ACF Soumya ଡେଥ ମିଷ୍ଟ୍ରି: ଖୋଲିଲା ବିଦ୍ୟାଙ୍କ କେଶର ଖାଇବାର ରହସ୍ୟ…ମିଳିଲା ସାଂଘାତିକ ତଥ୍ୟ, ଦେଖନ୍ତୁ Video

ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦିନକୁ ଦିନ ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି । ବର୍ତ୍ତମାନ ସୋମ୍ୟଙ୍କ ମୃ-ତ୍ୟୁ ଘ-ଟ-ଣା-କୁ ନେଇ ସାଂ-ଘା-ତି-କ ତଥ୍ୟ ମିଳିଛି । ସୂଚନା ଅନୁସାରେ ସୋମ୍ୟଙ୍କ ବଡ ଭାଇ ରଞ୍ଜନ ମହାପାତ୍ର କହିଛନ୍ତି ଯେ ସୋମ୍ୟ ବିବାହ ପରେ ଘରକୁ ଗୋଟେ ଟଙ୍କା ଖର୍ଚ୍ଚ କରିବା ପାଇଁ ଦେଇ ନାହାନ୍ତି ।

ତାଙ୍କ ସାଲରି ଟଙ୍କାରେ ଅନଲାଇନରୁ କେତେ ଯେ ଜିନିଷ କିଣା ହେଉଥିଲା ତାହାର ତଦନ୍ତ ପୋଲିସ ଠିକା ଭାବେ କରିଲେ ଜଣା ପଡିବ ଯେ ଏତେ ଟଙ୍କା କିଏ ଓ କାହିଁକୁ ଖର୍ଚ୍ଚ କରୁଥିଲା । ଆମାଜନ ଫ୍ଲିପକାର୍ଟରେ ଅନେକ ଜୋତା ଓ ଡ୍ରେସ ଓ କେଶର କିଣିବାର ଏବେ ଏକ ନୂଆ ତଥ୍ୟ ସୋମ୍ୟଙ୍କ ଘଟଣା କୁ ସାମନାକୁ ଆସିଛି । ସବୁ ତଥ୍ୟକୁ ଅନୁଧ୍ୟାନ କରିଲେ ବିଦ୍ୟା ଭାରତୀ ହିଁ ମୁଖ୍ୟ ଦାୟୀ ହେବା ସହ ତାଙ୍କ ପରିବାର ତାଙ୍କୁ ସମର୍ଥନ କରି ଥିବାରୁ ସେମାନେ ମଧ୍ୟ ଦାୟୀ ବୋଲି ସୋମ୍ୟଙ୍କ ବଡ ଭାଇ ରଞ୍ଜନ ମହାପାତ୍ର କହିଛନ୍ତି ।

ଏହା ଛଡା ଗୁରୁଣ୍ଡି ଥାନାର ଓଆଇସି ସେ ମଧ୍ୟ ସୋମ୍ୟଙ୍କ ମୃ-ତ୍ୟୁ ଘ-ଟ-ଣା କୁ ନେଇ ସଂପୂର୍ଣ୍ଣ ଦାୟୀ ବୋଲି ତାଙ୍କ ଭାଇ କହିଛନ୍ତି । ଦୋଷୀକୁ ଆ-ରେ-ଷ୍ଟ କରା ନ ଯାଇ ସିଧାସଳଖ କଟକକୁ ନେଇ ଆସିଲେ ଏହାକୁ ନେଇ ମଧ୍ୟ ସୋମ୍ୟଙ୍କ ଭାଇ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ପୁଅ ସହ ଏତେ ବଡ ଦୁ-ର୍ଘ-ଟ-ଣା ଘଟିଲା ସେମାନେ ଜାଣି ପାରିଲେ ନାହି ବରଂ ୨୨ କିମି ଦୂରରୁ ବିଦ୍ୟା ଭାରତୀଙ୍କ ପରିବାର ଆସି ହଟାତ କିପରି ଘଟଣା ସ୍ଥଳରେ ପହଞ୍ଚି ଗଲେ ତାହାକୁ ନେଇ ମଧ୍ୟ ସୋମ୍ୟଙ୍କ ଭାଇ ପ୍ରଶ୍ନ କରିଛନ୍ତି ।

ଯେଉଁ ମାନେ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ଦୋ-ଷୀ ସେମାନଙ୍କୁ ପୋଲିସ ଏ ଯାଏଁ ଗି-ର-ଫ ନ କରି ଥିବାରୁ ସୋମ୍ୟଙ୍କ ପରିବାର ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି । ଯେଉଁ ମାନେ ସନ୍ଦେହ ଘେରରେ ଅଛନ୍ତି ସେମାନଙ୍କୁ ସସପେଣ୍ଡ କରାଯାଉ ବୋଲି ତାଙ୍କ ଭାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । ସୋମ୍ୟଙ୍କ ମୃ-ତ୍ୟୁ-କୁ ଗତ ୨୦ ଦିନ ହୋଇଥିଲ ମଧ୍ୟ ଏ ଯାଏନ କିଛି ସମାଧାନ ହୋଇ ନାହି ଓ ଅନ୍ୟ କେସ ଭଳି ଏହି କେସ ମଧ୍ୟ ଏମିତି ପଡି ରହିବ ତାହାକୁ ନେଇ ସୋମ୍ୟଙ୍କ ଭାଇ ପ୍ରତିକ୍ରିୟା ଦେଇଛନ୍ତି ।

କ୍ଳାସ ୱାନ ଅଫିସରକୁ ପୋ-ଡି-କି ମାରି ଦେଲେ ଯାହାର ଅ-ପ-ରା-ଧୀ ଏ ଯାଏଁ ଜଣାପଡି ନାହି ତ ସାଧାରଣ ଜନତା ଆଉ ନ୍ୟାୟ କୋଉଠୁ ପାଇବେ ସୋମ୍ୟଙ୍କ ଭାଇ କହିଛନ୍ତି । ସିବିଆଇ ତଦନ୍ତ କରିବାକୁ ସୋମ୍ୟଙ୍କ ପରିବାର ହାଇ କୋର୍ଟରେ ଆପିଲ କରିବେ ବୋଲି କହିଛନ୍ତି କାରଣ ଏ ଯାଏଁ ବିଦ୍ୟା ଭାରତିଙ୍କୁ ଆ-ରେ-ଷ୍ଟ କରା ଯାଇ ନାହି ।

ଏହା ଛଡା ଏସପି ଆଜି ତାଙ୍କ ପୋଷ୍ଟରୁ ଅବସର ନେଉଛନ୍ତି କିନ୍ତୁ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *