ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଉ ଏକ ବଡ ଟ୍ଵିଷ୍ଟ : “ବିଦ୍ୟାଙ୍କର ଥିଲା ବିଧବା ଯୋଗ, ସୋମ୍ୟ ସାଜିଥିଲେ ସାହାଡା ଗଛ… ଏ ପ୍ଳାନ ଥିଲା ବିଦ୍ୟାଙ୍କ ବାପାଙ୍କର”… ଦେଖନ୍ତୁ Video କଣ କହିଲେ ପରିବାର ଲୋକେ

ପାରଳାଖେମୁଣ୍ଡିର ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ଗତ ୨୧ ଦିନ ବିତି ଯାଇଥିଲେ ମଧ୍ୟ ଏହି ଘଟଣା ରହସ୍ୟମୟ ହେବାରେ ଲାଗିଛି । ଆଜି ଯାଏଁ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲାରେ ପ୍ରକୃତ ଦୋ-ଷୀ କିଏ ତାହା ପୋଲିସ ତଦନ୍ତ କରିବା ପରେ ମଧ୍ୟ ଜଣା ପଡି ନାହି ।

ତେବେ ସୂଚନା ଅନୁସାରେ ବିଦ୍ୟା ଭାରତୀଙ୍କ ଶେଷ ହାତ ଲେଖା ଚିଠି ମିଳିଛି ଯେଉଁଥିରେ ଜ୍ଯୋତି ମାନକ ଯୁବକଙ୍କର ନାଁ ରହିଛି । ଏହି ଚିଠି ପୋଲିସ ହାତରେ ଲାଗିବା ପରେ ମଧ୍ୟ ପୂର୍ବବତ ପୋଲିସ ମଧ୍ୟରେ କୌଣସି ତପ୍ତରତା ଦେଖିବାକୁ ମିଳି ନାହି । ସୂଚନା ଅନୁସାରେ ବିଦ୍ୟାଙ୍କ ବିବାହ ସୋମ୍ୟଙ୍କ ସହ ଠିକ ହେବା ପରେ ବିଦ୍ୟା ଘରୁ ଫେରାର ହୋଇ ଯାଇଥିଲେ ବୋଲି ତାଙ୍କ ଗାଁ ଲୋକେ କହିଛନ୍ତି ।

ବିଦ୍ୟାଙ୍କର କଲେଜର ବନ୍ଧୁ ଜ୍ଯୋତିଙ୍କ ସହ ପ୍ରେମ ସମ୍ପର୍କ ଥିବାରୁ ସେ ସୋମ୍ୟଙ୍କ ସହ ବିବାହ କରିବା ପାଇଁ ରାଜି ନ ଥିଲେ । ବିଦ୍ୟାଙ୍କ ପରିବାର ଓ ଜ୍ଯୋତିଙ୍କ ପରିବାର ଉଭୟ ଏହି ବାହାଘର ପାଇଁ ରାଜି ଥିଲେ । କିନ୍ତୁ ଜାତକ ମିଳାଇବା ପରେ ଏକ ଭୟଙ୍କର ସତ ସାମନାକୁ ଆସିଥିଲା । ଜାତକ ଅନୁସାରେ ବିଦ୍ୟାଙ୍କ ଭାଗ୍ୟରେ ବି-ଧ-ବା ଯୋଗ ରହିଛି । ଏହା ଜାଣିବା ପରେ ବିଦ୍ୟାଙ୍କ ବାପା ଝିଅ ପ୍ରେମରେ ସୋମ୍ୟଙ୍କୁ ଏକ ସାହାଡା ଗଛ ଭାବେ ବାଛି ନେଲେ ।

କାରଣ ପୂର୍ବଜ ମାନେ କହି ଯାଇଛନ୍ତି ଯେ ଯଦି ଝିଅର ବି-ଧ-ବା ଦୋ-ଷ ରହିଥାଏ ତେବେ ସାହାଡା ଗଛ ସହ ତାର ବିବାହ କରିଲେ ଏହି ଦୋ-ଷ ଖଣ୍ଡନ ହୋଇଥାଏ । ବିଦ୍ୟା ଘରୁ ଫେରାର ହେବା ପରେ ତାଙ୍କ ଘର ଲୋକେ ତାଙ୍କୁ ବୁଝାଇ ସୋମ୍ୟଙ୍କ ବିବାହ କରିବାକୁ ରାଜି କରିଥିଲେ ମଧ୍ୟ ବିବାହ ପରେ ବିଦ୍ୟା ସୋମ୍ୟଙ୍କୁ ଗ୍ରହଣ କରିପାରି ନ ଥିଲେ । ବିବାହ ପରେ ବିଦ୍ୟା ସୋମ୍ୟଙ୍କୁ ୧ ବର୍ଷ ସମୟ ମାଗିଥିଲେ ତାଙ୍କ ସହ ଖାପଖୁଆଇ ରହିବାକୁ ।

କିନ୍ତୁ ବିବାହର ୧ ବର୍ଷ ନ ପୁରୁଣୁ ସୋମ୍ୟଙ୍କର ମୃ-ତ୍ୟୁ ହୋଇଛି ଓ ବିଦ୍ୟା ବି-ଧ-ବା ହୋଇ ସାରିଛନ୍ତି । ଏ ସବୁ ବିଷୟରେ କଣ ବିଦ୍ୟାଙ୍କ ବାପା ଆଗରୁ ଜାଣିଥିଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି । ସୋମ୍ୟଙ୍କ ସହ ବିଦ୍ୟାଙ୍କର କୌଣସି ଶା-ରୀ-ରି-କ ସ-ମ୍ପ-ର୍କ ନ ଥିଲେ ସୋମ୍ୟ ବିଦ୍ୟାଙ୍କୁ ବହଡୁ ଭଲ ପାଉଥିଲେ । କିନ୍ତୁ ଅନ୍ୟ କ୍ଷେତ୍ରରେ ବିଦ୍ୟା ନିଜ ପୁରୁଣା ପ୍ରେମିକ ଜ୍ଯୋତିଙ୍କୁ ବହୁତ ଝୁରି ହେଉଥିଲେ ।

ଏତେ କମ ବୟସର ଝିଅ ସୋମ୍ୟଙ୍କୁ ରାସ୍ତାରୁ ହଟାଇବା ପାଇଁ ରାଚୁଥିଲେ ଷ-ଡ-ଯ-ନ୍ତ୍ର ଏଥିରେ ବିଦ୍ୟାଙ୍କ ପରିବାର ବର୍ଗ ହୁଏ ତ ସାହାଜ୍ଯ କରୁଥିଲେ ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଏତେ କମ ବୟସରେ ବିଦ୍ୟା ବି-ଧ-ବା ହୋଇଥିଲେ ମଧ୍ୟ ତାଙ୍କ ପରିବାର ଲୋକଙ୍କ ମନରେ ଟିକେ ହେଲେ ବି ଅବସାଦ ନାହି କି ଆଖିରେ ଟୋପେ ଲୁହ ନାହି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର କଣ ରହିଛି ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *