ସୋରିଷ ତେଲରେ ମିଶାଇ ଲଗାନ୍ତୁ ଏହି ଜିନିଷ, ରାତାରାତି ଭଲ ହୋଇଯିବ ଏକଜିମା- Health Tips

ଆମ ଶରୀର ଏକ ଏଭଳି ବସ୍ତୁ ଜାହର ଯତ୍ନ ନନେଲେ ଏଥିରେ ଅନେକ ପ୍ରକାର ରୋଗ ହୋଇ ଥାଏ । ଯଦି ଦେଖିବା ପାଇଁ ଯିବା ତାହେଲେ ଜାଣି ହେବ କି ଏହା କାହାକୁ ଭି ହୋଇ ପାରେ କେବଳ ଏହା ଡିଆଁ ରୋଗ ନୁହେଁ । କାହା କୁ ହୋଇଥିବା ଅବସ୍ଥାରେ ଏହା ଆମ ପାକହକୁ ଆସି ଜୀବ ଏହା ନୁହେଁ ।

ଏହା ରକ୍ତ ସଫା ନ ଥିଲେ ମଧ୍ୟ ହୋଇ ଥାଏ । ତେବେ ଚରମ ରେ ହେଉଥିବା କୁଣ୍ଡିଆ ଜନିତ ରୋଗ ପାଇଁ ଦେଖିବା କୁ ଗଲେ ଏକଜିମା ଏକ ରୋଗ । ଏହା ଏକ ସାଧାର କୁଣ୍ଡିଆ ରୋଗ । ଏହା କାହାକୁ ଭି ହୋଇ ପାରେ ଅନେକ ଜଣ ଏହାର ଉପଚାର ପାଇଁ ଅନେକ ଔଷଧ ଖାଇଛନ୍ତି କିନ୍ତୁ ଏହା ଭଲ ହୋଇ ନି । ଏହା ଭଲ ହେବ ପାଇଁ ଆମେ ଆଜି ଏକ ଘରୋଇ ଉପଚାର କହିବା ପାଇଁ ଯାଉଛୁ ।

ଏହା ହେବା ଦ୍ଵାରା ଏହା କୁଣ୍ଡିଆ ବହୁତ ହୋଇ ଥାଏ । ଏକଜିମା ଏକ କୁଣ୍ଡିଆ ରୋଗ ଏହା ଏକ ଏ ଭଳି ରୋଗ ଯାହା ବଂଶାନୁ ଗତିକ ହୋଇ ଥାଏ । ଏହା ଅଧିକ କୁଣ୍ଡିଆ ହୋଇ ଲାଲ ହୋଇ ଫଳି ଯାଏ ଅନେକ ସମୟରେ ଏହା ଧଳା ମଧ୍ୟ ହୋଇ ଯାଇ ଥାଏ । ଏହା ଅଧିକ ହେଲେ ତ୍ଵଚାରୁ ରକ୍ତ ବାହାରି ଯାଇ ଥାଏ । ଚିଡ ଚିଡ ଲାଗି ଥାଏ ଦେହ ଅବସାଦ ମଧ୍ୟ ଲାଗି ଥାଏ । ଏହା ହେବାର ସଠିକ କାରଣ କିଛି ନାହିଁ କୁହା ଯାଉଛି କି ଏହା ଜଳବାୟୁ ପ୍ରଦୂଷିତ ହେବା ଦ୍ଵାରା ମଧ୍ୟ ହୋଇ ଥାଏ । ମାତା ପିତାଙ୍କୁ ଯଦି ଏହି ରୋଗ ଅଛି ପିଲାଙ୍କୁ ମଧ୍ୟ ହୋଇ ଥାଏ ।

 

ଏହା ଅନେକ ପ୍ରକାର ହୋଇ ଥାଏ । ଏବେ ଜାଣିବା ଏହାର ଘରୋଇ ଉପଚାର । ଆପଣ ଏକ ଲୁହ ଅକରେଇ ରେ କିଛି ସୋରିଷ ତେଲ ନେବେ ଏବେ ଏହାକୁ ଆପଣ ଗରମ କରନ୍ତୁ । ଏହାର ଫେଣ ଜେଭଳି ସବୁ ବାହାରିବ ଏହା ଅପରେ ଏକ ଛୋଟ ଲଙ୍କା ପକେଇକି ଏହାକୁ ଦେଖନ୍ତୁ ଦେଖିବେ ଯଦି ଲଙ୍କା ପୋଡି ଯାଏ ତେବେ ୪ ରୁ ୫ ଟି ରସୁଣ ପାଖୁଡା କୁ କାଟି ଏଥିରେ ପକାନ୍ତୁ । ଏହାକୁ ମଧ୍ୟ ଆପଣଙ୍କୁ ଏହି ତେଲରେ ପୋଡିବା ପାଇଁ ପଡିବ । ରସୁଣ ପୋଡି କଳା ହୋଇ ଯିବା ପରେ ଏଥିରେ କଳା ଜୀରା କୁ ଛାଡି ଦିଅନ୍ତୁ ।

ଏହାକୁ ମଧ୍ୟ ଆପଣ ଭଲ ଭାବେ ଏହାକୁ ପୋଡନ୍ତୁ । ଏହା ପୋଡି ହେବ ଅପରେ ତେଲକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହା ସହ ଆପଣ ଏକ ବୋତଲ କିମ୍ବା ଅଜାର ରେ ଏହା କୁ ରାଖୀ ନିଜ ଏକଜିମା ହୋଇ ଥିବା ଜାଗାରେ ଲଗାନ୍ତୁ । ଏହାକୁ ଆପଣ ରାତିରେ ଲଗାଇବା ପରେ ସକାଳୁ ନରମାଲ ପାଣିରେ ଧୋଇ ଦିଅନ୍ତୁ । କିମ୍ବା ନାଡିଆ ତେଲ ମଧ୍ୟ ଲଗାଇ ପାରିବେ ଯଦି ଏହା ଅଧିକ କୁଣ୍ଡିଆ ହେଉଥାଏ । ମାତ୍ର ଏହାକୁ ୨ ଘଣ୍ଟା ରଖୀ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଏକଜିମା ଭଲ ହୋଇଯିବ ।

Leave a Reply

Your email address will not be published. Required fields are marked *