‘ଆଉ ଯୋଡି ହେବନି ସମ୍ପର୍କ’, ସୋସିଆଲ ମିଡିଆରେ କାହିଁକି ଏମିତି ପୋଷ୍ଟ କଲେ Anubhab!

ବନ୍ଧୁଗଣ କିଛି ଦିନର ନୀରବତା ପରେ ପୁଣି ଥରେ ସୋସିଆଲ ମିଡିଆରେ ମୁହଁ ଖୋଲିଲେ ସାଂସଦ ଅନୁଭବ ମହାନ୍ତି । କିଛି ନିର୍ଦ୍ଦିଷ୍ଟ ଗଣ ମାଧ୍ୟମକୁ ଟାର୍ଗେଟ କରି କୋର୍ଟକୁ ଟାଣିବେ ବୋଲି ଅନୁଭବ ଚେତାବନୀ ଦେଇଛନ୍ତି । ବର୍ଷା ଓ ଅନୁଭବ କେବେ ଏକାଠି ହେବେ ବୋଲି ଏକ ୟୁଟ୍ଯୁବ ଚ୍ଯାନେଲ ଖବର ପ୍ରସାର କରିଥିଲା । ଦୁଇ ଜଣଙ୍କ ସଂପର୍କକୁ ନେଇ ଖବର ପ୍ରସାର ହେବା ପରେ ମୂହ ଖୋଲିଛନ୍ତି ଅନୁଭବ । ଅନୁଭବ କହିଛନ୍ତି କୋର୍ଟର ନିର୍ଦ୍ଦେଶ କ୍ରମେ ଚୁପ ରହିଛି କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ମିଡିଆ ବା ୟୁଟ୍ଯୁବ ଚ୍ଯାନେଲ କିଛି ବି ଲେଖିବେ ବା କହିପାରିବେ ।

ତାଙ୍କ ବିରୁଦ୍ଧରେ ମିଥ୍ୟା ଖବର ପ୍ରକାଶ ନ କରି ଲୋକଙ୍କୁ ଭ୍ରମରେ ନ ପକାଇବାକୁ ଅନୁଭବ ଚେତାବନୀ ଦେବା ସହ ଏହା ବନ୍ଦ ନ କରିଲେ କୋର୍ଟର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି । ପୂର୍ବରୁ ଅନୁଭବ ପୋଷ୍ଟ କରି ଲେଖିଛନ୍ତି ନା ଆଉ କେବେ ବି ନୁହେଁ ଏଭଳି କିଛି ଲେଖିବା ପରେ ସ୍ପଷ୍ଟ ହେଉଛି ସେ ଆଉ ବର୍ଷା କେବେ ବି ଏକାଠି ହେବେ ନାହି ।

ବାରମ୍ବାର ଭିଡିଓ ପୋଷ୍ଟ କରି ସମାନ ହାନି ହେବା ନେଇ ବର୍ଷା କୋର୍ଟର ଦ୍ଵାର୍ଷ୍ଟ ହେବ ପରେ କୋର୍ଟ ସୋସିଆଲ ମିଡିଆରେ ଟିପ୍ପଣୀ ନ କରିବାକୁ ଦୁହିଙ୍କୁ ତାଗିଦ କରିଥିଲେ । ଅନୁଭବଙ୍କ ବିରୁଦ୍ଧରେ ଅପପ୍ରଚାର ହେବା କାରଣରୁ ସେ ଏଭଳି ପୋଷ୍ଟ ସୋସିଆଲ ମିଡିଆରେ କରିଛନ୍ତି । ଅନୁଭବ ଏହି ପୋଷ୍ଟ ରେ ଲେଖିଛନ୍ତି କି ସେ ଆଉ ବର୍ଷାଙ୍କ ସହ କେବେ ବି ଆଗାମୀ ସମୟରେ ସମ୍ପର୍କ ଯୋଡିବେ ନାହି ।

ଯାହାକୁ ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି । ତାଙ୍କର ବ୍ଯକ୍ତିଗତ ଜୀବନୀକୁ ନେଇ ଏଭଳି ଖବର ପ୍ରସାର ହେବା ନେଇ ଅନୁଭବ ହୁଏ ତ ରାଗି କି ଅଛନ୍ତି । ଯାହା ପାଇଁ ସେ ଏଭଳି ପୋଷ୍ଟ ସେୟାର କରିଛନ୍ତି । ତେବେ ବାସ୍ତବରେ ଦେଖିବାଲୁ ଗଲେ କାହାର ବ୍ୟକ୍ତିଗତ ଜୀବନୀକୁ ନେଇ ଏମିତି ମିଛ ଖବର ପ୍ରଚାର କରିବା ଠିକ ନୁହେଁ ।

ଅନୁଭବ ଚାହିଲେ ଯେଉଁ ୟୁଟ୍ଯୁବ ଚ୍ଯାନେଲ ଏଭଳି ମିଛ ପ୍ରଚାର କରୁଛି ସେମାନଙ୍କ ବିରୁଦ୍ଧରେ ସିଧା ସଳଖ କୋର୍ଟ ରେ ମାମଲା ରୁଜୁ କରି ପାରିବେ । ତେବେ ଏହି ପୋଷ୍ଟ ଟି ବର୍ଷା ଙ୍କ ପାଇଁ ଜମା ବି ହୋଇ ନାହି ଯାହା ସ୍ପଷ୍ଟ ହୋଇଛି । ହୁଏ ତ ଅନୁଭବ କୋର୍ଟ ନିର୍ଦ୍ଦେଶ ଅବମାନନା କରିଛନ୍ତି ବୋଲି କିଛି ୟୁଜର୍ସ ମାନେ କରୁଛନ୍ତି ତେବେ ଏହା ଭୁଲ ଧାରଣ ଅଟେ ।

ବର୍ଷା ମଧ୍ୟ ଏହା ବିରୁଦ୍ଧରେ କୌଣସି ପ୍ରକାରର ମତାମତ ଦେଇ ନାହାନ୍ତି । ଅଯଥା କଥାକୁ ନେଇ ବା ଯିଏ ଯାହା ସହ ରହିବାକୁ ଚାହୁଁ ନାହି କିମ୍ବା କୋର୍ଟ ରେ ଯାହାର କେସ ଲଗାଇ ରହିଛି ସେଭଳି ସ୍ଥିତି ରେ ଏପରି ଅପପ୍ରଚାର କରିବା ଭୁଲ ଅଟେ । ଯାହାକୁ ଅନୁଭବ ସିଧା ସଳଖ ତାଗିଦ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *