ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଏବେ ନୂଆ ଖୁଲାସା, DFO ଯିବେ ଜେଲକୁ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ କରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । କିନ୍ତୁ କୌଣସି ସୂତ୍ରରୁ ଅ-ପ-ରା-ଧି କିଏ ତାହା ଜଣାପଡି ନାହି । ଏହି ମାମଲାରେ ଡିଏଫଓ, ମାଜିଷ୍ଟର, ଡିଆଇଜି, ଓଆଇସି, ବିଦ୍ୟା ଭାରତୀ ଙ୍କର ହାତ ରହିଛି । ବର୍ତ୍ତମାନ ଡିଏଫଓ ରକ୍ତ ଚନ୍ଦନ କାଠ ଚୋରୀ କରିବା ଅ-ଭି-ଯୋ-ଗ-ରେ ଫସିଛନ୍ତି । ସୂଚନା ଅନୁସାରେ ସୋମ୍ୟ କାର୍ଯ୍ୟରତ ଥିବା ବେଳେ ତୃରୀୟ ଥର ପାଇଁ ଚନ୍ଦନ କାଠ ଗାଡି ଧରିଥିଲେ । ପ୍ରଶ୍ନ ଉଠୁଛି ଯେ ଡିଏଫଓ ନିଜ ରାସ୍ତାରୁ ହଟାଇବା ପାଇଁ ସୋମ୍ୟଙ୍କୁ ମା-ରି-ଥା-ଇ ପାରନ୍ତି ।

ସୋମ୍ୟଙ୍କ ମୃ-ତ୍ୟୁ ଦିନ ଯେଉଁ ମାନେ ତାଙ୍କୁ ହ-ତ୍ୟା କରିଛନ୍ତି ସେମାନେ ଏତେ ଖୁସି ହୋଇଥିଲେ ଯେ ପାର୍ଟି କରିଥିଲେ । ଯଦି ଡିଏଫଓ ଏକା ଏହି ହ-ତ୍ୟା କାଣ୍ଡରେ ସାମିଲ ଥାନ୍ତେ ତେବେ ସେ କେବେ ବି ପାର୍ଟି ମନାଇ ନ ଥାନ୍ତେ । ଏହି କେସରେ ପ୍ରଶାସନ, ପୋଲିସ ଘଟଣା ସ୍ଥଳରେ ରହିଛନ୍ତି ଯାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଉଛି । ଚନ୍ଦନ କାଠ ମାମଲା ଧରା ପଡିଲେ ଡିଏଫଓଙ୍କ ସମେତେ ମମତା ପଣ୍ଡା, ମାଜିଷ୍ଟ୍ରେଟ ସବୁ ଫସିବେ । ଏମିତି ବି ହୋଇପାରେ ଯେ ବିଦ୍ୟା ଭାରତୀଙ୍କୁ ୨ କୋଟି ଟଙ୍କା ଦିଆ ଯାଇଛି ଚନ୍ଦନ କାଠ ଚୋରୀ ମାମଲାକୁ ଲୁଚାଇବା ପାଇଁ ।

ଏଥିପାଇଁ ହୁଏ ତ ବିଦ୍ୟା ନିଜ ସ୍ଵାମୀ ସୋମ୍ୟଙ୍କୁ ମା-ରି-ବା ପାଇଁ ଡିଏଫଓଙ୍କ ସହ ହାତ ମିଶାଇଛି । କାରଣ ଗୋଟେ ଚନ୍ଦନ କାଠ ଗାଡିର ଦାମ ହେଉଛି ୩୦ରୁ ୪୦ କୋଟି ଟଙ୍କା । ଚନ୍ଦନ କାଠ ଗାଡି ଅଧିକାଂଶ ଆନ୍ଧ୍ରପ୍ରଦେଶ କୁ ଯାଇଥାଏ । ଯେବେ ସୋମ୍ୟ ଥରେ ନୁହେଁ ବରଂ ତୃରୀୟ ଥର ପାଇଁ ଚନ୍ଦନ କାଠ ଚୋରୀ ହେବାର ଗାଡି ଧରିଲେ ସେଥିପାଇଁ ତାଙ୍କୁ ରାସ୍ତା ରୁ ହଟାଇ ଦିଆ ଯାଇଛି ଯାହା ଏବେ ଚର୍ଚ୍ଚା ର ବିଷୟ ହୋଇଛି ।

ଏହା ସହ କ୍ରାଇମବ୍ରାଞ୍ଚ ସୋମ୍ୟଙ୍କ ମୃ-ତ୍ୟୁ ମାଲା କୁ ନେଇ ଯେଉଁ ଆରମ୍ଭ ରୁ ତଦନ୍ତ କରିବ ବୋଲି କହିଛି ତାହା ଠିକ ଭାବେ ହେବା ଦରକାର । ଯେଉଁ ଗାଁ ରେ ଚନ୍ଦନ କାଠ ଚୋରୀ ହେଇଛି ସେଠାରୁ ତଦନ୍ତ ଆରମ୍ଭ ହେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *