ଅଭିନେତ୍ରୀ ସୁର୍ଭି ଜ୍ୟୋତିଙ୍କ ଦିୱାନା ଅଟନ୍ତି ଏହି 4 ଜଣ ପ୍ରସିଦ୍ଧ ଅଭିନେତା, 3 ନମ୍ବର ଅଭିନେତା କଥା ଜାଣି ବିଶ୍ଵାସ ହେବନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ସୁର୍ଭି ଜ୍ୟୋତି ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ବର୍ତ୍ତମାନ ଟିଭି ଇଣ୍ଡଷ୍ଟ୍ରୀ ରୁ ଦୁରେଇ ଯାଇଛନ୍ତି । ଏହି ଅଭିନେତ୍ରୀ ଙ୍କୁ କେବଳ ଟିଭି ସିରିଆଲ ପାଇଁ ହିଁ ନୁହେଁ ବରଂ ୱେବ୍ ସିରିଜ ପାଇଁ ମଧ୍ୟ ଲୋକମାନେ ଜାଣିଛନ୍ତି । ଟିଭି ସିରିଆଲ ‘ନାଗିନ’ ଓ ‘କୁବୁଲ ହେ’ ରେ ଏହି ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିଥିଲା । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଥିଲେ ଏବଂ ସେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଟିଭି ଇଣ୍ଡଷ୍ଟ୍ରୀ ର ଏଭଳି କିଛି ଅଭିନେତା ଅଛନ୍ତି ଯେଉଁମାନେ ଅଭିନେତ୍ରୀ ସୁର୍ଭି ଜ୍ୟୋତି ଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କ ସହିତ କାମ କରିବାକୁ ମଧ୍ୟ ଚାହାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତା ମାନଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଜୈନ ଇମାମ- ବନ୍ଧୁଗଣ ପ୍ରଥମ ଅଭିନେତା ଜଣକ ହେଉଛନ୍ତି ‘ଜୈନ ଇମାମ’ । ଏହି ଅଭିନେତା ଅଭିନେତ୍ରୀ ସୁର୍ଭି ଜ୍ୟୋତି ଙ୍କୁ ବହୁତ ପସନ୍ଦ କରନ୍ତି । ଅଭିନେତା ଜୈନ ଇମାମ ନିଜର ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଯେ ସେ ଅଭିନେତ୍ରୀ ସୁର୍ଭି ଜ୍ୟୋତି ଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଭବିଷ୍ୟତରେ ସୁଯୋଗ ମିଳିଲେ ସେ ଏହି ଅଭିନେତ୍ରୀ ଙ୍କ ସହିତ ନିଶ୍ଚିତ ଭାବରେ କାମ କରିବେ ।


୨. ଅର୍ଜୁନ ବିଜଲାନି- ବନ୍ଧୁଗଣ ଦ୍ବିତୀୟ ଅଭିନେତା ଜଣକ ହେଉଛନ୍ତି ‘ଅର୍ଜୁନ ବିଜଲାନି’ । ଅର୍ଜୁନ ସୁର୍ଭି ଙ୍କ ସହିତ ନାଗିନ୩ ସିରିଆଲ ରେ ଅଭିନୟ କରି ସାରିଛନ୍ତି ଏବଂ ଏହି ଅଭିନେତା ନିଜର ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଛନ୍ତି ଯେ, ଅଭିନେତ୍ରୀ ସୁର୍ଭି ଜ୍ୟୋତି ଙ୍କୁ ସେ ବହୁତ ପସନ୍ଦ କରନ୍ତି ଏବଂ ଏହା ସହିତ ତାଙ୍କ ଅଭିନୟ କୁ ମଧ୍ୟ । ସେ ଏହା ମଧ୍ୟ କହିଥିଲେ ଯେ, ଅଭିନେତ୍ରୀ ସୁର୍ଭି ଜ୍ୟୋତି ଜଣେ ଭଲ ଅଭିନେତ୍ରୀ ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି ।


୩. କରନ ସିଂ ଗ୍ରୋବର- ବନ୍ଧୁଗଣ ତୃତୀୟ ଅଭିନେତା ଜଣକ ହେଉଛନ୍ତି ‘କରନ ସିଂ ଗ୍ରୋବର’ । ଟିଭି ଇଣ୍ଡଷ୍ଟ୍ରୀ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ର ଏହି ପ୍ରସିଦ୍ଧ ଅଭିନେତା ଅଭିନେତ୍ରୀ ସୁର୍ଭି ଜ୍ୟୋତି ଙ୍କ ସହିତ ସିରିଆଲ ‘କୁବୁଲ ହେ’ ରେ ଅଭିନୟ କରି ସାରିଛନ୍ତି । ଏହି ଅଭିନେତା ନିଜର ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଯେ, ଅଭିନେତ୍ରୀ ସୁର୍ଭି ଜ୍ୟୋତି ଜଣେ ବହୁତ ଭଲ ମଣିଷ ଅଟନ୍ତି ଏବଂ ଯଦି ସେ ବିବାହିତା ହୋଇ ନଥାନ୍ତେ ତେବେ ସେ ସୁର୍ଭି ଙ୍କୁ ନିଶ୍ଚିତ ଭାବରେ ନିଜର ମନ କଥା କହିଥାନ୍ତେ ।


୪. ପଲ୍ ଭି ପୁରୀ- ବନ୍ଧୁଗଣ ଚତୁର୍ଥ ଅଭିନେତା ଜଣକ ହେଉଛନ୍ତି ‘ପଲ୍ ଭି ପୁରୀ’ । ଏହି ଅଭିନେତା ଅଭିନେତ୍ରୀ ସୁର୍ଭି ଜ୍ୟୋତି ଙ୍କ ସହିତ ନାଗିନ ୩ ରେ ଅଭିନୟ କରି ସାରିଛନ୍ତି । ଏହି ଅଭିନେତା ମଧ୍ୟ ସୁର୍ଭି ଙ୍କ ଦିୱାନା ଅଟନ୍ତି । ସେ ନିଜର ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଯେ, ସୁର୍ଭି ଜଣେ ଭଲ ଅଭିନେତ୍ରୀ ଅଟନ୍ତି ଏବଂ ସେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଏହା ସହିତ ଏହି ଯୋଡ଼ି ଙ୍କ ଫାନ୍ସ ମାନେ ମଧ୍ୟ ଚାହାନ୍ତି ଯେ, ଏହି ଯୋଡ଼ି ବାସ୍ତବରେ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତୁ ଏବଂ ଏକାଠି ରୁହନ୍ତୁ ।

Leave a Reply

Your email address will not be published. Required fields are marked *