ଆଉ ମାତ୍ର ୨ ଦିନ ପରେ କୁମ୍ଭ ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ, କିଛି ବଡ ଘଟିବାକୁ ଯାଉଛି ଆପଣଙ୍କ ଜୀବନରେ- Jyotisha Shastra

ଆଜି ଆମେ ଆପଣ ମାନଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଜୁଲାଇ ମାସର ତୃତୀୟ ସପ୍ତାହ କିପରି ରହିବ ସେହି ବିଷୟରେ କହିବାକୁ ଯାଉଛୁ । ଜାନୁଆରୀ 11 ରୁ 17  ତାରିଖ ଯାଏଁ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ରେ କିଛି ପରିବର୍ତ୍ତନ ଆସିପାରେ । ଆପଣ ଏହି ସମୟ ମଧ୍ୟରେ କୌଣସି ନୂଆ କାମ ଆରମ୍ଭ କରନ୍ତୁ ଅନହି । ଆଖି ଜନିତ ସମସ୍ଯା ହୋଇପାରେ । ଯାତ୍ରା କରିବା ସମୟରେ ଆପଣ ସତର୍କ ରୁହନ୍ତୁ ।

୧୧ ରେ ଆପଣ ପ୍ରତେକ କାମ ସଫଳତାର ସହ ପୁରା କରିବେ । ଆପଣଙ୍କ ବାକ୍ୟରେ ମଧୁରତା ଆସିବ । ଆପଣଙ୍କର ବ୍ୟକ୍ତିତ୍ବରେ ଚମକ ଦେଖିବାକୁ ମିଳିବ । ବିଦେଶ ଯାତ୍ରା କରିବାର ଯୋଗ ରହିଛି । ଛାତ୍ର ମାନେ ପାଠ ପଢା ପ୍ରତି ଆଗ୍ରହୀ ହେବେ । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ଭଲ ରହିବ ।  ୧୨ରୁ ୧୪ ତାରିଖ ଯାଏଁ ସମୟ ଆପଣଙ୍କ ପାଇଁ ଭଲ ରହିବ । ଗୃହରେ ଧନର ବର୍ଷା ହୋଇପାରେ । ଅଟକି ରହିଥିବା ଧନ ପାଇବେ ।

ଶତ୍ରୁ ମାନେ ଦୂରେଇ ରହିବେ । ନିବେଶ କରି ଅଧିକ ଲାଭ ପାଇବେ । ଭାଇ ଭଉଣୀଙ୍କ ସହଯୋଗ ପାଇବେ । ରୋଗରୁ ମୁକ୍ତି ପାଇବେ । କ୍ୟାରିୟରକୁ ଏଇ ନୂଆ ଯୋଜନା କରିବେ ।  ୧୫ ରେ ଆପଣ କୌଣସି ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସଫଳ ହେବେ । ସେୟାର ବଜାରରେ ନିବେଶ କରିବେ । ବନ୍ଧୁ ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଛାତ୍ର ମାନଙ୍କ ପାଇଁ ସମୟ ପୂର୍ବ ଭଳି ରହିବ । ଆପଣ କାର୍ଯ୍ୟ କ୍ଷେତ୍ର ରେ ପ୍ରଶଂସା ପାଇବେ ।

ଏହି ସପ୍ତାହ ଆପଣଙ୍କ ପାଇଁ ୧୧ ରୁ ୧୭ ତାରିଖ ଯାଏଁ ସମୟ ଭଲ ରହିବ । ୧୩ ତାରିଖ ଆପଣଙ୍କ ପାଇଁ ଅଶୁଭ ରହିବ । ୧୬  ଓ ୧୭  ତାରିଖ ଆପଣଙ୍କ ପାଇଁ ମିଳାମିଶା ରହିବ । ଆପଣ ଆପଣଙ୍କର ଅଶୁଭ ଦିନରେ କ୍ଷୀରର ପ୍ରୟୋଗ ସନ୍ଧ୍ୟା ସମୟରେ କରିବେ ନାହି । ଏହାର ପୂର୍ବ ରାତିରେ ଆପଣ ଶୋଇବା ପୂର୍ବରୁ ତକିଆ ତଳେ କ ପଡାରେ ଅରୁଆ ଚାଉଳ ବାନ୍ଧି ରଖନ୍ତୁ । ତା ପର ଦିନ ଅରୁଆ ଚାଉଳକୁ ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ ।

ଏପରି କରିବା ଦ୍ଵାରା ଖରାପ ଶକ୍ତି ସମାପ୍ତ ହେବ । ଆପଣଙ୍କର ୧୧  ଓ ୧୨ ତାରିଖରେ ଶୁଭ ଅଙ୍କ ୩ ରହିବ । ଶୁଭ ରଙ୍ଗ ହଳଦିଆ ରହିବ । ୧୩  ଓ ୧୪  ତାରିଖ ରେ ଆପଣଙ୍କର ଶୁଭ ଅଙ୍କ ୯ ରହିବ । ଶୁଭ ରଙ୍ଗ କମଳା ରହିବ । ୧୫,୧୬ ତାରିଖ ପାଇଁ ଶୁଭ ଅଙ୍କ ୬ ରହିବ । ଶୁଭ ରଙ୍ଗ ଧଳା ରହିବ । ୧୭ ତାରୁଖ ଦିନ ସମୟରେ ଶୁଭ ଅଙ୍କ ୫ ରହିବ ।

ଶୁଭ ରଙ୍ଗ ସବୁଜ ରହିବ । ଏହା ଥିଲା ଏହି ମାସର ୩ୟ ସପ୍ତାହରେ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କେମିତି ସମୟ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *