Abhisek Mohapatra ଙ୍କ ଶେଷକୃତ୍ୟ ହେଲା ସମ୍ପନ୍ନ, ଦେଖନ୍ତୁ କାନ୍ଦି କାନ୍ଦି ଅଭିଷେକ ଙ୍କ ମା’ କହିଲେ ଏମିତି…ପୁରା Video ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବନି

ନମସ୍କାର ବନ୍ଧୁଗଣ । ଆପଣ ଏମାନେ ଜାଣିଥିବେ ଓଡିଶାର ଯୁବକ ଅଭିଷେକ ମହାପାତ୍ର ଦୀର୍ଘ ୩ ମାସ ଧରି କୋଲକାତାରେ କ-ରୋ-ନାରେ ଆ-କ୍ରା-ନ୍ତ ହୋଇ ଥିବାରୁ ଇକୋମୋ ଚିକିତ୍ସା ରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଦୁଖର ଖବର ହେଉଛି ଶୁକ୍ରବାର ଦିନ ସେ ଜୀବନ ମ-ର-ଣ ଯୁ-ଦ୍ଧରେ ହାରିଯାଇ ଜୀବ ଲ-ଢେ-ଇ-ରେ ହା-ରି ଯାଇଛନ୍ତି । ଗତ ଶୁକ୍ରବାର ଦିନ ତାଙ୍କର ପ-ର-ଲୋ-କ ଘଟିଛି । ଅଭିଷେକଙ୍କ ଗାଁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ମନ୍ଦାରୀ ଗାଁ ରେ ତାଙ୍କର ଅ-ନ୍ତି-ମ ସଂ-ସ୍କା-ର କରା ଯାଇଛି । ଅଭିଷେକଙ୍କ ମୃ-ତ୍ୟୁ ପରେ ତାଙ୍କ ଗାଁ ରେ ଶୋ-କ-ର ଛାୟା ଖେଳି ଯାଇଛି ।

ଦୀର୍ଘ ଦିନର ସତ ଚେଷ୍ଟା ଓ ଓଡିଶା ବାସୀଙ୍କ ସାହାଜ୍ଯ ସତ୍ବେ ମଧ୍ୟ ଅଭିଷେକ ଆଜି ଆଉ ଏ ଦୁନିଆରେ ନାହାନ୍ତି । ଅଭିଷେକ ବିଭାର ୮ ଦିନ ପରେ କୋରୋନାରେ ଆ-କ୍ରା-ନ୍ତ ହୋଇଥିଲେ । ଏହା ପରେ ତାଙ୍କର ଅବସ୍ଥା ଗୁରୁତର ହୋଇ ଥିବାରୁ ତାଙ୍କୁ ଏୟାର ଲିଫ୍ଟରେ କୋଲକାତା ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥିଲେ । କିନ୍ତୁ ତାଙ୍କର ଇକୋମୋ ଚିକିତ୍ସା ପାଇଁ କୋଟି କୋଟି ଟଙ୍କାର ଆବଶ୍ୟକତା ରହିଥିଲା । ଏହା ପରେ ଅଭିଷେକଙ୍କ ସ୍ତ୍ରୀ ମୌସୁମୀ ନିଜର ଦୃଢ ମନୋବଳରେ ପୁରା ଓଡିଶା ବାସୀଙ୍କୁ ଗୋଟେ ଗୋଟେ ଟଙ୍କାର ଆର୍ଥିକ ସାହାଜ୍ଯ ପାଇଁ ଅନୁରୋଧ କରିଥିଲେ ।

ଏହା ପରେ ସେଲିବ୍ରେଟି ମାନଙ୍କ ଠାରୁ ଆରମ୍ଭ କରି ଓଡିଶା ବାସୀ ସମସ୍ତେ ଅଭିଷେକଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଜ୍ୟଜୟ କରିଥିଲେ । ଏହା ପରେ ତାଙ୍କୁ ଏୟାର ଲିଷ୍ଟରେ କୋଲକାତା ନିଆ ଯାଇଥିଲା । କିଛି ଦିନ ଚିକିତ୍ସା ହେବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ରେ ସୁଧାର ଆସିତଝିଥିଲା । କିନ୍ତୁ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଶୋଚନୀୟ ହୋଇ ପଡିଥିଲା । ସୂଚନା ଅନୁସାରେ ଅଭିଷେକଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇ ଯାଇଥିଲା । ତାଙ୍କ ପରିବାର ଓ ଗାଁ ଲୋକ ମାନେ କେତେ ପୂଜା ପାଠ ସହ ବ୍ରତ କରିଛନ୍ତି କିନ୍ତୁ କିଛି ଫଳ ମିଳିଲା ନାହି ବୋଲି ଅଭିଷେକ ଙ୍କ ମା କହିଛନ୍ତି ।

ଅଭିଷେକଙ୍କ ପ-ର-ଲୋ-କ-ରେ ତାଙ୍କ ବାପା ମା ବହୁତ ଭାଙ୍ଗି ପଡିଛନ୍ତି । ଏମିତିକି ତାଙ୍କ ସ୍ତ୍ରୀ ମୌସୁମି ଯାହାଙ୍କ ସହ ତାଙ୍କର ସଂସାର ଆରମ୍ଭ ହୋଇ ନ ଥିଲା ସେ ନିଜକୁ ସମ୍ବାଳିପାରୁ ନାହାନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ତେବେ ଭଗବାନ ଏତେ ନିଷ୍ଠୁର କେମିତି ହୋଇ ପାରିଲେ ବୋଲି ଅଭିଷେକ ଙ୍କ ମା କହିଛନ୍ତି । ଅଭିଷେକ ଙ୍କ ଅ-ନ୍ତି-ମ ସଂ-ସ୍କା-ର ତାଙ୍କ ଗାଁ ରେ ରୀତିନୀତି ଅନୁସାରେ ସମ୍ପର୍ଣ୍ଣ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *