିଙ୍କୁ ଦେଖିଥିବେ ତାଙ୍କ ଓଜନ ଯେତେ ଅଧିକ ତାଙ୍କ ଅଭିନୟ ସେତେ ଭଲ ହୋଇଥାଏ ତାଙ୍କୁ ଦର୍ଶକ ଆଜିବି ଦେଖିବାକୁ ପସନ୍ଦ କରନ୍ତି ଆଉ ତାଙ୍କ ଅଭିନୟ ସହ ତାଙ୍କ ହସ ମଧ୍ୟ ବହୁତ ଭଲ ଥାଏ । ଗୁଡି ବହୁତ ଚଳଚିତ୍ରରେ ନିଜ ନାରେ କାମ କରିଛନ୍ତି ଆଉ ଦର୍ଶକ ମାନେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି ତେବେ କିଛି ବର୍ଷ ଆଗରୁ ଗୁଡି ଅଶୋକ ନାମକ ବିଜନେସ ମେନ ସହ ବିବାହ କରିଛନ୍ତି ଆଉ ବର୍ତମାନ ପର୍ଯ୍ୟନ୍ତ ତାଙ୍କର କେହି ସନ୍ତାନ ନାହିଁ ।

କିରନ ଖେର :

କିରନ ଖେର ଦୁଇଟି ବିବାହ କରିଛନ୍ତି ପ୍ରଥମ ବିବାହ ଗୋତମ ବେଡ଼ି ସହ କରିଥିଲେ ଯିଏ ଜଣେ ବିଜନେସ ମେନ ଅଟନ୍ତି କିନ୍ତୁ ତାଙ୍କ ବିବାହ ବହୁତ ଅଧିକ ଦିନ ଚାଲିଲା ନାହିଁ କିନ୍ତୁ ଦୁହିଙ୍କ ଗୋଟେ ପୁଅ ହେଲେ ଯାହା ନା ସିକନ୍ଦର ଖେର ଅଟେ । କିରନ ଖେର ତା ପରେ ଅନୁପମ ଖେର ସହ ବିବାହ କଲେ ଆଉ ବର୍ତମାନ ପର୍ଯ୍ୟନ୍ତ ଦୁହେଁ ଏକାଠି ବହୁତ ସୁଖରେ ଅଛନ୍ତି । କିରନ ଖେର ଦୋସ୍ତାନା, କମବକ୍ତ ଇସ୍କ ଭଳି ବହୁତ ଫିଲମରେ କମେଡିଆନ ଭାବରେ କାମ କରିଛନ୍ତି ଆଉ ତାଙ୍କର ଫିଲ୍ମ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆତେ ତେବେ ତାଙ୍କ ପୁଅ ମଧ୍ୟ ଅଭିନେତା ହେଲେଣି ଆଉ ତାଙ୍କର ୩ଟି ଫିଲ୍ମ ଆସି ଗଲାଣି ।

ଉପାସନା ସିଂହ :

ଉପାସନା ସିଂହ ବଲୀଉଡ ଦୁନିଆ ଏମିତି ଜଣେ ଅଭିନେତ୍ରୀ ଯିଏ ନିଜ କମେଡି ଦ୍ଵାରା ଲୋକଙ୍କ ମନ କିଣି ପାରିଛନ୍ତି ତେବେ ଷେ ୨୦୦୨ରେ ନୀରଜ ଭାରଦ୍ଵାଜ ସହ ନିଜ ଜୀବନ ଆରମ୍ଭ କରିଥିଲେ ତାଙ୍କ ସହ ବିବାହ କରି । ତେବେ କିଛି ବର୍ଷ ପରେ ଦୁହିଙ୍କ ମଝିରେ ବହୁତ ଅସୁବିଧା ଆସିଲା କିନ୍ତୁ ବର୍ତମାନ ଦୁହେଁ ବହୁତ ସୁଖରେ ଅଛନ୍ତି ।

Leave a Reply

Your email address will not be published. Required fields are marked *