Special Report: IPS ଅଫିସର ମାନଙ୍କର ମାସିକ ଦରମା କେତେ ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆପିଏସ ପରିକ୍ଷା କେତେ କଷ୍ଟକର ହୋଇଥାଏ । ଏହି ପରୀକ୍ଷାରେ ସଫଳ ହେବା ପାଇଁ ଅନେକ ଚେଷ୍ଟା ଓ ପରିଶ୍ରମ କରିବାକୁ ପଡିଥାଏ । ଥରେ ଆପିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଜୀବନ ବଦଳି ଯାଏ । ସବୁଠାର ଖାସ ପଦ ହେଉଛି ଆପିଏସ ପୋଷ୍ଟ । ଇଣ୍ଡିଆନ ପୋଲିସ ସର୍ଭିସ ଭାରତର ସବୁଠାରୁ ସମ୍ମାନ ଜନକ ସେବା ଅଟେ । ଅଧିକାଂଶ ଯୁବକଙ୍କର ସ୍ଵପ୍ନ ଥାଏ ଯେ ଆପିଏସ ଅଫିସର ହୋଇ ଦେଶର ସେବା କରିବାକୁ । ଦେଶରେ ଶାନ୍ତି ଓ ସଦଭାବନା ବଜାୟ ରଖିବା ପାଇଁ ଆପିଏସ ଅଫିସରଙ୍କ ଭୂମିକା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ହୋଇଥାଏ ।

ଇଣ୍ଡିଆନ ପୋଲିସ ଅଧୀନରେ ଏସିପି ଠାରୁ ଆରମ୍ଭ ଅକ୍ରିୟ ଡିଆଇଜି, ଆଇଜି, ଡିଜି ଭାବେ ପଦ ଉନ୍ନତି ମିଳିଥାଏ । ଦେଶରେ ଆଇନ ବ୍ୟବସ୍ଥାକୁ ସଠିକ ଭାବେ ବଜାୟ ରଖିବାକୁ ଏମାନେ ଦାୟିତ୍ଵ ନେଇଥାନ୍ତି । ସେଥିପାଇଁ ଏମାନଙ୍କୁ କଡା ଟ୍ରେନିଂ ଦିଆଯାଏ । ଆଜି ଆମେ ଆପଣ ମାନଙ୍କୁ ଆପିଏସ ଅଫିସର ମାନଙ୍କୁ କେଉଁ ପଦରେ କେତେ ସଲାରି ଦିଆଯାଏ ସେହି ବିଷୟରେ କହିବାକୁ ଯାଉଛୁ । ଆପିଏସ ଅଫିସର ଡେପୁଟି ସୁପାରିଟେଣ୍ଡେଣ୍ଟ ଅଫ ପୋଲିସରେ ଥିଲେ ଦରମା ହେଉଛି ୫୬,୧୦୦ ଟଙ୍କା, ଆଡିସନାଲ ସୁପାରିଟେଣ୍ଡେଣ୍ଟ ଅଫ ପୋଲିସରେ ୬୭,୭୦୦ ଟଙ୍କା ପାଇଥାନ୍ତି ।

ସୁପାରିଟେଣ୍ଡେଣ୍ଟ ଅଫ ପୋଲିସ SP ରେ ୭୯,୦୦୦ ଟଙ୍କା, ସିନିୟର ସୁପାରିଟେଣ୍ଡେଣ୍ଟ ଅଫ ପୋଲିସ SSP ରେ ୧,୧୯,୦୦୦ ଟଙ୍କା, ଡେପୁଟି ଇନ୍ସ୍ପେକ୍ଟର ଜେନେରାଲ ଅଫ ପୋଲିସ DIGP ରେ ୧,୩୧,୦୦ ଟଙ୍କା, ଇନ୍ସ୍ପେକ୍ଟର ଜେନେରାଲ ଅଫ ପୋଲିସ IGP ଆରଇ ୧,୪୪,୦୦୦ ଟଙ୍କା, ଆଡିସନାଲ ଡାଇରେକ୍ଟର ଜେନେରାଲ ଅଫ ପୋଲିସ ADGP ରେ ୨,୬୦୦୦ ଟଙ୍କା, ଡାଇରେକ୍ଟର ଜେନେରାଲ ଅଫ ପୋଲିସ DG ରେ ୨,୨୫,୦୦୦ ଟଙ୍କା ଦରମା ପାଇଥାନ୍ତି । ସମସ୍ତ ବେତନ କମିଶନ ଅନୁସାରେ ଜଣେ ଆପିଏସ ଅଫିସର ଙ୍କ ପ୍ରାତ୍ମିକ ବେତନ ୫୬,୦୦୦ ଟଙ୍କାରୁ ଆରମ୍ଭ ହୋଇଥାଏ । ପ୍ରମୋଶନ ସହ DG ପାହ୍ୟା ପାଇବା ବେଳକୁ ମାସିକ ସାଲାରି ୨,୨୫,୦୦୦ ଟଙ୍କା ମିଳିଥାଏ । ଭିନ୍ନ ଭିନ୍ନ ପେ ବ୍ଯାଙ୍କ ସହ ଏହି ଅଧିକାରୀ ମାନଙ୍କୁ ଅନେକ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆ ଯାଇଥାଏ ।

ଆପିଏସ ଅଫିସର ମାନଙ୍କୁ ଆଲିଶାନ ଘର ସହ ଗାଡି ମହଦୀ ମିଳିଥାଏ । କିନ୍ତୁ ତାଙ୍କ ଘରର ସାଇଜ ଓ ଗାଡିର ମଡେଲ ତାଙ୍କ ପଦ ଉପରେ ନିର୍ଧାରିତ ହୋଇଥାଏ । ଏହା ସହ ସେମାନଙ୍କୁ ହାଉସ ହେଲ୍ପ, ସୁରକ୍ଷା ଗାର୍ଡ, ଡ୍ରାଇଭର ଆଦି ଯୋଗାଇଆ ଦିଆ ଯାଇଥାଏ । ଆପିଏସ ଅଧିକାରିଙ୍କ ମେଡିକା ଖର୍ଚ୍ଚ ଠାରୁ ଆରମ୍ଭ କରି ଟେଲିଫୋନ ବିଲ ସରକାର ଭାନ କରିଥାନ୍ତି । ଚାକିରି ସମୟରେ ବିଦେଶରେ ଶିକ୍ଷା ନିମନ୍ତେ ଅନୁମତି ମିଳିବା ସହ ପଢାର ସବୁ ଖର୍ଚ୍ଚ ସରାକର ବହନ କରିଥାନ୍ତି । ଋଟାର୍ଡ ହେବା ପରେ ଏହି ଅଧିକାରୀଙ୍କୁ ପେନସନ ସହ ସବୁ ସୁବିଧା ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *