ସେଇ ଘରେ ଜଳିଥିଲେ ACF Soumya, ପାଖରେ ଥାଇ ନିଆଁ ନଲିଭାଇ ଚୁପ ଚାପ ସବୁ ଦେଖୁଥିଲେ Bidyabharati

ବହୁ ଚର୍ଚିତ ପାରଳାଖେମୁଣ୍ଡି ଏସିସେଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ଘଟଣାରେ ଆସିଛି ଏର୍କ ନୂଆ ଟ୍ଵି-ଷ୍ଟ । ସୂଚନା ଅନୁସାରେ ଅ-ଭି-ଯୁ-କ୍ତ ବିଦ୍ୟା ଭାରତୀଙ୍କୁ ଯେଉଁ ସ-ସ-ପେ-ନ୍ସ ରହିଥିଲା ତାହା କ୍ଲିୟର ହୋଇଛି । ସୂଚନା ଅନୁସାରେ ଯେତେବେଳେ ସୋମ୍ୟଙ୍କ ଦେ-ହ-ରେ ନି-ଆଁ ଲାଗିଥିଲା ସେହି ସମୟରେ ବିଦ୍ୟା ଭାରତି କିଛି ନ କରି ଠିଆ ହୋଇ ଦେଖୁଥିଲେ । ଅନ୍ୟ ପଟେ ବିଦ୍ୟା ଗଣ ମାଧ୍ୟମ ଆଗରେ ମି-ଛ କହିଥିଲେ ଯେ ଯେତେବେଳେ ସୋମ୍ୟଙ୍କ ଦେ-ହ-ରେ ନି-ଆଁ ଲାଗିଥିଲା ସେ ପାଣି ଢାଳିଥିଲେ ଯାହା ସଂପୂର୍ଣ୍ଣ ଭାବେ ମିଛ ଅଟେ । ଏଥିପାଇଁ ବର୍ତ୍ତମାନ ତାଙ୍କ ବି-ରୁ-ଦ୍ଧ-ରେ ଲାଗିବ ଧାରା ୨୮୫ ଓ ୩୦୪ ।

ପ୍ରକୃତ ଘଟଣା ହେଉଛି ବିଦ୍ୟା ସୋମ୍ୟଙ୍କ ଦେ-ହ-ରେ ନି-ଆଁ ଲାଗିବା ବେଳେ ନା କୌଣସି ପଡୋଶୀଙ୍କୁ ଡ଼ାକିଥିଲେ ନାଁ ନିଜେ ନି-ଆଁ ଲିଭାଇଥିଲେ । କ୍ରା-ଇ-ମ-ବ୍ରା-ଞ୍ଚ ଏଡିଯି ସଂଜୀବ ପଣ୍ଡା କହିଛନ୍ତି ଯେ ଯେତେବେଳ ସୋମ୍ୟଙ୍କ ମେଡିକାଲରେ ଚିକିତ୍ସା ହେଉଥିଲା ସେତେବେଳେ ସୋମ୍ୟ କହିଥିଲେ ଯେ ତାଙ୍କ ଦେହରେ କାଗଜ ପୋଡିବା ସମୟରେ ଦୁର୍ଘଟଣା ବଶତ ନି-ଆଁ ଲାଗିଥିଲା ଯାହା ଏହି କେ-ସ_ର ସବୁଠାରୁ ବଡ ପ୍ରମାଣ ଅଟେ । କିନ୍ତୁ ସେହି ସମୟରେ ସୋମ୍ୟଙ୍କୁ ବଞ୍ଚାଇବା ପାଇଁ ବିଦ୍ୟା କୌଣସି ଚେଷ୍ଟା କରି ନ ଥିଲେ । କାରଣ ବିଦ୍ୟାଙ୍କ ହାତ ଲେଖା ଚିଠିରୁ ସ୍ପଷ୍ଟ ହୋଇଛି ଯେ ସେ ସୋମ୍ୟଙ୍କୁ କେତେ ଘୂ-ଣା କରୁଥିଲେ ।

ଜଣେ ବ୍ୟକ୍ତିଙ୍କୁ ପୋ-ଡି ଯାଉଥିବାର ଦେଖି ମଧ୍ୟ ବିଦ୍ୟା କୌଣସି ପଦକ୍ଷେପ ନେଇ ନ ଥିଲେ ଯାହା ପାଇଁ ତାଙ୍କ ବି-ରୁ-ଦ୍ଧ-ରେ ଲାଗିବା ୨୮୫ ଓ ୩୦୪ ଧାରା । ସୋମ୍ୟଙ୍କ ମୃ-ତ୍ୟୁ ପରେ ବିଦ୍ୟା ଭାରତୀ ବଲାଙ୍ଗୀର ଯାଇଥିଲେ ଯେଉଁ ପରୀକ୍ଷା ଦେବା ପାଇଁ ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ତାଙ୍କର ନିଜ ସ୍ଵାମୀଙ୍କୁ ହରାଇ କୌଣସି ଦୁଖ ନାହି । ଏ ସବୁ ଉପରେ ବର୍ତ୍ତମାନ ବିଦ୍ୟା କଣ ପ୍ରତିକ୍ରିୟା ଦେଉଛନ୍ତି ତାହା ଦେଖିବାର ଅଛି ।

କ୍ରା-ଇ-ମ-ବ୍ରାଞ୍ଚ ଏଡିଯି ସଂଜୀବ ପଣ୍ଡା ଯେଉଁ ରି-ପୋ-ର୍ଟ ଦେଇଛନ୍ତି ଏହାକୁ ନେଇ ଗଣ ମାଧ୍ୟମ ଓ ସୋମ୍ୟଙ୍କ ପରିବାର ଲୋକଙ୍କ ମଧ୍ୟରେ କେଉଁ ଭଳି ପ୍ରଶ୍ନ ଉଠିବ ତାହା ଦେଖିବାର ଅଛି । ଏହା ସହ ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ କଣ ପ୍ରଶ୍ନ ଉଠିବ ତାହା ଦେଖିବାର ଅଛି । ତେବେ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-ରେ ଆଗକୁ କଣ ମୋ-ଡ ନେବ ତାହା ଦେଖିବାର ଅଛି । କାରଣ କ୍ରା-ଇ-ମ-ବ୍ରା-ଞ୍ଚ ଟିମ ଏହି କେ-ସ-ର ଶେଷ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *